Top 10 similar words or synonyms for କଦମ

ଅଗଣ    0.679709

ହଡ    0.669246

ବନମ    0.669142

ଫତ    0.658936

ୟମଣ    0.652380

ଳଧ    0.651954

ତଢ    0.650461

ରତନ    0.648839

ନରସ    0.643904

କରଡ    0.639205

Top 30 analogous words or synonyms for କଦମ

Article Example
ଭଦ୍ରକ ଭଦ୍ରକର କଦମ ରସୁଲ ମୁସଲମାନମାନଙ୍କପାଇଁ ପ୍ରମୁଖ ଆକର୍ଷଣର କେନ୍ଦ୍ର। ସନ୍ଥ ହଜରତ ମୁଜାହିଦ-ଇ-ମିଲାତଙ୍କ ଦରଗାଠାରୁ ୨ କି.ମି. ଦୂରରେ ଅବସ୍ଥିତ ଏଇ ସ୍ଥାନ ଜଗତିରେ ଅବସ୍ଥିତ। ଏଠାରେ ମସିହା ମହମ୍ମଦଙ୍କର କଦମ ରସୁଲ, ମୁ-ଇ-ମୁବାରକ ମସିହା ମହମ୍ମଦ, ପାଞ୍ଜା ମୁବାରକ ହଜରତ ମୌଲା ଅଲି, ଦୁପଟ୍ଟା ମୁବାରକ ଖତୁମ-ଇ-ଜନ୍ନତ, କଦମ ପାକ ହଜରତ ଗୌସ ଉଲ-ଆଜମ ଦସ୍ତେଗିରଙ୍କର ସ୍ମୃତି ଚିହ୍ନ ରହିଛି।
ପଟ୍ଟାଙ୍ଗି (ବିଧାନ ସଭା ନିର୍ବାଚନ ମଣ୍ଡଳୀ) ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ରାମ ଚନ୍ଦ୍ର କଦମ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କଠାରୁ ୫,୪୩୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।
କଦ୍ଦମ ରସୁଲ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ତତ୍କାଳୀନ ଡେପୁଟି ନିଜାମ ସୁଜାଉଦ୍ଦିନ ଖାଁ ୧୭୧୫ ଖ୍ରୀଷ୍ଟାବ୍ଦରେ ଉଦାର ଧର୍ମୀୟ ଭାବନାର ପ୍ରତୀକ ସ୍ଵରୂପ କଦମ ରସୁଲ ନିର୍ମାଣ କରାଈଥିଲେ । ଇସଲାମ ସମ୍ପ୍ରଦାୟର ଏହି ପ୍ରମୁଖ କବରଖାନାରେ ତତ୍କାଳୀନ ଓଡ଼ିଶାର ଡେପୁଟି ନିଜାମ ନବାବ ମହମ୍ମଦ ଟିକା ଖାଁଙ୍କର କବର ଅଛି ମରହଟ୍ଟା ରାଜୁତି ସମୟର ଦୁଇ ସେନାଧ୍ୟକ୍ଷ ୧୭୭୦ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଫତେ ଖାଁ ଓ ୧୭୭୬ ଖ୍ରୀଷ୍ଟାବ୍ଦରେ ଦେହତ୍ୟାଗ କରିଥିବା ଆଜମ ଖାଁଙ୍କର କବର ମଧ୍ୟ ଏଥିଏରେ ରହିଛି । ଅନେକ ଇସଲାମୀୟ ଧର୍ମଗୁରୁ ଓ ପ୍ରଚାରକଙ୍କ କବର ସହ ୧୭୮୧ରେ ଶେଷ ନିଶ୍ଵାସ ତ୍ୟାଗ କରିଥିବା ସାଧୁ ସହୀଦ ପାଣୀଙ୍କ କବର ମଧ୍ୟ ଏଠାରେ ରହିଛି । ୫୭ଏକର ପରିମିତ ଜାଗାରେ ଅନେକ ବୀର ଧର୍ମଯାଜକ ତଥା ଧର୍ମଗୁରୁଙ୍କୁ ଶେଷ ବିଶ୍ରାମ ଦେଇଥିବା ଏହି କଦମ ରସୁଲକୁ ବିଭିନ୍ନ ସମୟରେ ନବାବ ସୁଜାଉଦ୍ଦିନ ଖାଁ ୫୦ବାଟି, ନବାବ ଆୟିବଦ୍ଦିନ ଖାଁ ୯୦ ବାଟି, ବାରରାରେ ରାଜା ଜୋନାହି ଭୋନସ୍କେ ୩୧ବାଟି ଓ ଫରୁକ ଖାଁ ସିଆର ୭୦ବାଟି ଜମି ଦାନ କରିଥିଲେ । କଦମ ରସୁଲକୁ ନବାରତ ଖାନ ବାଟଦେଇ ଯିବାକୁ ହୁଏ ଯାହାର ଅର୍ଥ ସଙ୍ଗୀତ ଗ୍ୟାଲେରି । ୧୭୫୭ ଖ୍ରୀଷ୍ଟାବ୍ଦରେ ନବାବ ଟିକା ଖାଁଙ୍କ ପୁଅ ମସାଲେହେ ଉଦ୍ଦିନ ଏହାକୁ ନିର୍ମାଣ କରାଇଥିଲେ । ସେହିପରି ଚାରୋଟି ପ୍ରଶସ୍ଥ ଗମ୍ବୁଜ ଏବଂ ମଝିରେ ଏକ ବୃହତ ଫାଟକ ଥିବା ବିଶ୍ରାମ ଘର ରହିଛି । ଏଥିରେ କଳା ଓ ଧଳା ମାର୍ବଲର ସୁକ୍ଷ୍ମ କରୁକାର୍ଯ୍ୟ ରହିଛି ।
ଓଡ଼ିଶାର ଐତିହ୍ୟ ଆମ ରାଜ୍ୟର ମଧ୍ୟ ଯୁଗୀୟ ପୁରାକୀର୍ତ୍ତି ଗୁଡିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ,କଦମ ରସୁଲ, କାଳିଆବୋଦା ଗୁରୁଦ୍ଵାର ଏବଂ ପୁରୀର ବାଉଳି ମଠ ଅନ୍ୟତମ । ଏହା ଛଡା ଚୌହାନ ରାଜାମାନଙ୍କଦ୍ଵାରା ନିର୍ମିତ ମନ୍ଦିର ଗୁଡିକ ଏହି ସମୟର ଅନ୍ୟତମ ପ୍ରସିଦ୍ଧ ପୁରାକିର୍ତ୍ତି ଯାହା ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।
ପ୍ରଣବ ମୁଖାର୍ଜୀ ତାଙ୍କ ବାପା କଦମ କିଙ୍କର ଜଣେ ସ୍ବାଧୀନତା ସଂଗ୍ରାମୀ।ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନ ସଭାର ସଦସ୍ୟ ରହିଥିଲେ ।ଏହା ସହିତ ସେ ବିରଭୁମି ଜିଲ୍ଲାର କଂଗ୍ରେସ କମିଟିର ସଭାପତି ଥିଲେ ।୧୯୫୭ରେ ଶୁଭ୍ରା ମୁଖାର୍ଜୀଙ୍କ ସହିତ ତାଙ୍କର ବିବାହ ହେଇଥିଲା ।ତାଙ୍କର ଦୁଇପୁତ୍ର ଇନ୍ଦ୍ରଜିତ ଓ ଅଭିଜିତ ଏବଂ ଗୋଟିଏ ଝିଅ ଶର୍ମିଷ୍ଠା । ଅଭିଜିତ ଏବେ ପଶ୍ଚିମବଙ୍ଗର କଂଗ୍ରେସ ବିଧାୟକ ଅଛନ୍ତି ।ଶର୍ମିଷ୍ଠା ଜଣେ କଥକ ନୃତ୍ୟାଙ୍ଗନା ।
କଟକ ଅନ୍ୟାନ୍ୟ ଧର୍ମପୀଠଙ୍କ ମଧ୍ୟରୁ ମୁସଲମାନଙ୍କ ’କଦ୍ଦମ୍ ରସୁଲ୍’ ଓ ଶିଖ ଧର୍ମର ’ଗୁରୁଦ୍ୱାରା ଦାତନ ସାହେବ’ ଅନ୍ୟତମ । ଏହା ବିଶ୍ୱାସ କରାଯାଏ ଯେ କଦମ ରସୁଲର ମନିଷୀ ମହମ୍ମଦଙ୍କ ପଦଚିହ୍ନ ରହିଛି । ସେହିପରି ଶିଖ ବିଶ୍ୱାସାନୁଯାୟୀ ଶିଖଙ୍କ ପ୍ରଥମ ଧର୍ମଗୁରୁ, ଶ୍ରୀ ଗୁରୁ ନାନକ ଦେବ ନିଜର ପୁରୀ ଯାତ୍ରା କାଳରେ ଏଠାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ତାଙ୍କଦ୍ୱାରା ଦାନ୍ତକାଠି ରୂପେ ବ୍ୟବହୃତ ହେବା ପରେ ତାଙ୍କରିଦ୍ୱାରା ରୋପିତ ଏକ ବୃକ୍ଷ ଏଠାରେ ଏବେ ମଧ୍ୟ ଏଠାରେ ରହିଛି । ଦାନ୍ତକାଠି ଅନୁସାରେ ଏହାର ନାମ ଗୁରୁଦ୍ୱାରା ଦାତନ ସାହିବ ।
ପ୍ରଣବ ମୁଖାର୍ଜୀ ପ୍ରଣବ ମୁଖାର୍ଜୀ (ଜନ୍ମ: ୧୧ ଡିସେମ୍ବର ୧୯୩୧) ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ କାର୍ଯ୍ୟଭାର ତୁଲାଇଛନ୍ତି। । । ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ।ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷୀ । ପ୍ରଣବ କଲିକତା ବିଶ୍ବବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।