Top 10 similar words or synonyms for ଜଣକର

ଗନର    0.715558

କବକ    0.706737

ଈଟ    0.704196

ଔଷଧଦ    0.703666

fluorouracil    0.682836

chemotherapy    0.677112

ପରଫ    0.676249

ଏଡସ    0.673598

ଓଭ    0.673299

ovarian    0.672376

Top 30 analogous words or synonyms for ଜଣକର

Article Example
ପାକସ୍ଥଳୀ କର୍କଟ ଅଜୀର୍ଣ୍ଣ ଯୋଗୁ ଡାକ୍ତର ପାଖକୁ ଆସିଥିବା ପ୍ରତି ୫୦ ଜଣଙ୍କ ମଧ୍ୟରୁ ଜଣକର ପାକସ୍ଥଳୀ କର୍କଟ ଥାଏ ।
ଅମୃତା ଦେବୀ "सर सान्टे रूख रहे तो भी सस्तो जाण" (ଯଦି ଗୋଟିଏ ମଧ୍ୟ ବୃକ୍ଷ ବଞ୍ଚିବା ଲାଗି ଜଣକର ଜୀବନ ଦେବାକୁ ପଡେ, ତେବେ ତାହାର ବି ମୂଲ୍ୟ ଅଛି )
ମେନିଙ୍ଗୋକୋକାଲ ଟିକା ଏହି ଟିକା ସାଧାରଣତଃ ନିରାପଦ । କେତେକ ଲୋକଙ୍କର ଟିକା ନେବା ସ୍ଥାନ ଫୁଲିଯାଏ ଓ ଲାଲ ଦେଖାଯାଏ । ଗର୍ଭାବସ୍ଥାରେ ମଧ୍ୟ ଏହାର ବ୍ୟବ‌ହାର ବିପଦମୁକ୍ତ ଜଣାଯାଏ । ନିୟୁତ ଲୋକରେ ଜଣକର ଅତ୍ୟଧିକ ଆଲର୍ଜି ହୁଏ ।
କର୍କଟ ରୋଗ କେତେକ ନିର୍ଦ୍ଦିଷ୍ଟ ପଦାର୍ଥ ସହ କେତେକ ନିର୍ଦ୍ଦିଷ୍ଟ କର୍କଟ ରୋଗ ହେବାର ସମ୍ଭାବନା ଅଛି । ଏହି ପଦାର୍ଥମାନଙ୍କୁ କାର୍ସିନୋଜେନ୍ କୁହାଯାଏ । ଧୁଆଁ ପତ୍ର ଆଘ୍ରାଣଦ୍ଵାରା ୯୦ % ଫୁସ୍‌ଫୁସ୍ କର୍କଟ ହୁଏ । ଏହାଦ୍ଵାରା ସ୍ଵରଯନ୍ତ୍ର, ମୁଣ୍ଡ, ବେକ, ପାକସ୍ଥଳୀ, ମୂତ୍ରାଶୟ, ବୃକ୍‌କ, ଏସୋଫେଗସ୍ ଓ ଅଗ୍ନାଶୟରେ ମଧ୍ୟ କର୍କଟ ହୁଏ । ଟୋବାକୋ ଧୁଆଁରେ ନାଇଟ୍ରୋସାମିନ୍ ଓ ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ସହ ପ୍ରାୟ ୫୦ ପ୍ରକାରରୁ ଉର୍ଦ୍ଧ୍ଵ କାର୍ସିନୋଜେନ୍ ଅଛି । ବିକଶିତ ଦେଶମାନଙ୍କରେ କର୍କଟ ଜନିତ ମୃତ୍ୟୁ ପ୍ରତି ୩ ଜଣରେ ଜଣକର ଓ ସାରା ପୃଥିବୀରେ ପ୍ରତି ୫ ଜଣରେ ଜଣକର କେବଳ ଟୋବାକୋ ଯୋଗୁ ହୁଏ । ଧୁମ୍ରପାନ ଅଧିକ କଲେ ମୃତ୍ୟୁ ହାର ଅଧିକ ହେବା ଓ ୧୯୫୦ ମସିହା ପରେ ଧୁମ୍ରପାନ କମିବାରେ ୧୯୯୦ ମସିହା ପରେ ଫୁସ୍‌ଫୁସ୍ ମୃତ୍ୟୁ ହାର କମିବା ଜଣାଯାଇଛି ।
ଆଟୋପିକ ଡର୍ମାଟାଇଟିସ ଏହାର କାରଣ ଜଣାଯାଇ ନ ଥିଲେ ମଧ୍ୟ ଜେନେଟିକ, ପରିବେଶ ପ୍ରଭାବ, ଚର୍ମର ପରମିଏବିଲିଟି ଅସୁବିଧା ଓ ଇମ୍ମ୍ୟୁନ ସିସ୍ଟମ ଅପକର୍ମ ଥିବା ବିଶ୍ୱାସ କରାଯାଏ । ଯମ‌ଜ ପିଲାଙ୍କ ମଧ୍ୟରୁ ଜଣକର ରୋଗ ଥିଲେ ଆଉ ଜଣକର ଏହି ରୋଗ ହେବା ସମ୍ଭାବନା ୮୫ % ଥାଏ । ସ‌ହରରେ ଓ ଶୁଷ୍ଲ ଜଳବାୟୁରେ ଅବସ୍ଥାନ କରୁଥିବା ଲୋକଙ୍କର ଅଧିକ ରୋଗ ହୁଏ । ବାରମ୍ୱାର ହାତ ଧୋଇବା ଓ ରାସାୟନିକ ଦ୍ରବ୍ୟ ପ୍ରଭାବ ଏହି ରୋଗ ଲକ୍ଷଣ ଅଧିକ ଖରାପ ଦିଗକୁ ନିଏ । ମାନସିକ ଚାପ ଏହାକୁ ଗମ୍ଭୀର କଲେ ମଧ୍ୟ ଏହା କାରଣ ନୁହେଁ । ଏହା ଏକ ଛୁଆଁ ରୋଗ ନୁହେଁ । ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତିମ ରୋଗ ନିର୍ଣ୍ଣୟ ପୂର୍ବରୁ କଣ୍ଟାକ୍ଟ ଡର୍ମାଟାଇଟିସ, ସୋରିଆସିସ ଓ ସେବୋରିକ ଡର୍ମାଟାଇଟିସ ରୋଗ ଇତ୍ୟାଦି ରୋଗ ଉପସ୍ଥିତି ବର୍ଜନ କରିବାକୁ ହୁଏ ।