Top 10 similar words or synonyms for ଓରଫ

orissadiaryର    0.854030

ନରହର    0.851087

ଉଦୟନ    0.834278

chitharal    0.827618

ଶରଥ    0.827547

ଉଳକରଣ    0.826930

crayon    0.824622

shin    0.824517

kurta    0.823066

eurasian    0.822764

Top 30 analogous words or synonyms for ଓରଫ

Article Example
ଖଦୀ ପ୍ରସାଦ ଚନ୍ଦନଯାତ୍ରା ବେଳେ ମା’ ବିମଳାଙ୍କ ମନ୍ଦିର ନିକଟରେ ମୁକୁନ୍ଦ ଦେବଙ୍କ ପୁଅ ରାମଚନ୍ଦ୍ର ଓ ଅନ୍ୟ ଜଣେ ରାମଚନ୍ଦ୍ର(ରମେଇ ରାଉତରାୟ ଓରଫ ଭୋଇବଂଶୀ ରାମଚନ୍ଦ୍ର ଦେବ
ଚାନ୍ଦବାଲି ନିକଟସ୍ଥ ସଦେଇ ବାଆଜୀ ମଠ ଏକ ରମଣୀୟ ସ୍ଥାନ। ସଦାନନ୍ଦ ପଣ୍ଡା ଓରଫ ସଦେଇ ବାଆଜୀ ଜଣେ ଅବଧୂତ ସନ୍ନ୍ୟାସୀ ଥିଲେ। ତାଙ୍କର ଅନେକ ଅଲୌକିକ ମହିମା ଲୋକମୁଖରେ ପ୍ରଚଳିତ ।
ଓଳାଶୁଣି ଗୁମ୍ଫା ଓଳାଶୁଣି ଗୁମ୍ଫା (ବା ଓଳାଶୁଣୀ ଗୁମ୍ଫା) କେନ୍ଦ୍ରପଡା, କଟକ, ଯାଜପୁର ଜିଲ୍ଲାର କେନ୍ଦ୍ରରେ ଦଣ୍ଡାୟମାନ ଓଳାଶୁଣି ପାହାଡ଼ରେ ଅବସ୍ଥିତ । ରାଜଧାନୀ ଭୁବନେଶ୍ଵରରୁ ୮୦ କିଲୋମିଟର ଦୁରରେ ରହିଛି ଏହି ପାହାଡ଼ । ଦୈତାରିରୁ ପାରାଦିପ ଲମ୍ବିଯାଇଥିବା ୫ ନଂ (କ ) ରାଜପଥ ନିକଟରେ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ । ପାରାଦ୍ଵୀପକୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ଼ | ଏହି ଓଳାଶୁଣି ପାହାଡ଼ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ପୀଠ ହୋଇଥିଲେ ବି ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ।
ଗୁଣ୍ଡା ଏମଏମଏସ ସ୍କାଣ୍ଡାଲରେ ନାୟକ ସିଦ୍ଧାନ୍ତ ଓରଫ ରାଜୁ ଏବଂ ନାୟିକା ମିନୁ ଫସିବା ପରେ ସିଦ୍ଧାନ୍ତଙ୍କୁ ବଞ୍ଚାଇବାକୁ ଯାଇ ମିନୁ କୋର୍ଟରେ ମିଛ କହି ଶେଷରେ ବିଷ ପିଏ। ହେଲେ ମିନୁକୁ ଜୀବନ ଠାରୁ ଅଧିକ ଭଲ ପାଉଥିବା ରାଜୁ ତା’ ମିଛ ପଛରେ ଲୁଚିଥିବା ସତ୍ୟକୁ ଖୋଜିବା ଆରମ୍ଭ କରେ ଏବଂ ସେଥିପାଇଁ ତାକୁ ଘର ଛାଡି ଗୁଣ୍ଡା ହେବାକୁ ପଡିଛି । ଶେଷରେ ସେ ପ୍ରକୃତ ଦୋଷିକୁ ଖୋଜି ପାଇଛି ।
୨୦୧୭ ଭଦ୍ରକ ଦଙ୍ଗା ଭଦ୍ରକ ଟାଉନର ୧୫ନଂ ୱାର୍ଡର କାଉନସିଲର ଶୁଭଙ୍କର ମହାପାତ୍ର ଓରଫ କାଳିଆ ଦଙ୍ଗାପରେ ଲାଗି ରହିଥିବା ହିଂସାକାଣ୍ଡକୁ ଉସୁକାଉଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଭଦ୍ରକ ହିଂସାକାଣ୍ଡ ଘଟଣାରେ ପୋଲିସ ମୋଟ ୧୭୦ରୁ ଉର୍ଦ୍ଧ୍ବ ଜଣଙ୍କୁ ଗିରଫ କରିଥିଲେ । ଭଦ୍ରକ ଜେଲରେ ସ୍ଥାନାଭାବ ଯୋଗୁଁ ୬୭ଜଣ ଗଣ୍ଡଗୋଳକାରୀଙ୍କୁ ସୋର, ନୀଳଗିରୀ ଓ ବାଲେଶ୍ୱରକୁ ପଠାଯାଇଥିଲା । ଗଣ୍ଡଗୋଳରେ ମୁଖ୍ୟ ସୂତ୍ରଧର ଦୁଇଜଣଙ୍କୁ ବାଲେଶ୍ୱର ଜେଲକୁ ପଠାଇ ଦିଆଯାଇଥିଲା । ପୁଲିସ ଏସପି ଓ ଏଡିଏମଙ୍କ ଅବହେଳା ଓ ଓଭର କନଫିଡେନ୍ସ ଭଦ୍ରକରେ ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରୋତ୍ସହିତ କରିଥିବା ଅଭିଯୋଗ ପରେ ସେମାନଙ୍କ ବଦଳି କରାଯାଇଥିଲା ।
ଲିୱିସ କାରୋଲ ଲିୱିସ କାରୋଲ ଓରଫ ଚାର୍ଲସ ଲୁଚୱିଜ ଡ଼ଜସନ (; (୧୮୩୨/ଜାନୁଆରୀ ୨୭ - (୧୮୯୮/ଜାନୁଆରୀ ୧୪)ଙ୍କୁ ବ୍ରିଟେନର ଜଣେ ପ୍ରଖ୍ୟାତ ଫାଣ୍ଟାସୀ ଲେଖକ ବୋଲି କୁହାଯାଇଥାଏ । କିନ୍ତୁ ସେ ନିଜକୁ କେବଳ ଲେଖକ ଭାବେ ସୀମିତ ରଖି ନ ଥିଲେ । ସେ ଏକାଧାରରେ ଥିଲେ ଜଣେ ଲେଖକ , ଗଣିତଜ୍ଞ , ତର୍କବିତ ଏବଂ ଫଟୋଗ୍ରାଫର । ତାଙ୍କର ରଚନା ବଳି ମଧ୍ୟରେ ରହିଛି - ଆଲାଇସ'ଭେଞ୍ଚର୍ ଇନ୍ ୱଣ୍ଡରଲ୍ୟାଣ୍ଡ , ଥ୍ରୋ ଦି ଲୁକିଂ ଗ୍ଲାସ , ଦି ହଣ୍ଟିଂ ଅଫ୍ ଦି ସ୍ନାର୍କ । ବିଶେଷକରି ଫାଣ୍ଟାସୀ ସୃଷ୍ଟିକରି ସେ ବିଶ୍ୱରେ ନିଜର ନାମକୁ ଏକ ସ୍ୱତନ୍ତ୍ର ପର୍ଯାୟକୁ ନେଇ ପାରିଥିଲେ । ତାଙ୍କର ରଚନାବଳୀ ସବୁର ବିଜ୍ଞାନ ଠାରୁ ଆରମ୍ଭ କରି ଲୋକକଥା , ଗାଣିତିକ ତତ୍ତ୍ୱ ପୁଣି ତର୍କର ସ୍ପର୍ଶ ଦେଖିବାକୁ ମିଳିଥାଏ ।
ଭଦ୍ରକ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ। ଧାମରାର ମା ଧାମରେଇ ମନ୍ଦିର ଭଦ୍ରକଠାରୁ ୮୦ କି.ମି. ଦୂର। ଏଠାରେ ଭାରତୀୟ ରକ୍ଷା ଅନୁସନ୍ଧାନ ଓ ବିକାଶ ଅନୁଷ୍ଠାନ ରହିଛି ତଥା ଏଠାରୁ ଭିତର କନିକାର କୁମ୍ଭୀର ଚାଷ ପ୍ରକଳ୍ପକୁ ଯାଇହୁଏ।
ଭଦ୍ରକ ଦୀର୍ଘ ସାତଦିନବ୍ୟାପୀ ଚରମ୍ପାରେ ହେଉଥିବା କାଳୀପୂଜାପାଇଁ ଭଦ୍ରକ ପ୍ରସିଦ୍ଧ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ରେଳଷ୍ଟେସନଠାରୁ ପ୍ରାୟ ୧୦ କି.ମି.ଦୂରରେ ଅବସ୍ଥିତ। ଆରଡ଼ିର ପ୍ରସିଦ୍ଧ ଆଖଣ୍ଡଳମଣୀ ମନ୍ଦିର ଭଦ୍ରକଠାରୁ ୪୦ କି.ମି. ଦୂରରେ ଅବସ୍ଥିତ। ମୁସଲିମ୍ ସୁଫି ସନ୍ଥ ମୁଜାହିଦ୍-ଇ-ମିଲ୍ଲାତଙ୍କର ସମାଧୀ (ମଜ୍ଜାର) ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୨୨କି.ମି.ଦୂର ଧାମନଗରଠାରେ ରହିଅଛି। ଆଉଜଣେ ସୁଫିସନ୍ଥ, ସୟଦ ନାସିମ ଅଖତାର କ୍ୱାଦ୍ରି ଓରଫ ସରକାର ବାବାଙ୍କ ମସଜିଦ୍ ଭଦ୍ରକ ପୌରପରିଷଦ ଇଲାକାରେ ଅବସ୍ଥିତ ଯାହା ଉଭୟ ଭଦ୍ରକ ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡଠାରୁ ୩କି.ମି.ଦୂରରେ ରହିଛି । ସେ ଜଣେ ଜୀବନ୍ତ ମହାପୁରୁଷ ଓ ପ୍ରତିଦିନ ହଜାର ହଜାର ଭକ୍ତ ତାଙ୍କ ଆଶୀର୍ବାଦ ପାଇବାପାଇଁ ଏଠାକୁ ଆସିଥାନ୍ତି। ଶିଖ୍ ଗୁରୁଦ୍ୱାରା ପୁରୁଣା ବଜାରରେ ଅବସ୍ଥିତ ଯାହା ଭଦ୍ରକ ମୁଖ୍ୟ ବଜାରଠାରୁ ୫ କି.ମ. ଦୂରରେ ଅବସ୍ଥିତ।
ଭଦ୍ରକ ଜିଲ୍ଲା ଏ ଜିଲ୍ଲାରେ ଶିକ୍ଷାର ନିଅଁ ପଡ଼ିଛି ସନ୧୮୮୨ଠାରୁ। କୋଠାର ଜମିଦାର ନିମାଇଁ ଚରଣ ବୋଷ ବାଗୁରାଇଠାରେ ଦୁଇଟି ଭର୍ଣ୍ଣକୁଲାର ଓ ଅନ୍ୟ କେତେକ ଶିକ୍ଷାନୁରାଗୀ ଗୁଜିଦରଡ଼ାଠାରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିଥିଲେ। ମୁସଲମାନ ଜମିଦାର ମିଆଁ ମୁନ୍ସୀ ଶେଖ ଅବଦୁଲ ଗନୀ ଓରଫ ପଞ୍ଚୁମଆଙ୍କ ତତ୍ତ୍ୱାବଧାନରେ ଭଦ୍ରକ ପୁରୁଣାବଜାରସ୍ଥିତ ନିଜ ଉଆସରେ ଏକ ମାଇନର ସ୍କୁଲ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ତାହା ଭଦ୍ରକ ଜିଲ୍ଲା ସ୍କୁଲରେ ପରିଣତ ହୋଇଛି। ୧୯୩୪ରେ ହରେକୃଷ୍ଣ ମହତାବଙ୍କ ତତ୍ତ୍ୱାବଧାନରେ ଆଗରପଡ଼ାରେ କୃଷ୍ଣଚରଣ ବିଦ୍ୟାମନ୍ଦିର ସ୍ଥାପିତ ହୋଇଥିଲା।୧୯୪୨ରେ ନାରାୟଣ ଚନ୍ଦ୍ର ହାଇସ୍କୁଲ, ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ, ୧୯୪୩ରେ ପୋପସିଂ ମାଇନର ସ୍କୁଲ, ଯାହା ୧୯୫୯ରେ ସରକାଲୀ ବାଳିକା ଉଚ୍ଚବିଦ୍ୟାଳୟର ମାନ୍ୟତା ଲାଭ କଲା ୧୯୪୮ ମସିହା ଜୁଲାଇ ୬ ତାରିଖରେ ଭଦ୍ରକରେ ପ୍ରଥମ ଓ ଓଡ଼ିଶାରେ ଦ୍ୱିତୀୟ ବୃହତ୍ତମ ଭଦ୍ରକ ମହାବିଦ୍ୟାଳୟ ସ୍ଥାପିତ ହୋଇଥିଲା।
ରଥଯାତ୍ରା ପ୍ରାବନ୍ଧକ ଡକ୍ଟର ହରିହର କାନୁନଗୋଙ୍କ ମତରେ ଯଯାତିଙ୍କ ସମୟରେ ହୋଇଥିବା ଘଟଣାଟି ବିଶ୍ଵାସଯୋଗ୍ୟ ମନେହୁଏ। ସମ୍ଭବତଃ ଜଗନ୍ନାଥଙ୍କୁ ୩୮ହାତର ଏକ ପଟୋଳରେ ସ୍ଥାପନା କଲା ବେଳେ ପୂର୍ବରୁ ଅନୁସୃତ ରଥଯାତ୍ରା ପରମ୍ପରାର ପ୍ରଭାବରେ ଯଯାତି ଏହି ରଥଯାତ୍ରାର ପ୍ରଚଳନ କରିଥିଲେ । ପରବର୍ତ୍ତୀ ଦ୍ଵାଦଶ ଶତାଦ୍ଦୀରେ ୧୦୦ ହାତର କିମ୍ବା ୧୨୫ ହାତର ବଡ଼ ଦେଉଳ ନିର୍ମାଣ ସମାପ୍ତି ଓ ଠାକୁରମାନଙ୍କ ବିଜେ ତୃତୀୟ ଅନଙ୍ଗଭୀମ ଦେବ (ଖ୍ରୀ.ଅ.୧୨୧୧-୧୨୩୮)ଙ୍କ ସମୟ ହୋଇଥିବାରୁ ସେହି ବର୍ଷଠାରୁ ପୂର୍ବ ସ୍ମୃତିକୁ ମନେ ରଖିବା ପାଇଁ ବଡ଼ ଦେଉଳରୁ ଗୁଣ୍ଡିଚା ଘରକୁ ଦିଅଁଙ୍କର ରଥଯାତ୍ରା ଦକ୍ଷିଣାଭିମୁଖୀରେ ହୋଇଥିବା ସମ୍ଭବପର । ଯଯାତିଙ୍କ ସମୟରେ ବଡ଼ ଦାଣ୍ଡର ବଳଗଣ୍ଡିଠାରେ ମାଳିନୀ ନଦୀ ପ୍ରବାହିତ ହେଉଥିବାରୁ ଛଅ ରଥ ନିର୍ମାଣ କରାଯାଉଥିଲା ଏବଂ ବୀର ନରସିଂହ ଦେବ ଓରଫ ପ୍ରଥମ ଭାନୁଦେବ (ଖ୍ରୀ.ଅ.୧୨୬୪-୧୨୭୮) କିମ୍ବା ଦ୍ଵିତୀୟ ନରସିଂହ ଦେବ (ଖ୍ରୀ.ଅ ୧୨୭୮-୧୩୦୭)ଙ୍କ ସମୟରେ ଏହି ମାଳିନୀ ନଦୀ (ଶରଧାବାଲି)କୁ ପୋତି ଦେବା ଫଳରେ ଛଅ ରଥ ପରିବର୍ତ୍ତେ ତିନି ରଥ ତିନି ରଥ ନିର୍ମିତ ହୋଇ ଆସୁଅଛି।