Top 10 similar words or synonyms for ଦମନକ

ଲପକ    0.836064

ନରକ    0.832134

ଛୟ    0.811940

ୟଦଳନ    0.811663

swastika    0.811357

ହନବ    0.809785

ଖରକ    0.809251

magadha    0.808233

alphabet    0.806281

direction    0.806187

Top 30 analogous words or synonyms for ଦମନକ

Article Example
ହିଙ୍ଗୁଳା ମନ୍ଦିର ବର୍ଷସାରା ମା ହିଙ୍ଗୁଳାଙ୍କ ପୀଠରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ବାସନ୍ତୀକ ପୂଜା ବା ହିଙ୍ଗୁଳା ଯାତ୍ରା ସର୍ବାଧିକ ଲୋକପ୍ରିୟ । ହିଙ୍ଗୁଳା ଯାତ୍ରା ଚୈତ୍ର ଶୁକ୍ଳ ପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଥାଏ । ନିର୍ଦ୍ଦିଷ୍ଟ ବିଧି ଅନୁଯାୟୀ ନଅଦିନ ବ୍ୟାପି ଏହି ଯାତ୍ରା ହୋଇଥାଏ । ମା ହିଙ୍ଗୁଳାଙ୍କ ଆବିର୍ଭାବ ପୂର୍ବରୁ ମୁଖ୍ୟ ପୂଜକଙ୍କୁ ସ୍ଵପ୍ନାଦେଶ ହୁଏ । ନିର୍ଦ୍ଦିଷ୍ଟ ଉଭା ସ୍ଥଳରେ ମାଙ୍କ ଅଗ୍ନିପିଣ୍ଡୁଳା ଦୃଶ୍ୟମାନ ହୁଏ । ଦେହୁରୀ ଶାବରୀ ମନ୍ତ୍ରରେ ଆରାଧନା କରି ଉଭା ହୋଇଥିବା ମାଙ୍କୁ ବଶୀଭୂତା କରିବା ପରେ ପୂଜାର୍ଚ୍ଚନା କରାଯାଏ ଓ ପଥର କୋଇଲା ସଂଗ୍ରହ କରି ଉଭାସ୍ଥଳୀରେ ଅର୍ପଣ କରାଯାଏ । ଏହା ପଥର କୋଇଲା ଚରା ପଥର ଭାବେ ଖ୍ୟାତ । ଯାତ୍ରା ଦିନ ସକାଳୁ ତାଳଚେର ରାଜାଙ୍କ ପ୍ରଦତ୍ତ ପାଟ ଚାନ୍ଦୁଆ ଉଭାସ୍ଥଳୀ ନିକଟରେ ଲାଗିହୁଏ । ହିଙ୍ଗୁଳା ପୀଠରେ ଭକ୍ତ ନିଜେ ତାର ନୈବେଦ୍ୟ ନିଜର ଆରାଧ୍ୟ ଦେବୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାଏ ।