Top 10 similar words or synonyms for ଟନ

ଟଚ    0.762321

ୟକଙ    0.752027

ପଟ    0.741958

ଉଦଘ    0.676233

ଆରର    0.637031

ଆବଣ    0.607806

ଲଭଭ    0.603825

ଡମ    0.583988

ୟମନ    0.570256

ଏପଟ    0.567128

Top 30 analogous words or synonyms for ଟନ

Article Example
ମୁଗା ରେଶମ ୨୦୧୪-୧୫ ଆର୍ଥିକ ବର୍ଷରେ ଭାରତ ୧୫୮ ଟନ ମୁଗା ରେଶମ ଉତ୍ପାଦନ କରିଥିଲା ଯେଉଁଥିରୁ ୧୩୬ ଟନ କେବଳ ଆସାମରୁ ଉତ୍ପାଦିତ ହୋଇଥିଲା । ଭାରତର ସମୁଦାୟ ରେଶମ ଆଦାୟ ସେହି ସମୟରେ ୨୮,୭୦୮ ଟନ ଥିଲା ।
ଇବ ଉପତ୍ୟକା କୋଇଲାଖଣି ଭୂ- ସମ୍ପଦ ବିଭାଗ ତରଫରୁ ସର୍ଭେ ଅନୁସାରେ ଓଡ଼ିଶାର ତାଳଚେର କୋଇଲା ଖଣିଅଞ୍ଚଳରେ ସମୁଦାୟ 38.65 ବିଲିଅନ ଟନ କୋଇଲା ଗଚ୍ଛିତ ଥିବା ବେଳେ ଇବ ଉପତ୍ୟକାରେ 22.3 ବିଲିଅନ ଟନ ରହିଥିବାର ଜଣା ଯାଏ । ତାଳଚେରରେ ଦେଶର ସର୍ବାଧିକ କୋଇଲା  ଥିବା ବେଳେ ଇବ ଉପତ୍ୟକାର ସ୍ଥାନ ତୃତୀୟ । .
ହିନ୍ଦୁସ୍ତାନ ପେଟ୍ରୋଲିୟମ HPCL ଦୁଇଟି ମୁଖ୍ୟ ବିଶୋଧନଗାର କାଯ୍ୟ କରେ ବିଭିନ୍ନ ପ୍ରକାରର ଓ ବହୁତ ପରିମାଣର ପେଟ୍ରୋଲିୟମ ଅଏଲ ଏବଂ ବିଶେଷ ମାନର, ଗୋଟେ ମୁମ୍ବାଇ(ଦକ୍ଷିଣ ପଟେ)ତାର କ୍ଷମତା୬.୫ ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ( MMTPA)। ଏବଂ ଅନ୍ୟଟି ବିଶାଖାପାଟଣା(ପୂର୍ବ ପଟେ) ତାର କ୍ଷମତା୮.୩ମିଲିୟନ ମେଟ୍ରିକ ଟନ ପ୍ରତି ବର୍ଷ (MMTPA)
ଭାରତ ପେଟ୍ରୋଲିୟମ ମୁମ୍ବାଇ ରିଫାଇନାରୀ : ମୁମ୍ବାଇ, ମହାରାଷ୍ଟ୍ର ନିକଟରେ ଅବସ୍ଥିତ ।ଏହାର କ୍ଷମତା ୧୨ ଏବଂ nbsp;ମିଲିୟନ ମେଟ୍ରିକ ଟନ ବର୍ଷକୁ ।
ଚିରିମିରି କୋଇଲାଖଣି ୧୨୫ ବର୍ଗକିଲୋମିଟର ଯାଏ ବ୍ୟାପ୍ତ ଏହି କୋଇଲାଖଣି ଅଞ୍ଚଳରେ ୩୧୨.୧୧ ମିଲିୟନ ଟନ କୋଇଲା ଥିବାର ଆକଳନ କରା ଯାଇଛି । 
ମହୀଶୁର ଚନ୍ଦନ ସାବୁନ ଭାରତ ବଜାରରେ ଉତ୍ପାଦନ ଏବଂ ବିପଣନ ହେଉଥିବା ସାବୁନ ୪୫୦,000 ଟନ ହେଉଥିବା ବେଳେ 'ମହୀଶୁର ଚନ୍ଦନ ସାବୁନ' ମାର୍ଚ୍ଚ ୨୦୦୬ ସୁଧା ବଜାରର ୬୫୦୦ ଟନ ଅଂଶ ହାସଲ କରିଥିଲା । ବେଙ୍ଗାଳୁରୁସ୍ଥିତ KSDL କାରଖାନା ବାର୍ଷିକ ୨୬,୦୦୦ ଟନ ସାବୁନ ଉତ୍ପାଦନ କରେ । କୌଣସି ବିପଣନ ଯୋଜନା ପ୍ରସ୍ତୁତ ନକରି ୨୦୦୬ ଯାଏଁ ଏପରି ବ୍ୟବସାୟ ଚାଲୁରହିଥିଲା । ଧୋନୀଙ୍କ ଆମ୍ବାସଡର ନିଯୁକ୍ତି ପରେ ରୂପା ଏବଂ ସୁନା ମୂଦ୍ରା ଜିତିବାର ଏକ ଭାଗ୍ୟଶାଳୀ ବିଜେତା ଚୟନ ସ୍କିମ ପ୍ରଚଳିତ ହୋଇଥିଲା । ଏହାର ୮୫% ବ୍ୟବସାୟ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁରେ ହୋଇଥାଏ । ଏହି ଉତ୍ପାଦ ଛାଡ଼ା ଛୁଆମାନଙ୍କ ପାଇଁ 'ମହୀଶୁର ସାଣ୍ଡଲ ବେବି ସୋପ' ମଧ୍ୟ ବଜାରରେ ପ୍ରବେଶ ହୋଇଥିଲା ।
ଚିନି ୨୦୧୧ରେ ସାରା ବିଶ୍ଵରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରଯାଇଥିଲା ।ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ ।
ଚିରିମିରି କୋଇଲାଖଣି ଟାଟା ଲୌହ ଓ ଇସ୍ପାତ ଉଦ୍ଯୋଗ କମ୍ପାନୀ ଏଠାରେ କୋଇଲାର ସନ୍ଧାନ କାର୍ଯ୍ୟ କରିଥିଲେ ମଧ୍ୟ ମିନିଙ୍ଗ କାମ କରି ନ ଥିଲେ । କିରିମିରି କୋଳିଆରୀ ୧୯୩୦ରେ ଆରମ୍ଭ ହେଲା ଓ ଉତ୍ପାଦନ ୧୯୩୨ରେ ହେଲା । ଏହା ପରେ ସନ୍ନିକଟସ୍ଥ ଅନ୍ୟ ଖଣି ଗୁଡିକ ଆରମ୍ଭ ହେଲା ପରେ ଉପ୍ପଦନ ୧୯୩୩ରେ ୨୬୪,୦୦୦ ଟନ ସ୍ଥାନରେ ୧୦୯୦ରେ ୩,୧୬୪,୫୦୦ ଟନ ଫଞ୍ଚି ଗଲା । 
କ୍ଷୀର କ୍ଷୀରର ଉତ୍ପାଦନ ଲକ୍ଷ୍ୟ ହିସାବରେ ୧୨ତମ ପଞ୍ଚବର୍ଷିୟା ଯୋଜନା (୨୦୧୦-୨୦୧୭)ରେ ବଢିକରି ୨୬.୯୫ ଲକ୍ଷ ମେଟ୍ରିକ ଟନ କରିବାର ଅଛି ଯେମିତିକି (୨୦୧୦-୨୦୧୧)ରେ ଆମ କ୍ଷୀରର ଆବଶ୍ୟକତା ୩୩.୬୯ ଲକ୍ଷ ମେଟ୍ରିକ ଟନ ରହିଥିଲା । ଏଠାରେ ଏହା ଦର୍ଶାଯାଇଛି କି , ଆମ ପୃତି ମାର୍ଗରେ ବହୁ କାମ ଅଛି ଯାହା ପାଇଁ ଆମକୁ ନିଜ ଖାଦ୍ୟପେୟକୁ ସୁଧାରିବା ଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କ ପାଇଁ ଚାରା , ପାଣି ଏବଂ ପ୍ରବନ୍ଧନ ଉପରେ ବହୁତ ଅଧିକ କଷ୍ଟ କରିବାର ମଧ୍ୟ ଅତ୍ୟନ୍ତ ଆବଶ୍ୟକତା ରହିଛି ।
ଲାକ୍ଷ୍ୟାଦ୍ଵୀପ ସମୁଦ୍ର ଏହି ଅଞ୍ଚଳରେ ବହୁଳ ପରିମାଣର ମାଛ ଧରା ଯାଇଥାଏ । ଏଠାରେ ବାର୍ଷିକ ୨,୦୦୦ରୁ ୫,୦୦୦ ଟନ ମାଛ ଧରାଯାଇଥାଏ । ଏହା ମଧ୍ୟରେ ଟୁନା , ଶାର୍କ , ଅଚେଲାଟା ,ଚିଙ୍ଗୁଡି ଆଦି ପ୍ରଧାନ ।