Top 10 similar words or synonyms for ତନ

ଧକ    0.573401

ୟପ    0.528793

ଏହ    0.507717

ତନର    0.498405

ଅବଧ    0.498402

ତଦ    0.495512

ରବର    0.493084

ଅବକ    0.491765

ଣନ    0.489688

ଉପ    0.489069

Top 30 analogous words or synonyms for ତନ

Article Example
ମହେଞ୍ଜୋଦାରୋ ଏହା ପରେ ସେହି ସ୍ଥାନର ପରିବେଶର ବ୍ୟତିକ୍ରମ ଓ ପରିବେଶ ପ୍ରଦୂଷଣ ଓ ପୁରା ତନ ପ୍ରସ୍ତର ଯୁଗର ସ୍ତୁପ, କାରୀଗିରିର କ୍ଷୟ ଯୋଗୁଁ ଏହି ଅଭିଯାନଟି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ହୋଇ ଯାଇ ଥିଲା।
ଗୋବିନ୍ଦା(ଅଭିନେତା) ବାଣିଜ୍ୟ ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଗୋବିନ୍ଦାଙ୍କ ପିତା ତାଙ୍କୁ ଚ୍ଚଳଚିତ୍ର ଜଗତରେ ନିଜ ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ଅଙ୍କଲ ଆନନ୍ଦଙ୍କଦ୍ୱାରା ନିର୍ଦ୍ଦେଶିତ ତନ-ବଦନରେ ସେ ପ୍ରଥମେ ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ।ଏହାପରେ ସେ ୧୯୮୫ ମସିହା ଜୁନ୍ ମାସରେ ତାଙ୍କ ପରବର୍ତ୍ତୀ ଚ୍ଚଳଚିତ୍ର ଲଭ ୮୬ରେ ସୁଟିଂ କରିବା ଆରମ୍ଭ କରିଥିଲେ।
ରଥ ଦାରୁବ୍ରହ୍ମଙ୍କର ନବକଳେବର ହେଲେ । ପୁରାତନ ବିଗ୍ରହଙ୍କ ସମେତ ପୁରାତନ ରଥ, ସାରଥୀ, ପାର୍ଶ୍ଵ ଦେବତ। ପ୍ରଭୃତିଙ୍କୁ ମଧ ଗୋଲକ ସମାଧ ଦିଆଯାଏ । ପୂର।ତନ ବିଗ୍ରହଙ୍କୁ କୋଇଲି ବୈକୁଣ୍ଠର ଯେଉଁ ସ୍ଥାନରେ ଗୋଲକ ସମାଧି ଦିଆଯାଏ ତହିଁର ଅନତି ଦୂରରେ ଅନ୍ୟ ଗୋଟିଏ ଗାତ ଖୋଳାଯାଇ ରଥ ଓ ତହିଁର ସକଳ ଅଂଶ ବିଶେଷକୁ ପୋତି ଦିଆଯାଏ । ଚତୁର୍ଦାମୂର୍ତ୍ତିଙ୍କର ନବକଳେବର ହେବା ସହିତ ନୂତନ ରଥ, ସାରଥୀ, ପାର୍ଶ୍ଵଦେବତା ଓ ଶୁଆ ପ୍ରଭୂତି ନିର୍ମାଣ କରାଯାଏ ।
ପଞ୍ଚକ ଶର ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଅର୍ଜୁନ ବାଣଦ୍ଵାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ଵାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ । ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି ।
ପଞ୍ଚକ ଏହିପାଞ୍ଚଦିନକୁ ଭୀଷ୍ମ ପଞ୍ଚକ କୁହାଯିବାର ପୌରାଣିକ ରହସ୍ୟ ହେଉଛି – ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ I ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ I ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି I କାର୍ତ୍ତିକ ଏକାଦଶୀଦିନ ତମେ ଜଳର ଯାଚନା କରିଛ I ଅର୍ଜୁନ ବାଣର ବେଗରେ ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ କଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ – ସେମାନେ ମୋତେ ତୃପ୍ତ କରିବେ I ଏହା ହେଉଛି ଭୀଷ୍ମପଞ୍ଚକ – ପ୍ରତିବର୍ଷ ପାଳିତ ହେବ I ବ୍ରତଧାରୀ ସବ୍ୟ ହୋଇ ମହାତ୍ମା ଭୀଷ୍ମଙ୍କ ପାଇଁ ତର୍ପଣ କରିବେ I ଏହିଭୀଷ୍ମ ତର୍ପଣ ସମସ୍ତ ବର୍ଣ୍ଣର ଲୋକେ କରିପାରିବେ I ମନ୍ତ୍ର ହେଉଛି-