Top 10 similar words or synonyms for ଗରମ

ଭଲକର    0.885995

ଛଣ    0.875964

ଚକଟ    0.860371

କଞ    0.858938

ଥଣ    0.852488

ରଖନ    0.841630

ମସଲ    0.821804

ଭଜ    0.812334

ଓହ    0.794916

ଦରକ    0.794475

Top 30 analogous words or synonyms for ଗରମ

Article Example
ଆଳୁ କଲରା ଭଜା ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ।
ଆଳୁ ପୋଟଳ ଭଜା ଏହାକୁ ଗରମ ଭାତ ଓ ପଖାଳ ଭାତ ସହିତ ଗରମ ଗରମ ଖାଇଲେ ଭଲଲାଗେ।
ଗାଜର ହାଲୁଆ ପ୍ରଥମେ ଗାଜରକୁ କୋରା (ଟିକିଟିକି କରି ଘସା ଯାଇଥାଏ) ଯାଏ ଯାହାକୁ କଦୁକସ କରିବା କୁହାଯାଏ । ତାପରେ ତାକୁ ଗରମ କରାଯାଇଥାଏ । କ୍ଷୀରକୁ ଗରମ କରାଯାଏ । ଗାଜରକୁ ଗରମ ହୋଇ ନରମ ହୋଇଯାଏ ଏବଂ ସେଥିରୁ ସବୁ ପାଣି ଶୁଖିଯିବା ପରେ ସେଥିରେ କ୍ଷୀର ମିଶାଯାଇ ତାକୁ ଗରମ କରି କ୍ଷୀରକୁ ଶୁଖାଇଦିଆ ଯାଏ । ତାହା ପୁରା ସିଝି ଯିବାପରେ ସେଥିରେ ବାଦାମ, କାଜୁକୁ ଭାଙ୍ଗି ମିଶାଇ ଦିଆଯାଏ ତାପରେ ଶେଷରେ ସେଥିରେ ରାବିଡ଼ି ମିଶାଇ ଗରମ ଗରମ ଖିଆଯାଏ ।
ବୋଲଗଡ ଏଠାରେଗ୍ରୀଷ୍ମ କାଳରେ 42 ଡିଗ୍ରୀ ଯାଏ ଗରମ ହୁଏ । 
ଘିଅ ଅନ୍ନ ପ୍ରଥମ କାମ ହେଉଛି ଅରୁଆ ଚାଉଳକୁ ବାଛି ପରିଷ୍କାର କରିଦିଅନ୍ତୁ।ଆବଶ୍ୟକ ଅନୁସାରେ ପାତ୍ରରେ ପାଣି ଦେଇ ଚୁଲିରେ ଗରମ କରନ୍ତୁ।ପାଣି ଗରମ ହୋଇଗଲେ ସେଥିରେ ଲୁଣ ପକାଇ ଦିଅନ୍ତୁ।ଚାଉଳକୁ ପାଣିରେ ଭଲକରି ଧୋଇ ପରିଷ୍କାର କରିଦିଅନ୍ତୁ ଓ ଏହାକୁ ଗରମ ପାଣିରେ ପକାନ୍ତୁ।ଚାଉଳ ଫୁଟି ଭାତ ହୋଇଗଲା ପରେ ନିଆଁକୁ କମାଇ ଦିଅନ୍ତୁ।ଭାତ ଟିକେ ଟାଣ ଥିବା ସମୟରେ ତାହାକୁ ଗାଳି ଦିଅନ୍ତୁ।ଏହି ଗରମ ଭାତରେ ଘିଅ ଓ ଲେମ୍ବୁରସ ପକାଇ ଭଲକରି ଗୋଳାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ସାଧା ଅନ୍ନ।
କାକରା ପିଠା ପ୍ରଥମେ ପାଣି ଓ ଗୁଡ଼/ଚିନିକୁ ମିଶାଇ ଗରମ କରାଯାଏ ଓ ସେଥିରେ ମଇଦାକୁ ଗୋଳାଯାଏ । ଏହି ପ୍ରକିୟାକୁ ଜନ୍ତଣି କୁହାଯାଏ । ତାପରେ କିଛି ଘିଅ କି ଗରମ କରାଯାଇ ସେଥିରେ ଗୋଲମରିଚ, ଗୁଜରାତି, ଲବଙ୍ଗର ଗୁଣ୍ତକୁ ମିଳାଯାଏ ଏବଂ ପରେ କୋରା ନଡ଼ିଆ ମିଶାଇ କିଛି ସମୟ ଭଜା ଯାଇଥାଏ ।
ଚା’ ନାଲି ଚାହା ତିଆରି କରିବା ପାଇଁ ଗୋଟିଏ ପାତ୍ରରେ କିଛି ପାଣି, ଆବଶ୍ୟକ ଅନୁସାରେ ଚିନି ଏବଂ ଚାହା ପତି ସ‌ହ ସାମାନ୍ୟ ଅଦା କିମ୍ବା ଗୋଲମରିଚ ପକାଇ ଗରମ କରାଯାଏ । ଏହା ଗରମ ହୋଇ ଫୁଟିବା ପରେ ଛାଙ୍କିଦିଆଯାଏ ।
ମହାପ୍ରସାଦ ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରନ୍ତୁ।ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜନ୍ତୁ।ଏହା ଫୁଟିଗଲେ ସେଥିରେ ଆଗରୁ ପ୍ରସ୍ତୁତ ସିଝା ପନିପରିବା ପକାଇବେ।ଏଥିସହିତ ନାଡ଼ି ଓ ଡାଲଚିନି ଗୁଣ୍ଡକୁ ଭଲକରି ମିଶାଇବେ।ଏଥର ବେସର ପ୍ରସ୍ତୁତ ହୋଇଗଲା।
ଜଳ ପ୍ରଦୂଷଣ ତାପିୟ ପ୍ରଦୂଷଣ ବି ଗରମ ନଦୀର ଜଳରାଶିକୁ ଜଳ ଭଣ୍ଡାର/ ଜଳାଶୟରେ ଥିବା ଥଣ୍ଡା ଜଳକୁ ଛାଡ଼ିବାଦ୍ୱାରା ହୋଇଥାଏ।
ଜଳ ପ୍ରଦୂଷଣ ବିଜୁଳି ଚଳିତ ଶିଳ୍ପ କିଂ ନିର୍ମାଣ ଶିଳ୍ପରେ ଉତ୍ପନ୍ନ ଗରମ ପଣିକୁ ନିୟନ୍ତ୍ରଣ କରାଯାଇପାରିବ: