Top 10 similar words or synonyms for ଗଛର

କଞ    0.842908

ଗଛ    0.839776

ଦହ    0.817474

କଦଳ    0.805550

ହଳଦ    0.805340

ଭଜ    0.793471

ମସଲ    0.787596

ଗରମ    0.781952

ପଣସ    0.781228

ସଜନ    0.773369

Top 30 analogous words or synonyms for ଗଛର

Article Example
ଢୁମ୍ପା ସଙ୍ଗୀତ ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି । ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରାଯାଏ ।
ଶର ତୃଣ ବୀଜରୁ ଏହି ଘାସ ଜାତୀୟ ଗଛର ବଂଶ ବଢିଥାଏ ।
କୁସୁମ ଏହି ଗଛର ମଂଜି ଓ ଫୁଲ ମୁଖ୍ୟତଃ କାମରେ ଲାଗିଥାଏ.
ଗୁଆ ଗୁଆ ଗଛର ପତ୍ର ମଧୁର, ତିକ୍ତ ଓ କଷା । ଗୁଆ ଗଛର ଅଠା ଅମ୍ଳ, କ୍ଷାର । ଆମଦେଶରେ ତାମ୍ବୁଳ ସହିତ ଦୁଇପ୍ରକାର ଗୁଆ ଯଥା- ଦେଶୀ ଗୁଆ ଓ ଦକ୍ଷିଣୀ ଗୁଆ ବ୍ୟବହାର ହୁଏ । ଦକ୍ଷିଣୀ ଗୁଆକୁ ଆରଙ୍ଗି ଗୁଆ କହନ୍ତି । କଞ୍ଚାଗୁଆ ଅତ୍ୟନ୍ତ କଷା । ଏହା ଖାଇଲେ ମୁଣ୍ଡ ବୁଲାଇଦିଏ ।
ଦାନ୍ତକାଠି ନାନାଦି ଗଛର ଡାଳରୁ ଦାନ୍ତକାଠି ତିଆରି କରାଯାଇପାରିବ । ଯଦିଓ ଅନେକ ଗଛରୁ ଦାନ୍ତକାଠି ତିଆରି କରାଯାଏ ତେବେ କେତେକ ଗଛର ଜୈବ-ରାସାୟିନିକ ଉପାଦାନ ଥିବା ହେତୁ ତାହା ଦାନ୍ତକାଠି ନିମନ୍ତେ ଅଧିକ ଉପ୍ୟୋଗୀ ହୋଇଥାଏ । ସେହିସବୁ ଗଛ ପ୍ରଜାତି ହେଲେ
ଚମ୍ପା ଚମ୍ପାଫୁଲର ତୀବ୍ରଗନ୍ଧ ଯୋଗୁଁ ଏଥିରେ ଭଅଁର ବସେନାହିଁ । ଏହି ଗଛର କାଠ ବହୁତ ମଜବୁତ ।
ଦାନ୍ତକାଠି ଦାନ୍ତକାଠି ଗଛର ଡାଳରୁ ତିଆରି ଏକ ଦାନ୍ତଘଷା ଉପକରଣ । ଏଥିରେ ଜୀବାଣୁମାରକ ଗୁଣ ଥାଏ ।
ବର କୋଳି ବରକୋଳି ଦକ୍ଷିଣ ଏସିଆରେ ଖ୍ରୀ.ପୂ. ୯୦୦୦ ବେଳକୁ ଥିଲା । ଅତି କମରେ ଏହାର ୪୦୦ଟି ସାଥିରେ ଚାଷହେବା ଭଳି ଗଛର ଉଦ୍ଭବ ହୋଇସାରିଥିଲା ।
ଘରପୋଡ଼ିଆ କୌଣସି ଜଳାଶୟ ନିକଟରେ ଜନ୍ମିଥିବା ଏହି ଗଛର ଚେରକୁ ଆଣି ଗୋରୁ ଗୁହାଳରେ ବାନ୍ଧିଲେ, ଗୋରୁମାନେ ନୀରୋଗ ରହନ୍ତି ବୋଲି ମାନ୍ୟତା ରହିଛି।
ଅର୍ଜୁନ ଗଛ ଅର୍ଜୁନ ଏକ ଦୃମ ଜାତୀୟ ଉଦ୍ଭିଦ। ଏହାର ଗଣ୍ଡି ଦେଖିବାକୁ ପିଜୁଳି ଗଛର ଗଣ୍ଡି ପରି କିନ୍ତୁ ଅଧିକ ମୋଟା। ପତ୍ର ଗୁଡ଼ିକ ମଧ୍ୟ ପିଜୁଳି ଗଛର ପତ୍ରାକୃତିର ହୋଇଥାଏ କିନ୍ତୁ ଆକାରରେ ବଡ଼ ହୋଇଥାଏ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ମାର୍ଚ୍ଚରୁ ଜୁନ ମଧ୍ୟରେ ଫୁଲ ଫୁଟେ ଓ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଫଳ ଫଳେ ।