Top 10 similar words or synonyms for ଗଡଜ

ଖରସ    0.687893

ରମଖ    0.663289

ଏରସମ    0.640028

ତଳସର    0.638798

ଇକଳ    0.624904

ଳନପ    0.620780

ରଖଣ    0.605458

ଉମରକ    0.600130

mayurbhanj    0.597551

nac    0.596281

Top 30 analogous words or synonyms for ଗଡଜ

Article Example
ବଳରାମ ମନ୍ଦିର, ଢେଙ୍କାନାଳ ପ୍ରାଚୀନ ଢେଙ୍କାନାଳ ରାଜ୍ୟର ନାଧରା ନିକଟସ୍ଥ ଭିମନଗରି ଏକ ପୁରୁଣା ଜନପଦ ସ୍ଥାନ ଥିଲା । ଏଠାରେ ଏକ ଦୁର୍ଗ ରହିଥିଲା ଏବଂ ଚୋଡ଼ଗଙ୍ଗ ଦେବଙ୍କ ପୁତ୍ର ଯୁବରାଜ ଅନଙ୍ଗଭୀମ ଦେବ ଏଠାରେ ଅବସ୍ଥାନ କରୁଥିବାରୁ ଏହାର ନାମ ଭିମନଗରୀ ହୋଇଥିଲା । ଦ୍ଵାଦଶ ଶତବ୍ଦୀରେ ତଳମୁଳ ଗଡଜ ଦଶଖମ୍ବ ମଣ୍ଡପରେ ପୁଜିତ ସପ୍ତଫେଣି ଅନନ୍ତ ଅବତାର ବିଷ୍ନୁଙ୍କୁ ବଳଭଦ୍ର ରୁପରେ ପୁଜା କରିବା ନିମନ୍ତେ ଅନଙ୍ଗଭୀମ ଦେବ ଭିମନଗରୀକୁ ଆଣିଥିଲେ । ତାହାକୁ ନିଳଚଳ ଧାମ ପୁରୀକୁ ନେବାର କମନା କରି ନେବା ରାସ୍ତାରେ ହିନ୍ଦୋଳ ଚିତଲ ପୁରଠାରେ ଦଶଖମ୍ବ ମଣ୍ଡପ କରି ପୁଜ ଅର୍ଚ୍ଚନା କରୁଥିଲେ । ସମୟାନୁ କ୍ରମେ ପ୍ରଭୁ ଶ୍ରୀବଳଦେବଙ୍କୁ ପ୍ରଥେମେ ଡେଙ୍ଗ ବୋରେଇଠାରେ ଓ ପରେ ଯବନ ଆକ୍ରମଣ ଭୟରେ କଣ୍ଡବିନ୍ଧା ଠାକୁର ପୋଖରି ହୁଡାରେ ଗାତ ଖୋଳାଇ କାଠ ପଟା ଦେଇ ପାତାଳି କରିଥିଲେ । ପରବର୍ତ୍ତି ସମୟରେ ଷୋଡ଼ଶ ଶତାବ୍ଦୀ ବେଳକୁ ବେଶାଳିଆଗଡ଼ର ରାଜା ଶ୍ରୀଧର ଭଞ୍ଜଙ୍କ ରାଜତ୍ଵ କାଳରେ କତିପୟ ଶବର ମାଟି ଖୋଳିବା ସମୟରେ ପ୍ରଭୁ ଶ୍ରୀଧର ଭଞ୍ଜଙ୍କୁ ଜନନ୍ତେ ସେଠାରୁ ଉଦ୍ଧାର କରିଥିଲେ ।