Top 10 similar words or synonyms for ଦଳନ

jhumuka    0.876630

raymond    0.865824

chhattarpur    0.865175

siddheshwar    0.865097

ୠକ    0.862527

went    0.862468

mukteswar    0.862306

ଅଧରପଣ    0.861136

ଜଳଶ    0.860378

vimana    0.857399

Top 30 analogous words or synonyms for ଦଳନ

Article Example
କାଳିୟ ଦଳନ ଥରେ ବାଳକ କୃଷ୍ଣ ତାଙ୍କ ବନ୍ଧୁ ମେଳରେ ଯମୁନା କୁଳରେ କ୍ରୀଡାରତ ଥିବା ବେଳେ କଦମ୍ବ ବୃକ୍ଷ ଉପରକୁ ଚଢି ଯାଇଥିଲେ । ତାଙ୍କର ବଲ ଜଳରେ ପଡିଯିବାରୁ କୃଷ୍ଣ ଜଳକୁ ଲମ୍ଫ ଦେଇଥିଲେ । ସେହି ସମୟରେ କାଳିୟ ନାଗ ତାହାର 110ଟି ଫଣା ଟେକି କୃଷ୍ଣଙ୍କୁ ତାର ଦେହରେ ଗୁଡେଇ ଦେଲା । କୃଷ୍ଣ ତାଙ୍କର ଦେଇବା ଶକ୍ତିଦ୍ଵାରା କାଳିଆର ମସ୍ତକ ଉପରକୁ ଖସି ଯାଇ ସେଠାରେ ବିଶାଳ ଆକାର ଧାରଣ କରି ନୃତ୍ୟ କଲେ ।କାଳିଆ ନାଗ ପରାସ୍ତ ହେଇ ମୃତ୍ୟୁ ମୁଖରେ ପଡିବାର ଅବସ୍ଥାକୁ ଆସିଗଲା । ସେହି ସମୟରେ କାଳୀୟ ନାଗର ପତ୍ନୀ ମାନେ ଜଳ ଉପରକୁ ଆସି ଭଗବାନ କୃଷ୍ଣଙ୍କୁ ଉପାସନା ପୂର୍ବକ ତାଙ୍କ ସ୍ଵାମୀଙ୍କ ଜୀବନ ଭିକ୍ଷ୍ୟା କଲେ । 
କାଳିୟ ଦଳନ ପୂର୍ବରୁ ରାମଙ୍କ ଦ୍ଵିପ ନାମକ ସ୍ଥାନରେ କାଳୀୟ ନାଗ ରହୁଥିଲା । କିନ୍ତୁ ଗରୁଡ ସେଠାରେ ରହିବା ଯୋଗୁଁ ଭୟରେ କାଳିଆ ନଗ ବୃନ୍ଦାବନକୁ ନିଜର ନୂତନ ଆସ୍ଥାନ କଲା । ବୃନ୍ଦାବନର କ ଯୋଗୀ ଗରୁଡକୁ କୌଣଶୀ କାରଣ ବଶତଃ ଅଭିଶାପ ଦେଇଥିଲେ ଯେ ସେ ବୃନ୍ଦାବନ ଆସିଲେ ମୃତ୍ୟୁ ମୁଖରେ ପଡିବ । ତେଣୁ କାଳିଆ ବୃନ୍ଦାବନଠାରେ ଗରୁଡ ଠାରୁ ସୁରକ୍ଷିତ ଥିଲା । 
କାଳିୟ ଦଳନ ଭଗବତ ପୁରାଣର ଷଷ୍ଠଦଶ ସ୍କନ୍ଧର ଦଶମ ଅଂଶରେ କାଳୀୟ ଦଲାଣ ବିଷୟ ଉଲ୍ଲେଖ ରହିଛି । 
କାଳିୟ ଦଳନ କାଳିୟ(IAST:Kāliya, Devanagari: कालिय), ହିନ୍ଦୁ ପୁରାଣ ବର୍ଣିତ ଏକ ନାଗ ସର୍ପ । ଏହି ବିଷଧର ନାଗ ବୃନ୍ଦାବନଠାରେ ଯମୁନା ନଦୀରେ ବସବାସ କରୁଥିଲା । ପୁରାଣରେ ଉଲ୍ଲେଖ ଯେ କାଳିୟ  ନାଗର ଚତୁର୍ଦିଗରେ ଜଳ ବିଷ  ଦ୍ଵାରା ଗରମ ହେଇ ଫୁଟୁ ଥିଲା ଓ ତାହା ନିକଟକୁ ଛଡେଇ ବା ଅନନ୍ୟ ଜୀବ ଯାଇ ପାରୁ ନ ଥିଲେ ।ଏପରିକି ନଦୀ ତୀରରେ ଗଛ ମଧ୍ୟ ବଞ୍ଚିପାରୁ ନଥିଲା । ସେଠାରେ କେବଳ ମାତ୍ର ଏକ କଦମ୍ବ ବୃକ୍ଷ ଥିଲା ।  
କାଳିୟ ଦଳନ କାଳିଆ ମଧ୍ୟ କୃଷ୍ଣଙ୍କ ଭଗବାନ ହେଇଥିବା କଥା ହୃଦୟଙ୍ଗମ କରି ଆଉ କାହାକୁ କେବେ ହଇରାଣ ନ କରିବାର ପ୍ରତିଶ୍ରୁତି ଦେଲା । କୃଷ୍ଣ ତାକୁ ରାମଙ୍କର ଦ୍ଵିପକୁ ଚାଲିଯିବାକୁ ଆଦେଶ ଦେଇଥିଲେ । ରାମଙ୍କର ଦ୍ଵିପ ଆଧୁନିକ ଫିଜୀ ଦ୍ଵିପ ବୋଲି ଜଣା ଜାଏ ।