Top 10 similar words or synonyms for କଚ

ଚଟ    0.700300

ଖମ    0.673168

ଳଗ    0.663646

ସନକ    0.663461

harishankar    0.660813

ତଳ    0.656010

ମହଲ    0.655549

ଟଳ    0.653541

ଳଦ    0.653507

ଅଗଣ    0.651966

Top 30 analogous words or synonyms for କଚ

Article Example
ଶୁକ୍ରାଚାର୍ଯ୍ୟ ଏ ମୃତସଞ୍ଜୀବନୀ ମନ୍ତ୍ରଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀବନ ଦାନ କରିଥିଲେ । ଏହାଙ୍କ ଠାରୁ ଏହି ବିଦ୍ୟା ଶିକ୍ଷା କରିବାପାଇଁ ଦେବତା ମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚଙ୍କୁ ଏହାଙ୍କ ନିକଟକୁ ପଠାଇଥିଲେ । କଚ ଏହାଙ୍କ ଗୃହରେ ଶିଷ୍ୟରୂପେ ରହିବାବେଳେ ଶୁକ୍ରକନ୍ୟା ଦେବଯାନୀଙ୍କ ଅନୁରାଗଭାଜନ ହୋଇଥିଲେ । କଚ ମୃତସଞ୍ଜିବନୀ ବିଦ୍ୟା ଶିଖିବା ପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚଙ୍କୁ ଏକାଧିକ ଥର ବଧ କଲେ ଓ ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ପ୍ରତ୍ୟେକ ଥର ଜୀବନଦାନ କରିଥିଲେ । ପରେ ଯଯାତି ଦେବଯାନୀଙ୍କୁ ବିବାହ କରିଥିଲେ । କିନ୍ତୁ ଯଯାତି ତାଙ୍କର ଅନ୍ୟପତ୍ନୀ ଶର୍ମିଷ୍ଠାଙ୍କପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଗଲେ ।
ଦୁବ ଦୁବ ଏକ ତୃଣ ଜାତୀୟ ଉଦ୍ଭିଦ । ଏହାର ବୈଜ୍ଞାନିକ ନାମ ସାଇନୋଡନ ଡକ ଟାଇଲନ । ସାଇନୋଡନ ଅର୍ଥ କୁକୁର ଦାନ୍ତ ଓ ଡକଟାଇଲନ ଅର୍ଥ ଆଙ୍ଗୁଳି ଭଳି ଚେର । ଦୁବ ଘସର ଅନ୍ୟାନ୍ୟ ନାମ ମଧ୍ୟରେ ବାହାମା ଘାସ, ବରମୁଣ୍ଡା ଘାସ, କୁକୁର ଦାନ୍ତ ଘାସ, ତାରା ଘାସ, ଲନ ଘାସ ଓ କଚ ଘାସ ପ୍ରଧାନ । ଏହାର ଉତ୍ପତ୍ତି ସ୍ଥଳ ପୃଥିବୀର ଉଷ୍ମ ଓ ଆର୍ଦ୍ର ଜଳବାୟୁ ଯଥା ଭାରତ ଓ ପୂର୍ବ ଆଫ୍ରିକା ଅଂଚଳରେ । ମାତ୍ର ପୃଥିବୀର ଅଧିକାଂଶ ଅଂଚଳରେ ଦେଖାଯାଏ । ଭାରତୀୟ ଚାରଣ ଭୂମିରେ ଦୁବ ଏକ ପ୍ରମୁଖ ଘାସ ଭାବରେ ଦେଖାଯାଏ । ଏହା ଅଧିକ ଚାରଣ ଚାପ ସହିପାରୁଥିବା ଯୋଗୁଁ ଚାରଣ ଭୂମିରେ ତିଷ୍ଠିରହିପାରେ । ଏହା କୋମଳ, ସୁସ୍ୱାଦୁ ଓ ରସାଳ ହୋଇଥିବାରୁ ଗାଈ ଗୋରୁ, ଛେଳି ମେଣ୍ଢା ଓ ଠେକୁଆଆଦିଙ୍କ ପ୍ରିୟ ଖାଦ୍ୟ ଅଟେ ।