Top 10 similar words or synonyms for ଦଶ

ଆଷ    0.809397

ଳପକ    0.784395

ଣପକ    0.779841

ନବମ    0.764110

ଦଶମ    0.746858

ଷଷ    0.730802

ଗଶ    0.663839

ଶୟନ    0.662032

ଦଶହର    0.640798

ଗଣନ    0.630651

Top 30 analogous words or synonyms for ଦଶ

Article Example
ରଜାବଖରି-ଦଶ ଵିଦ୍ୟା ମହଲ ଏହି ରାଜବଖରି ବର୍ତ୍ତମାନ ସମ୍ବଲପୁର ସହରର ଲେଡି ଲୁଇସ୍ ବିଦ୍ୟାଳୟ ପଛପଟେ ଅବସ୍ଥିତ,ଯାହାକୁ ଚୌହାନ୍ ବଂଶର ୭ମ ରାଜା ମହାରାଜା ଛତ୍ର ସାଏ ୧୬୮୯ ମସିହାରେ ସିଂହାସନ ଆରୋହଣ କରିବା ପରେ ନିର୍ମାଣ କରିଥିଲେ। ଏହାର ନାମକରଣ କରିଥିଲେ ଦଶ ବିଦ୍ୟା ମହଲ। ଆକର୍ଷଣୀୟ କାରୁକାର୍ଯ୍ୟରେ ଖଚିତ ଏହି ରାଜବଖରିରେ ଅନୁଷ୍ଠିତ ହେଉଥିଲା ରାଜଦରବାର। ଦୁଇ ମହଲା ବିଶିଷ୍ଠ ଏହି ରାଜପ୍ରସାଦରେ ରହିଛି ୪୦ରୁ ଅଧିକ କୋଠରୀ। ରାଜବଖରୀ ଭିତରେ କେବଳ ରାଜାଙ୍କ ରହିବା ପାଇଁ ଆଉ ଏକ ମହଲ ଅଛି, ଯାହିର ନାଁ ଚିତ୍ରମହଲ। ସେଥିରେ ୯ଟି କୋଠରୀ ଏବଂ ଦୁଇଟି ବାରଣ୍ଡା ରହିଛି। ଉପର ମହଲ ସଂପୂର୍ଣ୍ଣ ଧ୍ବଂସ ହୋଇସାରିଥିବା ବେଳେ ତଳ ମହଲର ଛାତ ମଧ୍ୟ ଆଉ ନାହିଁ। ରଜାବଖରିର ପଛ ପଟେ ତଳକୁ ଯିବା ପାଇଁ ଏକ ପାହାଚ ରହିଛି। ଏହା ଏକ ଗୁପ୍ତ ସୁଡଙ୍ଗର ପଥ ହୋଇଥିବା ନେଇ ଅନୁମାନ କରାଯାଉଛି। ଏହି ରାଜବଖରି ଇତିହାସର ଅନେକ ଘଟଣାର ମୂକସାକ୍ଷୀ ସାଜିଛି। ବିଶେଷ କରି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ସ୍ବାଧୀନତା ସଂଗ୍ରାମକୁ ଏହି କୋଠା ଅଙ୍ଗେ ନିଭେଇଛି। ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ ବେଳେ ପ୍ରଥମ କରି ରାଜବଖରିରେ ହିଁ ତ୍ରିରଙ୍ଗା ପତାକା ଉଡିଥିଲା।
ରଜାବଖରି-ଦଶ ଵିଦ୍ୟା ମହଲ ହେଲେ ଗତ କିଛି ବର୍ଷ ହେଲା ସମ୍ବଲପୁରର କିଛି ଉତ୍ସାହୀ ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ଏହାର ପୁନଃଉଦ୍ଧାର କାମ ଆରମ୍ଭ ହୋଇଛି। ରଜାବଖରୀରେ ଅନେକ ଥର ଗଣସଫେଇ କରି ଏହାକୁ ଅସାମାଜିକଙ୍କ କବଳରୁ ମୁକ୍ତ କରାଯାଇଛି। ଇନ୍ଟାକ ସଂସ୍ଥା ସହାୟତାରେ ପୁଣି ଏହାର ଚମକ ଫେରାଇବାର ଯୋଜନା ହୋଇଛି। ଇତିମଧ୍ୟରେ ରାଜ୍ୟ ସରକାର ଉଭୟ ରଜାବଖରି ଏବଂ ରାନିବଖରିର ପୁନଃଉଦ୍ଧାର ପାଇଁ ଏକ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଠାରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇ ଅନେର ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାକୁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି।
ରଜାବଖରି-ଦଶ ଵିଦ୍ୟା ମହଲ ତେବେ ୨୦୦୦ ମସିହାରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ଏଏସଆଇ) ଏହାର ମରାମତି କାମ ହାତକୁ ନେଇଥିଲେ ହେଁ ପୌରର ପ୍ରଶାସନର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ତାହା ପୁଣି ପୂର୍ବ ଅବସ୍ଥାକୁ ଫେରିଆସିଥିଲା।
ରଜାବଖରି-ଦଶ ଵିଦ୍ୟା ମହଲ ସ୍ବାଧୀନତା ପୂର୍ବରୁ ରଜାବଖରିର ମାଲିକାନାକୁ ନେଇ ବିବାଦ ଭିତରେ ଛନ୍ଦି ହୋଇଗଲା। ସମ୍ବଲପୁର ରିଜବଂଶର ସୋନପୁର, ବଲାଙ୍ଗିର ଭଳି ବିଭିନ୍ନ ସ୍ଥାନରେ ରହୁଥିବା ବଂଶଧର ରଜାବଖରି ଉପରେ ଅଧିକାର ଦାବି କରି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଉ କୋର୍ଟଙ୍କ ନିର୍ଦ୍ଦେଶମତେ, ଏହାର ସିଂହଭାଗ ଅଂଶ ସୋନପୁର ରାଜାଙ୍କ ଅଧିନକୁ ଚାଲିଗଲା। ପରେ ସୋନପୁର ରାଜାଙ୍କ ଠାରୁ ଆଇନଜୀବୀ ନିତ୍ୟାନନ୍ଦ ମାଝୀ ଏହାକୁ କିଣି ନେଇଗଲେ। ଆଉ ତାଙ୍କ ଠାରୁ ଲେଡି ଲୁଇସ୍ ସ୍କୁଲ କର୍ତ୍ତୁପକ୍ଷ ଏହାକୁ ନିଜ ଅଧିନକୁ ନେଇଗଲେ। ହେଲେ ସମଗ୍ର ରଜାବଖରିକୁ ସ୍କୁଲ୍ କର୍ତ୍ତୁପକ୍ଷ ବ୍ୟବହାର କରିପାରିଲେ ନାହିଁ। ଫଳରେ ଦେଖାରେଖା ଅଭାବରୁ ଏହି ଐତିହ୍ୟ ଏବେ ଧ୍ବଂସ ଦ୍ବାରଦେଶରେ ପହଞ୍ଚିଛି। ବର୍ତ୍ତମାନ କେବଳ ଭଙ୍ଗା କାନ୍ଥ ହିଁ ସ୍ମାରକୀ ଭାବେ ଛିଡା ହୋଇଛି।
ସୂଚନା ଅଧିକାର ଆଇନ ୨୦୦୫ *ଆବଶ୍ୟକ ସ୍ଥଳେ ସର୍ବାଧିକ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ ।
ରାମ ରାମ (ରାମଚନ୍ଦ୍ର),ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମଧ୍ୟରେ ଏକ ଅବତାର ।
କନକ ଦୂର୍ଗା ମନ୍ଦିର Sଏଠାରେ ଦଶହରା ବଡ ଉଲ୍ଲାସର ସହ ପାଳିତ ହେଇଥାଏ । ଦଶହରାର ଦଶ ଦିନ ବିଭିନ୍ନ ଦେବୀଙ୍କ ନାମରେ ଆରାଧନା ହେଇଥାଏ । 
କ୍ୟାପିଟାଲ ହାଇସ୍କୁଲ ପ୍ରତିଷ୍ଠା ବର୍ଷରୁ ଏ ଯାବତ ବହୁ ଛାତ୍ର ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ଅର୍ଜନ କରିଛନ୍ତି ।
ସିରୋସିସ୍ ଦଶ ବର୍ଷ ମଧ୍ୟରେ ସିରୋସିସ୍ ମୃତ୍ୟୁ ହାର ୩୪ରୁ ୬୬% ଅଛି । ଆଲ୍‌କୋହୋଲିକ୍ ସିରୋସିସ୍ଦ୍ଵାରା ଅଧିକ ମୃତ୍ୟୁ ହୁଏ ।
ବିଷ୍ଣୁ ପ୍ରାୟ ସମସ୍ତ ହିନ୍ଦୁ ମତାନୁସାରେ ଦଶ ଅବତାରଧାରୀ ବିଷ୍ଣୁଙ୍କୁ ତାଙ୍କର ମୂଳ ରୂପରେ କିମ୍ବା ତାଙ୍କର ମୁଖ୍ୟ ଅବତାର ରାମ ଅଥବା କୃଷ୍ଣ ରୂପରେ ପୂଜା କରାଯାଏ।