Top 10 similar words or synonyms for କଟନ

pg    0.908910

cf    0.904536

chandrapur    0.903029

too    0.900728

sf    0.900255

chalukyas    0.898804

guest    0.898464

xxx    0.898102

carter    0.898040

gondia    0.897731

Top 30 analogous words or synonyms for କଟନ

Article Example
ଚାନ୍ଦେରୀ ଶାଢ଼ୀ ଚାନ୍ଦେରୀ ଶାଢୀ ତିନୋଟି ପ୍ରକାର ତନ୍ତୁରେ ତିଆରି ହୁଏ ଯଥା ବିଶୁଦ୍ଧ ରେଶମ, ଚାନ୍ଦେରୀ ସୁତା (କଟନ),ଏବଂ ରେଶମ କଟନ । ପାରମ୍ପରିକ ମୂଦ୍ରା, ଫୁଲ ଡାଳି, ମୟୁର, ଏବଂ ଜ୍ୟାମିତିକ ଆକୃତି ଆଦି ଭିନ୍ନ ଭିନ୍ନ କାରିଗରୀ ଚାନ୍ଦେରୀ ଶୈଳୀରେ ବୁଣାଯାଇଥାଏ ।
ଓଲଟ କମଳ ଇଂରାଜୀ ନାମ- ଡ଼େଭିଲ୍ସ୍ କଟନ(Devil’s cotton, Indian Hemp) ଲାଟିନ ନାମ-ଆବ୍ରୋମା ଅଗଷ୍ଟା ଲୀନ. ଏଫ.
ଜାମସେଦଜୀ ଟାଟା ଟାଟା ତାଙ୍କ ବାପାଙ୍କ ସହ ୨୯ ବର୍ଷ ବୟସରୁ ବ୍ୟବସାୟରେ ଯୋଗ ଦେଇଥିଲେ।ସେ୧୮୬୮ମସିହାରେ ବାଣିଜ୍ୟ କମ୍ପାନୀ ପ୍ରତିଷ୍ଠାକରିଥିଲେ ସେଥିରେ ୨୧,୦୦୦ ପୁଞ୍ଜି ବିନିଯୋଗ କରିଥିଲେ (worth ୨୦୧୫ ଅନୁସାରେ ୨୧ ମିଲିୟନ). ସେ ବ୍ୟାଙ୍କରୁପଟୁ ଅଏଲ ମିଲ Chinchpokliଠାରେ କିଣିଥିଲେ ୧୮୬୯ରେ ଏବଂ ତାକୁ କଟନ ମିଲରେ ପରିଣତ କରିଥିଲେ, ତା ନାମ ରଖିଥିଲେ "ଆଲେକ୍ସଡ୍ରା ମିଲ" ସେ ସେଇ ମିଲକୁ ଲାଭ ରଖି ୨ ବର୍ଷପରେ ବିକ୍ରି କରିଦେଲେ। ସେ ଆଉ ଗୋଟେ କଟନ ମିଲ ୧୮୭୪ମସିହାରେ ନାଗପୁରଠାରେ କରଥିଲେ,ସେ ଖ୍ରୀଷ୍ଟୟାନ , "Empress Mill"ଥିଲେ ଯେତେବେଳେ ରାଣୀ ଭିକ୍ଟୋରିଆ ଅର୍ଥନୈତିକ କାରବାର ଭାରତରେ ୧ ଜାନୁୟାରୀ୧୮୭୭ରେ ଆରମ୍ଭ ହୋଇଥିଲା।
ଜୟନ୍ତୀ ସୁତିଆ ସୁତିଆ ଆସାମର କଟନ କଲେଜରେ ଛାତ୍ରୀ ଥିବା ବେଳେ ପଦାର୍ଥ ବିଜ୍ଞାନ ସହ ଜଡ଼ିତ ହୋଇଥିଲେ । ଟୋକିଓସ୍ଥିତ ପ୍ଲାଜମା ଲାବୋରୋଟୋରୀ ଅଫ ଦି ଇନଷ୍ଟିଚ୍ୟୁଟ ଅଫ ସ୍ପେସ ଆଣ୍ଡ ଆଷ୍ଟ୍ରୋନୋମିକାଲ ସାଇନ୍ସରେ କାମ କରିବା ପାଇଁ ୧୯୮୮ରେ ଜାପାନ ସରକାରଙ୍କଦ୍ୱାରା ମିଳିଥିବା ଫେଲୋସିପ ସରିଲା ପରେ ସେ ୨୦୦୫ରେ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସଡ଼ ଷ୍ଟଡ଼ି ଇନ ସାଇନ୍ସ ଆଣ୍ଡ ଟେକନୋଲୋଜିର ନିର୍ଦ୍ଦେଶକ ହୋଇଥିଲେ ।
ଇରାବତୀ କର୍ବେ ଇରାବତୀ କର୍ବେ ବାପା ବର୍ମାର କଟନ କମ୍ପାନୀରେ କାମ କରୁଥିଲେ । ସେଠାରେ ଥିବା ଇରାୱତୀ ନ‌ଦୀ ଅନୁସାରେ ୧୯୦୫ ମସିହାରେ ଜନ୍ମ ଲାଭ କରିଥିବା ଝିଅର ନାମ ଇରାବତୀ ରଖାଯାଇ ଥିଲା । ତାଙ୍କୁ ୭ ବର୍ଷ ହୋଇଥିବା ବେଳେ ପୁଣେର ହୁଜୁର ପଗା ବୋର୍ଡିଙ୍ଗ ସ୍କୁଲକୁ ପଢିବା ନିମନ୍ତେ ପଠେଇ ଦିଆଯାଇଥିଲା । ଫର୍ଗୁସନ କଲେଜର ପ୍ରିନ୍ସିପାଲ ଆର .ପି.ପରଞ୍ଜପେଙ୍କ ଝିଅ ଶକୁନ୍ତଳା ପରଞ୍ଜପେ ତାଙ୍କର ସହପାଠିନୀ ଥିଲେ । ପାରିବାରିକ କାହାଣୀ ଅନୁସାରେ ଶକୁନ୍ତଳାଙ୍କ ମାତା ଦିନେ ଇରାବତୀଙ୍କୁ ସ୍କୁଲରେ ଦେଖି ତାଙ୍କୁ ଦ୍ଵିତୀୟ ଝିଅ କରି ଘରକୁ ନେଇ ଆସିଥିଲେ ଓ ପରିବାରରେ ରଖି ଥିଲେ । ସେଠାରେ ବିଚାରପତି ବାଳକ୍ରମ ତାଙ୍କୁ ନୃତତ୍ତ୍ଵବିଜ୍ଞାନ ସହ ପରିଚିତ କରେଇ ଥିଲେ ।