Top 10 similar words or synonyms for ଖଳ

ଇଗଲ    0.781798

ଟଳ    0.735825

ଭଙ    0.720282

କଢ    0.718750

ରଖନ    0.710572

ଦହ    0.708892

ହଳଦ    0.697858

ନଯ    0.693719

ହଳ    0.693632

ଆଗର    0.690286

Top 30 analogous words or synonyms for ଖଳ

Article Example
ରାଇମୋହନ ରାଇମୋହନ ପରିଡ଼ା (ଜନ୍ମ ୧୦ ଜୁଲାଇ ୧୯୬୩) ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା । 'ସାଗର' ଚଳଚିତ୍ରଦ୍ଵାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ।
ଶକ୍ତିମାନ ଡଃ ଜୟକାଲ ହେଉଛି ଏକ ଖଳ ବୈଜ୍ଞାନିକ, ଯେ କୀଲ୍ବିଶ ପାଇଁ କାମ କରୁଥିଲା । ପ୍ରଥମରୁ ତାର ଉଦ୍ଦେଶ୍ୟ ପାପ କରିବା ନଥିଲା, ମାତ୍ର ଗବେଷଣା କରିବା ପାଇଁ ଯେତେବେଳେ ତାଙ୍କୁ ଆର୍ଥିକ ସାହାଯ୍ୟ ଦିଆଯିବା ପାଇଁ ମନା କରାଗଲା, ସେତେବେଳେ କୀଲ୍ବିଶ ତାକୁ ପ୍ରୟୋଗଶାଳା ଓ ଆର୍ଥିକ ସାହାଯ୍ୟ ଯୋଗାଇଦେଲା । ଯାହାଫଳରେ ସେ କୀଲ୍ବିଶର ସମର୍ଥନରେ ଏକ ଖଳ ବୈଜ୍ଞାନିକ ପାଲଟିଗଲା । ଯଦିଓ ସେ ସମସ୍ତ କ୍ଷେତ୍ରରେ ଏକ ମେଧାବୀ ବୈଜ୍ଞାନିକ ଥିଲା, ତେବେ କ୍ଲୋନିଂ ଓ ବିଭିନ୍ନ ଶକ୍ତି କିରଣରେ ତାର ସ୍ଵତନ୍ତ୍ରତା ଥିଲା ।
ନିଗାର ଖାନ ‌ନିଗାର ଖାନ‌ (ଜନ୍ମ:୧୯୭୮/୧୯୭୯) ଜଣେ ଭାରତୀୟ ଦୂରଦର୍ଶନ ଅଭିନେତ୍ରୀ ଯିଏକି ମୁଖ୍ୟତଃ ଖଳ ଚରିତ୍ରରେ ଅଭିନୟ କରନ୍ତି । ସେ ଅଭିନେତ୍ରୀ ଗୌହର ଖାନଙ୍କ ବଡ଼ ଭଉଣୀ ।
ଶକ୍ତିମାନ ଦୁଇ ଜଣ , ନାଲି ଓ ସବୁଜ ରଙ୍ଗର ଖଳ ସୃଷ୍ଟି । ସେମାନେ ପିଲାଙ୍କ ଭଳି କୌଣସି କାରଣ ବିନା ଝଗଡା ଲାଗୁଥିଲେ । ସେମାନେ ମଣିଷ ଖାଉଥିଲେ, ଏବଂ ଯେତେବେଳେ ଅଲଗା ହେଉଥିଲେ କିଛି ବି ନଥିଲେ, ମାତ୍ର ଏକାଠି ହୋଇଗଲେ ସେମାନେ ଏକ ବଡ ରୂପ ଧାରଣ କରୁଥିଲେ, ଯାହାକୁ କେହି ହରାଇ ପାରୁନଥିଲେ ।
ମୀନକେତନ ମୀନ‌କେତନ ଓଡ଼ିଆ କଥାଚିତ୍ର ଜଗତର ଜଣେ ଖଳ ତ‌ଥା ହାସ୍ୟ ଅଭିନେତା ଥିଲେ । ବଡ଼ ପରଦା ସଙ୍ଗେ ସଙ୍ଗେ ସେ ଛୋଟ ପରଦାରେ ମଧ୍ୟ ଅନେକ ଅଭିନୟ କରିଥିଲେ । ମୀନ‌କେତନ କିଛି ଯାତ୍ରାରେ ନାଟକର ନିର୍ଦ୍ଦେଶନା ଦେବା ସ‌ହ ଅଭିନୟ ମଧ୍ୟ କରିଥିଲେ ।
ଶକ୍ତିମାନ ସେ ଡଃ ଜୟକାଲଦ୍ଵାରା ସୃଷ୍ଟି ହେଇଥିବା ଦୁଇଟି ଭୟଙ୍କର ସୃଷ୍ଟି (କେଙ୍କେଡା ମ୍ୟାନ ସହ)ରୁ ଗୋଟିଏ । ଏହା ଜୋକର କୋଷରୁ ତିଆରି କରାଯାଇଥିଲା । ଶକ୍ତିମାନ ତାକୁ ମାରି ଦେଇଥିଲେ, ମାତ୍ର ସେ ଶକ୍ତିମାନଙ୍କୁ ଅପହରଣ କରି ଡଃ ଜୟକାଲ ପାଖକୁ ପଠାଇ ଦେଇଥିଲା । ଏବଂ ଶକ୍ତିମାନଙ୍କ ଖଳ କ୍ଲୋନକୁ ତିଆରି କରାଯାଇଥିଲା ।
ଶକ୍ତିମାନ ଏମାନେ ସୁଡୋକୁ ଗ୍ରହର ଥିଲେ ।ସେମାନେ, ସବୁକିଛି ଧ୍ଵଂସ କରିବାକୁ ଚାହୁଁଥିବା ତିନିଜଣ ଖଳ ଜୀବଙ୍କ ଠାରୁ ରକ୍ଷା ପାଇବା ପାଇଁ ପୃଥିବୀକୁ ଆସିଥିଲେ । ପରେ ଡଃ ଜୟକାଲ ସେମାନଙ୍କ ଶକ୍ତିକୁ ପାପ ପାଇଁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସେମାନଙ୍କୁ ଅପହରଣ କରିଥିଲା ।
ଅକ୍କିନେନି ନାଗା ଚୈତନ୍ୟ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‌ଧଡ଼ା‌ର ନିର୍ଦ୍ଦେଶନା ଦେଇଥିଲେ ନବାଗତ ନିର୍ଦ୍ଦେଶକ ‌ଅଜୟ ଭୁୟାଁ‌ । ଏହି ଚଳଚ୍ଚିତ୍ରର କାହାଣୀରେ ନାୟକ ଏବଂ ତା'ର ଭାଇ ଦୁଇଜଣ ଅନାଥ ବିଦେଶରେ ଥିଲେ । ବଡ଼ଭାଇ ଅନେକ କଷ୍ଟ କରିବା ସ‌ହ କିଛି ଖଳ ପ୍ରକୃତିର ଲୋକଙ୍କ ସ‌ହ କାର୍ଯ୍ୟ କରି ସାନ ଭାଇକୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରାଉଛି ଏବଂ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟ ଦେଇ ସେମାନେ ସେହି ଖଳ ପ୍ରକୃତିର ଲୋକଙ୍କୁ ହତ୍ୟା କରି ଭାରତ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ନାୟିକା କାଜଲ ଅଗ୍ର‌ୱାଲ ଏହି ଚଳଚ୍ଚିତ୍ରରେ ଚୈତନ୍ୟଙ୍କର ନାୟିକା ସାଜିଥିଲେ । ଏହି ଚଳଚ୍ଚିତ୍ରରେ ନାଗା ଚୈତନ୍ୟଙ୍କର ଅଭିନୟ ପାଇଁ ‌The Times of India‌ ଲେଖିଥିଲା: "After good performances in his last two films, Naga Chaitanya doesn't live up to expectations. He has the same expression stuck on his face throughout the movie."
ଶକ୍ତିମାନ ମାତ୍ର ତାର ଓ ତା ଅନୁଚରଙ୍କର ଶକ୍ତିମାନଙ୍କୁ ମାରିବାର କୌଶଳ କିନ୍ତୁ ସବୁବେଳେ ବିଫଳ ହୁଏ । ତାର ଅନୁଚରଙ୍କ ମଧ୍ୟରେ ଥିଲେ : ଇଲେକ୍ଟ୍ରି ମ୍ୟାନ (ଯେ କି ନିଜ ଦେହରୁ ବିଜୁଳି ସୃଷ୍ଟି କରୁଥିଲା), ଷ୍ଟୋନ ମ୍ୟାନ (ଯାହାର ଶରୀର ପଥର ଭଳି), ପ୍ଲାଷ୍ଟିକା (ନିଜ ଶରୀରକୁ ସବୁଆଡେ ଲମ୍ବା କରି ପାରୁଥିଲା), ଡଃ ଜୟକାଲ (ଖଳ ବୈଜ୍ଞାନିକ) ଓ ଅନ୍ୟମାନେ । ଡଃ ଜୟକାଲ କୀଲ୍ବିଶକୁ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲା, ଉଦାହରଣ ସ୍ଵରୂପ : ଶକ୍ତିମାନର କ୍ଲୋନ ପ୍ରସ୍ତୁତ କରି, ତାକୁ ଶକ୍ତିମାନର ଶତ୍ରୁ କରିଥିଲା ।
ମୟୂର ଗ୍ରୀକ୍ ପୁରାଣ୍ ଅନୁସାରେ ଜୁପିଟରଙ୍କ ସ୍ତ୍ରୀ ଜୁନୋ ଅତ୍ୟନ୍ତ ଖଳ ପ୍ରକୃତିର ଥିଲେ । ସେ ଆର୍ଗସ ନାମକ ଏକ ରାକ୍ଷସର ଶହେଟି ଆଖିକୁ ଉପାଡ଼ି ନେଇ ମୟୂରର ଲାଞ୍ଜରେ ଖଞ୍ଜି ଦେଇଥିଲେ।ସେହି ପରି ଗ୍ରୀକ୍ ପୁରାଣର ଅନ୍ୟ ଏକ ଉପାଖ୍ୟାନ ଅନୁସାରେ ହେରା ତାଙ୍କର ବିଶ୍ଵସ୍ତ ପ୍ରହରୀ ହେବାପାଇଁ ମୟୂରର ପରରେ ବହୁ ଆଖି ଖଞ୍ଜି ଦେଇଥିଲେ, ତାହା ହିଁ ହେଉଛି ମୟୂର ପରର ଚନ୍ଦ୍ରିକା ।