Top 10 similar words or synonyms for ଦଶଜଣ

kaitabhesvara    0.885994

behar    0.880471

ନଗଡ    0.879136

dilwara    0.877822

mukteshwar    0.877790

kiribati    0.877571

sindh    0.877230

signals    0.877115

turkey    0.876238

carvings    0.875572

Top 30 analogous words or synonyms for ଦଶଜଣ

Article Example
ସୂଚନା ଅଧିକାର ଆଇନ ୨୦୦୫ ଧାରା ୧୫(୩) ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ରହିବେ । ଆବଶ୍ୟକ ସ୍ଥଳେ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ରହିବେ ।
ଦଶାବତାର ଦଶ ଅବତାର ବା ଦଶାବତାର ଦଶଜଣ ମୁଖ୍ୟ ଅବତାରଙ୍କୁ ବୁଝାଇଥାଏ । ବୈଷ୍ଣବ ଦର୍ଶନ ଅନୁସାରେ ଅବତାର ଏକ ମୂଳ ଭଗବାନଙ୍କର କାଳ ଆନୁସାରେ ଅଲଗା ଅଲଗା କାମ ଓ ରୂପକୁ ବୁଝାଇଥାଏ । ବିଷ୍ଣୁଙ୍କର ଦଶଟି ଅବତାରକୁ ଦଶାବତାର ବୋଲି କୁହାଯାଇଥାଏ । ଗରୁଡ଼ ପୁରାଣରେ (୧.୮୬.୧୦-୧୧) ଏହି ଅବତାରମାନଙ୍କ ଉପରେ ବର୍ଣ୍ଣନା ରହିଅଛି ।
ମଧୁମେହ ୧୯୨୦ ମସିହା ପର ଠାରୁ ବ୍ୟାଣ୍ଟିଂ ଓ ବେଷ୍ଟ ଇନସୁଲିନ ଆବିଷ୍କାର କରି ନୋବେଲ ପୁରସ୍କାର ପାଇସାରିବା ପରେ ପ୍ରାୟ ଦଶ ଜଣରୁ ଉର୍ଦ୍ଧ ବୈଜ୍ଞାନିକ ଡାଇବେଟିସ ରୋଗଉପରେ ଗବେଷଣାରେ ନୋବେଲ ପୁରସ୍କାର ପାଇସାରିଲେଣି । ୨୦୧୧ରେ ଭାରତରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଥିଲା ପ୍ରାୟ ଛଅ କୋଟି ଚାଳିଶ ଲକ୍ଷ । ୧୯୭୦-୮୦ ମସିହାରେ ଭାରତରେ ଶହେଜଣରେ ଦୁଇଜଣଙ୍କୁ ଡାଇବେଟିସ ହେଇଥିବା ବେଳେ ଏବେ ଗ୍ରାମାଞ୍ଚଳରେ ଶହେଜଣରେ ଦଶଜଣ ଓ ସହରାଞ୍ଚଳରେ ୨୦ଜଣଙ୍କୁ ଡାଇବେଟିସ ହେଉଛିବୋଲି ଗଣନାରୁ ଜଣା ପଡ଼ିଛି ।
ଢୁମ୍ପା ସଙ୍ଗୀତ ଯେଉଁଠାରେ ସଙ୍ଗୀତ ଆସର ହେବା ସ୍ଥିର ହୁଏ, ବୃକ୍ଷତଳ ହେଉ ବା ସଙ୍ଗୀତ ମଣ୍ଡପ ଉପରେ ହେଉ, ଢୁମ୍ପାଟିକୁ ଦଉଡ଼ିରେ ଓହଳାଯାଏ । ଜଣେ ଅପେକ୍ଷାକୃତ ଥନ୍ତଲାପେଟ ଲୋକ ଢୁମ୍ପାର ଗୋଟିଏ ପାଖରେ ଠିଆ ହୁଏ । ସଙ୍ଗୀତ ମଝିରେ ଢୁମ୍ପାଟିକୁ ନିଜ ପେଟ ଆଡ଼କୁ ସାମାନ୍ୟ ଟାଣି ଆଣିଲେ ବିଚିତ୍ର ସ୍ୱର ଉତ୍ପନ୍ନ ହୁଏ । ଆଠ ଦଶଜଣ ଲୋକ କ୍ଷୁଦ୍ର କ୍ଷୁଦ୍ର କାଠଖଣ୍ଡର ଶେଷ ଭାଗରେ ପିତ୍ତଳ ଘାଗୁଡ଼ି ସଂଯୋଗ ଥିବା ବାଡ଼ିଧରି ଢୁମ୍ପା ଯନ୍ତ୍ର ଉପରେ ଆଘାତ କରନ୍ତି । ଜଣେ କିମ୍ବା ଦୁଇଜଣ ସଙ୍ଗୀତ ଗାନ କରନ୍ତି । ଏହି ଆସରରେ ହେବା ସଙ୍ଗୀତର ମାଦକତା ଏତେ ଯେ ଲୋକ ଦିନରାତି ନ ଜାଣି ଶୁଣୁଥାନ୍ତି ।
ସ୍ଵାମୀ ବିବେକାନନ୍ଦ ୧୮୮୬ ଅଗଷ୍ଟ ୧୬ ଦିନ ଶ୍ରୀରାମକୃଷ୍ଣଙ୍କର ଦେହ ତ୍ୟାଗ ହେଲା।ଏହାର କିଛି ଦିନ ପରେ ନନ୍ଦରନାଥ କେତେଜଣ ଗୁରୁଭାଇଙ୍କୁ ନେଇ ବରାହ ନଗରସ୍ଥିତ ଗୋଟିଏ ପୁରୁଣା ଭଙ୍ଗାଘରେ ପ୍ରଥମ ଶ୍ରୀରାମକୃଷ୍ଣ ମଠ ପ୍ରତିଷ୍ଠା କଲେ।ଚରମ ଦାରିଦ୍ର୍ୟ, ଅନଶନ-ଅର୍ଧାଶନ ନିତ୍ୟସଙ୍ଗୀ;ତା ଭିତରେ ମଧ୍ୟ ତିବ୍ର ତପସ୍ୟା, ଭଜନ-କୀର୍ତ୍ତନ ଓ ଶାସ୍ତ୍ର-ଆଲୋଚନାରେ ସେମାନଙ୍କର ଦିନ କଟୁଥିଲା।ଏହିଠାରେ ହିଁ ୧୮୮୭ରେ ଜାନୁଆରୀରେ ନନ୍ଦରନାଥ ଓ ତାଙ୍କର ଦଶଜଣ ଗୁରୁଭାଇ ସନ୍ୟାସ ନେଲେ।ନନ୍ଦରନାଥଙ୍କର ନାମ ଦିଆଗଲା ବିବିଷାନନ୍ଦ।ସନ୍ୟାସ ପରେ ସ୍ବାମୀଜୀ ଓ ତାଙ୍କର ସନ୍ୟାସୀ ଗୁରୁଭାଇ ମଝିରେ ମଝିରେ ପରିବ୍ରାଜକ ଭାବରେ ବାହାରି ପଡୁଥିଲେ,କେତେବେଳେ ଏକୁଟିଆତ ଏବଂ କେତେବେଳେ କେତେଜଣ ଏକାଠି ମିଶି।ଏହିଭାବରେ ପଦରେ ଚାଲି ଚାଲି ସ୍ବାମୀଜୀ ପ୍ରାୟ ସାରା ଭାରତ ପରିକ୍ରମା କରିଥିଲେ।ଶିକ୍ଷିତ,ଅଶିକ୍ଷିତ,ଧନୀ-ନିର୍ଧନ, ରାଜା-ମହାରାଜା,ବ୍ରାହ୍ମଣ-ଚଣ୍ଡାଳ ପ୍ରଭୃତି ସମାଜର ସମସ୍ତ ସ୍ତରର ମଣିଷଙ୍କ ସହିତ ତାଙ୍କର ପରିଚୟ ହୋଇଗଲା।ତାଙ୍କର ପ୍ରତିଭା,ତେଜେଦୀପ୍ତ ଆକସରଣୀୟ କାନ୍ତି ଏବଂ ଅଧ୍ୟାତ୍ମିକ ପ୍ରଭାବରେ ସମସ୍ତେ ମୁଗ୍ଧ ହେଉଥିଲେ।ସେ ମଧ୍ୟ ଭାରତବର୍ଷର ପ୍ରକୃତ ରୂପଟିକୁ ମର୍ମେମର୍ମେ ଉପଲବ୍ଧି କରିଥିଲେ।
ନବକଳେବର ମହାରଣା ସେବକ ମଧ୍ୟ ସେହିଠାରେ ମୁଗୁର ଆଦି କାଠ ଉପକରଣ ନୂତନ ଭାବରେ ନିର୍ମାଣ କରନ୍ତି । ବାରିସିର ବେଣ୍ଟ ଫାସିକାଠରେ ଏବଂ ମୁଗୁର ବଉଳ କାଠରେ ନିର୍ମିତ କରାଯାଇଥାଏ । ନ୍ୟାସ ଦାରୁ ରଥ ମଧ୍ୟ ନିଦ୍ଦିଷ୍ଟ ବିଧି ଅନୁସାରେ ସେହିଠାରେ ନିର୍ମିତ ହୋଇଥାଏ । ଦରଜି ସେବକ ଏହିସବୁ ଉପକରଣ ନିର୍ମାଣକାରୀ ଦଶ ବିଶ୍ଵକର୍ମା ସେବକଙ୍କ ପାଇଁ ୩୦ଯୋଡ଼ା ପାଦୁକା (ମୋଟା କନାର ମୋଜା) ନିର୍ମାଣ କରି ଦେଇଥାନ୍ତି। ତାହାକୁ ପିନ୍ଧି ବିଶ୍ଵକର୍ମା ସେବକ ବିଗ୍ରହ ନିର୍ମାଣ କାର୍ଯ୍ୟ କରନ୍ତି । କାରଣ ବିଗ୍ରହ ନିର୍ମାଣ ସମୟରେ ବିଗ୍ରହଙ୍କୁ ବା ଦାରୁଙ୍କର କୌଣସି ପରିତ୍ୟକ୍ତ ଅଂଶକୁ ଖାଲି ପାଦରେ ସ୍ପର୍ଶ କରିବା ଅପରାଧ ଭାବରେ ପରିଗଣିତ ହୋଇଥାଏ । ଏହି ବିଗ୍ରହ ନିର୍ମାଣ କର୍ମପାଇଁ ଦଶଜଣ ବିଶ୍ଵକର୍ମା ସେବକଙ୍କୁ ଦଶଯୋଡ଼ା ନୂଆ ମକୁଟା, ଦଶଟି ଲୁଗା ଓ ଦଶଖଣ୍ଡ ନୂଆ ଗାମୁଛା ମିଳେ । ଗୋଟିଏ ପଟେ ଯଜ୍ଞମଣ୍ଡପ ବା ପ୍ରତିଷ୍ଠା ମଣ୍ଡପରେ ନ୍ୟାସଦାରୁଙ୍କର ନ୍ୟାସ ଓ ପ୍ରତିଷ୍ଠା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ନିର୍ମାଣ ମଣ୍ଡପ ବା କାରୁଶାଳାରେ ବିଗ୍ରହ ନିର୍ମାଣ କାର୍ଯ୍ୟ ଚାଲିଥାଏ । ନିଦ୍ଦିଷ୍ଟ ଭାଗମାପରେ ଏହି ବିଗ୍ରହମାନଙ୍କର ନିର୍ମାଣ କାର୍ଯ୍ୟ ଆଷାଢ଼ କୃଷ୍ଣ ଚତୁର୍ଦଶୀ ପୂର୍ବରୁ ସମାପ୍ତ ହୋଇଥାଏ । ଦେଉଳ ତୋଳା କାହାଣୀ ଅନୁସାରେ, ଏହି ସମୟରେ କୋଇଲି ବୈକୁଣ୍ଠ ଉପବନର ମୁଖ୍ୟ ପ୍ରବେଶପଥର ବାହାର ପାର୍ଶ୍ଵରେ ଘଣ୍ଟ, ବଜନ୍ତରୀ, ବୀର ତେଲିଙ୍ଗି ବାଦ୍ୟ ଆଦି ବାଦନ କରାଯାଇଥାଏ । କାରଣ ନିର୍ମାଣକାର୍ଯ୍ୟର କୌଣସି ଶବ୍ଦ ବାହାରକୁ ଶୁଣା ଯିବାକୁ ଶାସ୍ତ୍ରରେ ନିଷେଧ କରାଯାଇଛି ।