Top 10 similar words or synonyms for ଚରଣ

ଅରବ    0.823531

ଣଚନ    0.800090

ୟଶ    0.784949

ଆଚ    0.783458

ଜଦ    0.776722

ଦତ    0.765819

ରଘ    0.765330

ଦଙ    0.763615

ଶରତ    0.757989

ଉତର    0.749851

Top 30 analogous words or synonyms for ଚରଣ

Article Example
ଚରଣ ସିଂହ ଚରଣ ସିଂହଙ୍କ ଜନ୍ମ ୧୯୦୨ ମସିହାରେ ଉତ୍ତର ପ୍ରଦେଶର ନୂରପୁରଠାରେ ହୋଇଥିଲା ।
ଚରଣ ସିଂହ ଚୌଧୁରୀ ଚରଣ ସିଂହ (୨୩ ଡିସେମ୍ବର ୧୯୦୨ - ୨୯ ମଇ ୧୯୮୭) ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ ୨୮ ଜୁଲାଇ ୧୯୭୯ରୁ ୧୪ ଜାନୁଆରୀ ୧୯୮୦ ପର୍ଯ୍ୟନ୍ତ ଥିଲା।
ଗୌରାଙ୍ଗ ଚରଣ ଦାସ ଅସହଯୋଗ ଆନ୍ଦୋଳନ ଚାଲିଥିବା ସମୟରେ ୧୯୨୧ ମସିହାରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିଲେ । ସେ ସମୟରେ କାଠଯୋଡି ନଇବାଲିରେ ଏକ ସାଧାରଣ ସଭାରେ ସାଧାରଣ ଜନତାଙ୍କ ପାଇଁ ଭାଷଣ ଦେଇଥିଲେ । ସେଠାରେ ଗୌରାଙ୍ଗ ପ୍ରଥମ ଥର ପାଇଁ ଏହି ଆନ୍ଦୋଳନର ଭାଷା ବୁଝିଥିଲେ । ଗାନ୍ଧୀଜୀଙ୍କର ଭାଷଣ ଶୁଣି ଓ ଏହାର ମହତ୍ଵ ବୁଝିପାରି ସେ ନିଜେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବା ସହିତ ନିଜ ଅଞ୍ଚଳର ଲୋକମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିଥିଲେ । ତାପରେ ସେ ଜଣେ ସକ୍ରିୟ ସଂଗ୍ରାମୀ ଓ କଂଗ୍ରେସ କର୍ମୀ ଭାବରେ ଅଳକାଶ୍ରମରେ ଯୋଗଦେଇଥିଲେ । ସେଠାରୁ ସେ ମାଳତୀ ଦେବୀଙ୍କ ସହଯୋଗରେ ଜଗତସିଂହପୁରରେ ଆସହଯୋଗ ଆନ୍ଦୋଳନକୁ ତୀବ୍ର କରାଇଥିଲେ ।
ଭକ୍ତ ଚରଣ ଦାସ ଭକ୍ତ ଚରଣ ଦାସ (୧୭୨୯-୧୮୧୩) ଅଷ୍ଟାଦଶ ଶତକର ଅନ୍ୟତମ କବି । ତାଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ । ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।
ନୃସିଂହ ଚରଣ ପଣ୍ଡା ନୃସିଂହ ଚରଣ ପଣ୍ଡା, (୨୦ ଅପ୍ରେଲ ୧୯୨୯ - ୩୦ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଟନ୍ତି । ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ରଖିଛନ୍ତି ଓ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । କରୁଣା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି, ସେ ବିଜ୍ଞାନ ଓ ଦର୍ଶନର ପ୍ରଚାର ପ୍ରସାର କରିବାର ଚେଷ୍ଟା କରିଛନ୍ତି । ବେଦ ପାଠ, ସମୀକ୍ଷା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ତର୍ଜମା କରିବା ତାଙ୍କ ବ୍ୟକ୍ତିତ୍ଵର ଅନ୍ୟ ଏକ ଦିଗ ।