Top 10 similar words or synonyms for ଛଠ

ଳନବମ    0.863836

ୟଦଳନ    0.830789

dilwara    0.828129

jehangir_tomb    0.823775

suriname    0.823678

chhattarpur    0.823665

ଅଧରପଣ    0.821576

lingaraja    0.820662

ନଅଦ    0.818895

siddheshwar    0.818538

Top 30 analogous words or synonyms for ଛଠ

Article Example
ଛଠ ପୂଜା ଆମଦେଶରେ ଛଠ ପୂଜା ବଡ ଧୁମ୍ ଧାମରେ ପାଳନ କରାଯାଇଥାଏ । ଭାରତ ବ୍ୟତୀତ ମରିମସ୍, ତ୍ରିନିଦାଦ, ସୁମାତ୍ରା, ଜାଭା ସମେତ ଅନ୍ୟ ଦ୍ୱୀପମାନଙ୍କରେ ମଧ୍ୟ ଏହି ପର୍ବ ପାଳନ କରାଯାଏ । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଭଗବାନ୍ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ପୂର୍ବ, ପୂର୍ବ ଉତ୍ତର ଭାରତୀୟ ନାରୀମାନେ ନଦୀତଟରେ ଏକତ୍ର ହୋଇ ଅର୍ଘ୍ୟଦାନ କରି ଏହି ପରମ୍ପରାକୁ ବଜାୟ ରଖନ୍ତି । ଭୟାଦୂଜ ପରେ ଏହି ଛଠ୍ ଆରମ୍ଭ ହୋଇ ଚାରିଦିନ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ସୈନ୍ଧବ ଲବଣ ଓ ଘିଅରେ ତିଆରି ହୋଇଥିବା ଅରୱା ଅନ୍ନ ଓ କଖାରୁରେ ରୋଷେଇ ହୋଇଥିବା ତରକାରୀକୁ ପ୍ରସାଦ ରୂପେ ଭୋଗ କରାଯାଇଥାଏ । ଦିନସାରା ଉପବାସ ରହି ସନ୍ଧ୍ୟା ସମୟରେ ବ୍ରତୀ ମହିଳାମାନେ ପ୍ରସ୍ତୁତ କରିଥିବା ଖିରିକୁ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ବ୍ରତଧାରୀଙ୍କ ବ୍ରତ ସମ୍ପନ୍ନ ହେଲା ପରେ ପ୍ରସାଦକୁ ବଣ୍ଟନ କରି ଅନ୍ନ ଗ୍ରହଣ କରିଥାନ୍ତି । ଏହି ପର୍ବର ଉଦ୍ଦେଶ୍ୟ ହେଲା ସ୍ୱାମୀ, ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମୃଦ୍ଧି ପାଇଁ ପାଳନ କରାଯାଇଥାଏ ।
ଛଠ ପୂଜା ମହାଭାରତ ସମୟରେ ଏହି ଛଠ ପୂଜା ପାଳନ କରାଯାଇଥିଲା । ଏହି ପର୍ବର ଆରମ୍ଭ ପ୍ରଥମେ ଅଙ୍ଗ ଦେଶର ରାଜା ତଥା ଆଧୁନିକ ଭାଗଲପୁରର ରାଜା କର୍ଣ୍ଣ କରିଥିଲେ । ସେ ପ୍ରତିଦିନ ପାଣିରେ ଗୋଟିଏ ଘଣ୍ଟା ଧରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିଲେ । ସୂର୍ଯ୍ୟଙ୍କ କୃପାରୁ ସେ ଜଣେ ମହାନ୍ ଯୋଦ୍ଧା ହୋଇଥିଲେ । ଦ୍ରୌପଦୀ ମଧ୍ୟ ପରିଜନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟଙ୍କୁ ପୂଜା କରିବା କଥା ମଧ୍ୟ ଉଲ୍ଲେଖ ରହିଛି । ଲଙ୍କା ବିଜୟ ପରେ ରାମରାଜ୍ୟ ସ୍ଥାପନା ଦିନ କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରେ ଭଗବାନ୍ ରାମ ଓ ସୀତା ମଧ୍ୟ ଛଠ ପୂଜା କରିଥିଲେ ।