Top 10 similar words or synonyms for ଛକ

କଟସ    0.770504

ଳଚ    0.738498

ଳଗ    0.730677

ଳପ    0.720409

ଚଣ    0.715267

କଟବର    0.713334

ରଗଡ    0.707654

ରଡ    0.705426

ଖଜ    0.699924

ଖଡ    0.696913

Top 30 analogous words or synonyms for ଛକ

Article Example
ସହୀଦ ନଗର ରୁପାଲି ଛକ,
ପିପିଲି ନିକଟସ୍ଥ ବସ୍ ଷ୍ଟାଣ୍ଡ୍ ପିପିଲି ନିମାପଡା ଛକ ବସ୍ଷ୍ଟାଣ୍ଡ୍ ଓ ହାଟ ଛକ ବସ୍ ଷ୍ଟାଣ୍ଡ୍ ।
ସାନ୍ତାଳୀ ଲୋକସଂସ୍କୃତି ସାନ୍ତାଳମାନେ ସେମାନଙ୍କ ସ୍ୱତନ୍ତ୍ର ପୋଷାକ, ପାରିଚ୍ଛେଦ ଯୋଗୁଁ ଅନ୍ୟମାନଙ୍କଠାରୁ ନିଆରା ବାରି ହୋଇପଡନ୍ତି । ପୁରୁଷମାନେ ସାଧା ଧୋତି ପିନ୍ଧୁଥିବା ବେଳେ ମହିଳାମାନେ ସାଧାରଣତଃ ସବୁଜ ଓ ନୀଳ ରଙ୍ଗର ଛକ ଛକ(Check print) ପଡ଼ିଥିବା ଶାଢୀ ପିନ୍ଧିଥାନ୍ତି ।
ଲଙ୍ଗଳେଶ୍ଵର ମନ୍ଦିର ଲଙ୍ଗଳେଶ୍ଵର ଶିବ ମନ୍ଦିର ବସ୍ତା ଛକ ଠାରୁ ବାଲିଆପାଳ ଯିବା ରାସ୍ତାରେ ପଡ଼େ ।
ବାଲେଶ୍ଵର ବାଲେଶ୍ଵର ସହର ବାଲେଶ୍ଵର ଜିଲ୍ଲାର ସବୁଠୁ ବଡ଼ ସହର । ଚାଷବାସ, କଳକାରଖାନା, ମାଛଧରା ଆଦି ଏଠାକାର ମୁଳବେଉସା। ନୁଆ ବଜାର, ମୋତିଗଞ୍ଜ, ବିବେକାନନ୍ଦ ମାର୍ଗ, ଫକିରମୋହନ ଗୋଲେଇ, ଷ୍ଟେସନ ଛକ, ଆଇଟିଆଇ ଛକ, କଚେରି ବଜାର, ନୁଆସାହି ଆଦି ଏଠାକାର ବେପାର ବଣିଜର ମୁଳ ।
ତାରକ ଶାହା କଟକ ସେଲଟର ଛକ ବଙ୍ଗାଳିସାହି ବାସଭବନରେ ଜନ୍ମଗ୍ରହଣ କରିଥିଲେ । ତାରକ ଶାହା ଆଜୀବନ ଅବିବାହିତ ରହିଥିଲେ ।
ହାଇ-ଟେଚ ଭେଷଜ କଲେଜ ଓ ହସ୍ପିଟାଲ ଏହାର ଅବସ୍ଥିତି ଭୁବନେଶ୍ବରର ରସୁଲଗଡ ଛକ  ଠାରୁ କଟକ ଯିବା ରାସ୍ତାରେ ପଣ୍ଡାରାଠାରେ ରହିଛି । କୁଆଖାଇ ସେତୁ ଠାରୁ ଏହା 2 କିଲୋମିଟର ଦୁରବର୍ତୀ । 
ମନୋରଞ୍ଜନ ଦାସ ୨୦୧୩ ମସିହା, ଫେବୃଆରୀ ମାସ ୧୭ ତାରିଖ ରାତି ୧୧ଟା ୪୫ ମିନିଟ୍ ସମୟରେ, କଟକର କଲେଜ ଛକ ନିକଟସ୍ଥ ବର୍ଦ୍ଧମାନ କମ୍ପେକ୍ସସ୍ଥିତ ନିଜ ବାସଭବରେ ମନୋରଞ୍ଜନ ବାବୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।
ଚିତ୍ତରଞ୍ଜନ ଆଭେନ୍ୟୁ , କଲିକତା ଏହି ରାସ୍ତା ଦ୍ଵି-ଦିଗ ବିଶିଷ୍ଟ । କିନ୍ତୁ ଛକ ଗୁଡିକ ସବୁ ଦିଗରେ ଯିବା ପାଇଁ ବ୍ୟବହାର ହେଇଥାଏ । ବାହନ ଗୁଡିକ କେବଳ ନିର୍ଦ୍ଧିଷ୍ଟ ଦିଗରେ ବୁଲାଣି କରି ପାରନ୍ତି । .
କୁମାର ପୂର୍ଣ୍ଣିମା ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ । ଏଠାରେ ଏହି ପୂଜା କୁମାର ପୂର୍ଣ୍ଣିମା (ହିନ୍ଦୁ କ୍ୟାଲେଣ୍ଡର୍ ଅନୁସାରେ ଆଶ୍ୱିନ ଶୁକ୍ଳ ପକ୍ଷର ୧୫ତମ ଦିନ) ଦିନ ଠାରୁ ଆରମ୍ଭ ହୋଇ ୧୧ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଢେଙ୍କାନାଳରେ ଏହି ପୂଜା ପ୍ରଥମ ଥର ପାଇଁ ୧୯୨୩ ମସିହାରେ "କୁଞ୍ଜସାହୁ ଛକ" (ବର୍ତ୍ତମାନର "ଗଣେଶ ବଜାର")ଠାରେ ଆରମ୍ଭ ହୋଇଥିଲା । ଢେଙ୍କାନାଳର କଲେଜ୍ ରୋଡ଼୍‌ଠାରୁ ଆରମ୍ଭ କରି କୋରିହାଁ ଛକ (ପ୍ରାୟ ୭ କିଲୋମିଟର) ଯାଏଁ ରାସ୍ତାର ଦୁଇ କଡ଼ରେ ଅନେକ ଲକ୍ଷ୍ମୀ ମେଢ଼ ତିଆରି ହୋଇଥାଏ । ଏହି ପୂଜା ଅବସରରେ ସମ୍ପୂର୍ଣ୍ଣ ସ‌ହର ବିଭିନ୍ନ ପ୍ରକାର ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ । ଏହି ଅବସରରେ ଜିଲ୍ଲା ପ୍ରଶାସନଦ୍ୱାରା ପଲ୍ଲୀଶ୍ରୀ ମେଳା ମଧ୍ୟ ଆୟୋଜିତ ହୋଇଥାଏ ।