Top 10 similar words or synonyms for ଗଣନ

ଣମ    0.741238

ଠଭ    0.701580

ଏପର    0.663573

ସହସ    0.660087

ଏଭଳ    0.649074

ଷଷ    0.648862

ରଚଳନ    0.648843

ବର    0.642342

ଇଶ    0.637819

ନଠ    0.633896

Top 30 analogous words or synonyms for ଗଣନ

Article Example
କମ୍ପ୍ୟୁଟର ଆବାକସ୍ ପ୍ରଥମେ ଗାଣିତିକ କାର୍ଯ୍ୟରେ ବ୍ୟବହୃତ ହେଉଥିଲା । ଖ୍ରୀଷ୍ଟପୁର୍ବ ୨୪୦୦ରେ ରୋମାନ୍ ଆବାକସ୍ ବାବିଲୋନିଆରେ ବ୍ୟବହୃତ ହେଉଥିବାର ପ୍ରମାଣ ରହିଛି । ଆବାକସ୍‌ର ଉଦ୍ଭାବନ ପର ଠାରୁ ବିଭିନ୍ନ ଗଣନ ବୋର୍ଡ୍ ଏବଂ ଗଣନ ଟେବଲ୍‌ର ଉଦ୍ଭାବନ ହୋଇଛି । ମଧ୍ୟଯୁଗୀୟ ଇଉରୋପରେ ଆର୍ଥିକ ଗଣନା ପାଇଁ ଚେକ୍ ଲୁଗାର ବ୍ୟବହାର ହେଉଥିଲା ।
କମ୍ପ୍ୟୁଟର ସହସ୍ର ବର୍ଷ ଧରି ମାନବ ବିଭିନ୍ନ ଯନ୍ତ୍ର ଗଣନରେ ସାହାଯ୍ୟ ପାଇଁ ବ୍ୟବହାର କରି ଆସିଛି, ତନ୍ମଧ୍ୟରୁ ଅଧିକାଂଶ ଆଙ୍ଗୁଳି ସହିତ ଏକୈକ ତୁଳନା ଉପରେ ପର୍ଯ୍ୟବଶିତ ।ଟ୍ଯାଲି ଷ୍ଟିକ୍ ସର୍ବପୁରାତନ ଗଣନ ଯନ୍ତ୍ର ରୂପେ ବିବେଚିତ ହୁଏ । ଐତିହାସିକ କାଳରୁ ମାନବ ଶସ୍ୟ, ଗୃହପାଳିତ ପଶୁ ଇତ୍ଯଦି ଗଣିବା ପାଇଁ ମାଟିରେ ତିଆରି କୋନ୍, ଗୋଲକ, ଗଣନ ରଡ୍ ଆଦି ବ୍ୟବହାର କରି ଆସିଛି ।
ଗଣିତ ଅପସାରଣ ଓ ତର୍କଦ୍ୱାରା ଗଣିତ ଗଣନ, ହିସାବ, ମାପ ଓ ଭୌତିକ ବସ୍ତୁର ଆକୃତି ଓ ଗତି ବିଷୟରେ ତଥ୍ୟ ପ୍ରଦାନ କରେ । ଅତି ପୁରାତନ କାଳରୁ ଗଣିତର ଉତ୍ପତ୍ତି ହୋଇସାରିଥିଲା । ଗ୍ରୀକ୍ ଗଣିତରେ ପ୍ରଥମେ କଠିନ ଯୁକ୍ତି ହୋଇଥିବାର ଜଣାଯାଏ, ଉଲ୍ଲେଖନୀୟ ଭାବେ ୟୁକ୍ଲିଡ୍‌ଙ୍କର ଏଲିମେଣ୍ଟ୍‌ସ୍‌ରେ (Elements) । ପ୍ରଥମରୁ ଅପେକ୍ଷାକୃତ ଧିର ଗତିରେ ଉନ୍ନତି କରୁଥିବା ଗଣିତ, ରେନେସାଁ ଯୁଗରେ ବିଜ୍ଞାନର ଅନ୍ୟାନ୍ୟ ଆବିଷ୍କାର ସହିତ ମିଶି ବେଗବାନ ହେଲା, ଯାହା ଏବେ ପର୍ଯ୍ୟନ୍ତ ଅବ୍ୟାହତ ଅଛି ।