Top 10 similar words or synonyms for କର

ଭଙ    0.691081

ଵତନ    0.689016

ଉପସ    0.685914

ଏବ    0.685797

ପରଠ    0.677091

ବନର    0.644509

ସଫଳ    0.644395

ଏକତ    0.642932

ବଳ    0.641684

ଆଗର    0.638517

Top 30 analogous words or synonyms for କର

Article Example
ସୌରୀବନ୍ଧୁ କର ସୌରୀବନ୍ଧୁ କର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଲେଖକ । ସେ ୧୯୪୮ ମସିହା ଅପ୍ରେଲ ୨ ତାରିଖରେ ଯାଜପୁର ଜିଲ୍ଲାର ଜଳସରପୁରଠାରେ ଜନ୍ମଗ୍ରହଣ କରିଥିଲେ । ଗଳ୍ପ, ଶିଶୁସାହିତ୍ୟ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବହୁ ବିଭାଗରେ ସୌରୀବନ୍ଧୁ ଲେଖନି ଚାଳନା କରିଛନ୍ତି ।
ପ୍ରଫୁଲ୍ଲ କର ଚଳଚ୍ଚିତ୍ର ସଙ୍ଗୀତ ବ୍ୟତିତ ଅନ୍ୟ ସଙ୍ଗୀତ ମାଧ୍ୟମରେ ମଧ୍ୟ ସେ ବହୁଳ ଅବଦାନ ଦେଇଆସିଛନ୍ତି ।
ପ୍ରଫୁଲ୍ଲ କର ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ମଧ୍ୟ ତାଙ୍କ ଅବଦାନ ଅତୁଳନୀୟ । ବିଭିନ୍ନ ଓଡ଼ିଶୀ ନୃତ୍ୟ ଗୁରୁମାନଙ୍କ ସହ ମିଶି, ସେ ବହୁ ଓଡ଼ିଶୀ ନୃତ୍ୟନାଟିକାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ପ୍ରଫୁଲ୍ଲ କର ପ୍ରଫୁଲ୍ଲ କରଙ୍କ ସମ୍ମାନରେ ୨୦୦୭ ମସିହାରୁ ତାଙ୍କ ନାମରେ ଏକ ଫାଉଣ୍ଡେସନ ଗଠନ କରାଯାଇଛି ଓ ୨୦୦୮ ମସିହାରୁ ଏହି ଫାଉଣ୍ଡେସନ ତରଫରୁ "ପ୍ରଫୁଲ୍ଲ କର ସମ୍ମାନ" ପ୍ରଦାନ କରାଯାଉଛି । ଏ ପର୍ଯ୍ୟନ୍ତ, ଅକ୍ଷୟ ମହାନ୍ତି(୨୦୦୮), ଶାନ୍ତନୁ ମହାପାତ୍ର(୨୦୦୯), ପ୍ରଣବ ପଟ୍ଟନାୟକ(୨୦୧୧), ଚିତ୍ତ ଜେନା(୨୦୧୨), ଅନୁପ ଜଲୋଟା(୨୦୧୪) ଏହି ସମ୍ମାନ ଲାଭ କରିସାରିଛନ୍ତି ।
ନର୍ମଦା କର ନର୍ମଦା କର (୧୮୯୩ - ୧୯୮୦) ଓଡ଼ିଶାର ପ୍ରଥମ ମହିଳା ସ୍ନାତକ ।