Top 10 similar words or synonyms for ତଳ

ଚଟ    0.815024

ମଝ    0.813398

ଜଳର    0.769990

ତଳକ    0.763953

ଭଣ    0.757457

ଖସ    0.756758

ପଥର    0.754031

ଲମ    0.739343

ପରଦ    0.733020

ଲଗ    0.732743

Top 30 analogous words or synonyms for ତଳ

Article Example
ଜଗନ୍ନାଥ ମନ୍ଦିର ଏହି ବିଗ୍ରହ ଚତୁର୍ଭୁଜ ବିଶିଷ୍ଟ ଓ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।ଏହାର ଗଠନ ଅତ୍ୟନ୍ତ କମନୀୟ ଓ ଆକର୍ଷଣୀୟ ଅଟେ।ଡ଼ାହାଣ ପଟ ଉପର ହସ୍ତରେ ଅର୍ଦ୍ଧ ଭଗ୍ନ ଦାନ୍ତ, ତଳ ହସ୍ତରେ ରୁଦ୍ରାକ୍ଷ ମାଳା, ବାମ ପଟ ଉପର ହସ୍ତରେ ଫାର୍ଶା ଓ ତଳ ହସ୍ତଟି ତଳ ଦେଶରେ।ଗଳାରେ ପରତା ଓ ସର୍ପ ରହିଛି।ମନ୍ଦିରଟି ବେଢ଼ା ପତ୍ତନଠାରୁ ୨୨ଫୁଟ୍ ଉଚ୍ଚତା ବିଶିଷ୍ଟ ଅଟେ।
ଜଳବିଦ୍ୟୁତ୍ ଗୋଟିଏ ବିଦ୍ୟୁତ୍- ପ୍ରକଳ୍ପ ମଧ୍ୟରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅନେକ ଜଳ ଭଣ୍ଡାର ନିର୍ମାଣ କରିବା ସମ୍ଭବପର । ବିଦ୍ୟୁତ୍ ଚାହିଦାରେ ଆକସ୍ମିକ ବୃଦ୍ଧି ସମୟରେ ପମ୍ପ୍ ପ୍ରଣାଳୀ ଅତ୍ୟନ୍ତ ଉପଯୋଗୀ । ନିମ୍ନ ଚାହିଦା ସମୟରେ ଆବଶ୍ୟକତାରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରି ତଳ ଭଣ୍ଡାରରୁ ଉଚ୍ଚ ଭଣ୍ଡାରକୁ ଜଳ ସ୍ଥାନାନ୍ତର କରାଯାଏ । ଚାହିଦା ବଢ଼ିଲେ ଉଚ୍ଚ ଭଣ୍ଡାରରୁ ଟର୍ବାଇନ୍ ଦେଇ ତଳ ଭଣ୍ଡାର ଓ ତଳ ଭଣ୍ଡାରରୁ ଅନ୍ୟ ଏକ ଟର୍ବାଇନ୍ ଦେଇ ନଦୀଶଯ୍ୟାକୁ ଜଳ ଛଡ଼ାଯାଏ । ଏପରି କରିବାଦ୍ଵାରା ଉପଲବ୍ଧ ଜଳର ଉପଯୋଗ କରି ଦୁଇଟି ସ୍ଥାନରେ ବିଦ୍ୟୁତ୍ ଉତ୍ପାଦନ ହୋଇପାରେ । ପମ୍ପ୍ ପ୍ରଣାଳୀ ବ୍ୟବସାୟିକ ଦୃଷ୍ଟିରୁ ଉପଯୋଗୀ । 
ଲେସଲି କ୍ଲାଉଡିଅସ କଲିକତାଠାରେ ଲେସଲିଙ୍କ ପରଲୋକ 20 ଡିସେମ୍ବର 2012ରେ ଘଟିଥିଲା ଓ ତାଙ୍କୁ ତଳ ସରକୁଳର ରୋଡ କବରଖାନାରେ କବର ଦିଆଯାଇଥିଲା । 
ସୁବ୍ରମଣିଆନ ସ୍ୱାମୀ ତଳ ତାଲିକାରେ ସୁବ୍ରମଣିଆନ ସ୍ୱାମୀଙ୍କ ଲିଖିତ ନାନାଦି ବହି, ଗବେଷଣା ନିବନ୍ଧ ଓ ଜର୍ଣ୍ଣାଲ ରଚନା ରଖାଯାଇଛି ।
ପୁଣ୍ୟପ୍ରଭା ଦେବୀ ପୁଣ୍ୟପ୍ରଭା ଦେବୀ ଓଡ଼ିଶାର କଟକର ତଳ ତେଲଙ୍ଗାବଜାରରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା । ୧୯୬୪ ମସିହାରୁ ସେ ବିଶାଖାପଟନମରେ ରହୁଛନ୍ତି ।
କଉଡ଼ି କଉଡ଼ିକୁ ସ୍ତ୍ରୀତ୍ୱ, ଉର୍ବରତା, ଜନ୍ମ ଓ ଧନର ପ୍ରତୀକ ରୂପେ ପରଗଣିତ କରାଯାଏ। କଉଡ଼ିର ତଳ ପାଖକୁ ଯୋନି ବା ଆଖିର ପ୍ରତୀକ ରୂପେ ମଧ୍ୟ ମାନିଥାନ୍ତି।
ଲୋକ ସଭା ଲୋକ ସଭା ଭାରତୀୟ ସଂସଦର ତଳ ସଦନ। ଏଠାରେ ଭାରତର ୨୯ଟି ରାଜ୍ୟ ଓ ସାତଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୫୪୩ ଜଣ ସାଂସଦ ପ୍ରତିନିଧିତ୍ଵ କରନ୍ତି।
ମୋରଣୀ ଏଠାରେ ହରିୟଣା ସରକାରଙ୍କ ନିର୍ମିତ ମାଉଣ୍ଟେନ କୁଏଲ ନାମକ ହୋଟେଲ ରହିଛି । ରାଜ୍ୟ ରାଜପଥରୁ ସଂଯୋଗ କରୁଥିବା ରାସ୍ତା ପର୍ବତ ତଳ ଯାଏ ଯାଇଛି । 
କରୁଣ ନାୟାର କରୁଣା ନାୟାର ଭାରତୀୟ ଜାତୀୟ ଦଳ , ଭାରତୀୟ 19 ବର୍ଷରୁ ତଳ ଦଳ , ଭରତ A ଦଳ ଓ କର୍ଣାତକ ରାଜ୍ୟ ଦଳର ପ୍ରତିନିଧିତ୍ଵ କରିଛନ୍ତି । 
ଅମିତ ମିଶ୍ର  ଆଇପିଏଲର ଅଦ୍ୟାବଧି ହେଇଥିବା ସମସ୍ତ ସିଜନରେ ଅମିତ ମିଶ୍ର ବହୁ ସଂଖ୍ୟାରେ ୱିକେଟ ନେଇଛନ୍ତି । ତଳ ଅର୍ଡରରେ ବେଟିଙ୍ଗରେ ମଧ୍ୟ ତାଙ୍କର ମୂଲ୍ଯବାନ ଅବଦାନ ରହିଥାଏ ।