Top 10 similar words or synonyms for ଏଥର

ଭଲକର    0.829536

କଷନ    0.816400

ଉଳକ    0.816156

ଚକଟ    0.813203

ହରଡ    0.812079

ଲଚ    0.799391

ଟଳ    0.798183

ଜପତ    0.782273

ଓହ    0.776893

ଚଟଣ    0.776182

Top 30 analogous words or synonyms for ଏଥର

Article Example
ମହାପ୍ରସାଦ ଚାଉଳ ଫୁଟି ଭାତ ହୋଇଆସିଲେ ନିଆଁ କମାଇ ଦିଅନ୍ତୁ।ଏହାକୁ ମଝିରେ ମଝିରେ ଗୋଳାଇ ଦେବେ ନଚେତ୍ ତଳୁ ଲାଗି ପୋଡିଯିବ।ଏହା ହୋଇଆସିଲେ ସେଥିରେ କୋରା ନଡ଼ିଆ, ଘିଅ ଓ ଗୁଣ୍ଡ ଡାଲଚିନି ପକାଇ ଭଲକରି ଗୋଳାଇ ଦିଅନ୍ତୁ।ଏଥର ପ୍ରସ୍ତୁତ ହୋଇଗଲା ମିଠା ଖେଚୁଡ଼ି।
ମହାପ୍ରସାଦ ଅନ୍ୟ ଏକ ପାତ୍ରରେ ଅବଶିଷ୍ଟ ଘିଅ ପକାଇ ଗରମ କରନ୍ତୁ।ସେହି ଗରମ ଘିଅରେ ବାକି ଜିରା ପକାଇ ଭାଜନ୍ତୁ।ଏହା ଫୁଟିଗଲେ ସେଥିରେ ଆଗରୁ ପ୍ରସ୍ତୁତ ସିଝା ପନିପରିବା ପକାଇବେ।ଏଥିସହିତ ନାଡ଼ି ଓ ଡାଲଚିନି ଗୁଣ୍ଡକୁ ଭଲକରି ମିଶାଇବେ।ଏଥର ବେସର ପ୍ରସ୍ତୁତ ହୋଇଗଲା।
ଛୁଞ୍ଚିପତ୍ର କୋରା, ନଡ଼ିଆ, ଗୁଡ଼ ଓ ଅଳେଇଚ ଗୁଣ୍ଡ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ଆଗରୁ ରଖିଥିବେ । ଏହି ପିଠା ମଧ୍ୟରେ ଉକ୍ତ ପୁର ବା ମିଶ୍ରଣ ଅଳ୍ପ ଅଳ୍ପ ଦେଇ ପିଠାକୁ ଚାରିପଟୁ ଭାଙ୍ଗି ଦେବେ।ଯେପରି ପୁର ବା ମିଶ୍ରଣ ପିଠା ମଝିରେ ରହିଯିବ ।ଏଥର ଛୁଞ୍ଚି ପତ୍ର ପିଠା ପ୍ରସ୍ତୁତ ହୋଇଗଲା ।
2012 ICC T20 ବିଶ୍ଵ କପ ପୂର୍ବ ବିଶ୍ଵ କପ ପରି ଏହି ବିଶ୍ଵ କପରେ ମଧ୍ୟ ୧୦ଟି ଟେଷ୍ଟ ମାନ୍ୟତା ଦଳ ସିଧା ସଳଖ ପ୍ରବେଶ ପାଇଥିବା ବେଳେ ICC ଯୋଗ୍ୟତା ଅର୍ଜନ ପ୍ରତିଯୋଗୀତାରେ  ଭାଗ ନେଇଥିବା ୧୬ଟି ଦଳ ମଧ୍ୟରୁ ଶ୍ରେଷ୍ଠ ଦୁଇ ଦଳ ହିସାବରେ ଏଥର ଆଇୟାର୍ଲାଣ୍ଡ ଓ ଆଫଗାନିଷ୍ଠାନ ମୁଖ୍ୟ ବିଶ୍ଵ କପରେ ଭାଗ ନେଇଥିଲେ । 
ମହାପ୍ରସାଦ ଅନ୍ୟ ଏକ ପାତ୍ରରେ ଘିଅ ଗରମ କରି ସେଥିରେ ଜିରା ପକାଇ ଫୁଟାନ୍ତୁ।ଫୁଟଣ ଫୁଟିଗଲେ ସେଥିରେ ସିଝା ଡାଲମାକୁ ପକାଇ ଓ ଦରକାର ମୁତାବକ ପାଣି ଦେଇ ଘୋଡେଇ ଦିଅନ୍ତୁ। ଡାଲମା ହୋଇ ଆସିଲେ ସେଥିରେ କୋରା ନଡ଼ିଆ ଓ ନାଡ଼ି ପକାଇ ଗୋଳାଇ ଦିଅନ୍ତୁ।ଏଥର ଡାଲମା ପ୍ରସ୍ତୁତ ହୋଇଗଲା।
ଭଜା ପ୍ରଥମେ କଞ୍ଚା କଦଳୀକୁ ଧୋଇ ଚୋପା ଛଡାଇ କାଟି ସିଝାଇ ଦିଅନ୍ତୁ।ନଡ଼ିଆକୁ କୋରି ରଖନ୍ତୁ।ସିଝି ଥିବା କଦଳୀକୁ ଚକଟି ସେଥିରେ ନଡ଼ିଆ କୋରା, ଜିରାଗୁଣ୍ଡ ଓ ଆବଶ୍ୟକ ପରିମାଣର ଲୁଣ ମିଶାଇ ଆଉଥରେ ଭଲକରି ଚକଟି ଦିଅନ୍ତୁ।ଅଳ୍ପ ନିଆଁରେ ଗରମ ଘିଅ ପାତ୍ରରେ କଞ୍ଚା କଦଳୀ ଚକଟାକୁ ହାତରେ ବରା ଭଳି କରି ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ତାକୁ ଭାଜି ଭାଜି ଦେବେ।ଏଥର କଦଳୀ ବଡ଼ା ଭଜା ପ୍ରସ୍ତୁତ ହୋଇଗଲା।
ମୂଳା ରାଇତା ଗରମ ପାତ୍ରରେ ଜିରାକୁ ଭାଜି ଦିଅନ୍ତୁ ଏବଂ ସେଥିରେ କୋରା ମୂଳା, ଧନିଆ ପତ୍ର, କଟା ଅଦା ସବୁକୁ ପକାନ୍ତୁ।ସେଥିରେ ଦହି ପକାଇ ଭଲକରି ଫେଣ୍ଟି ଦିଅନ୍ତୁ।ଶେଷରେ ଚିନି ଓ ଲୁଣ ଗୁଣ୍ଡ ଭଲକରି ମିଶାଇ ଦିଅନ୍ତୁ।କିଛି ସମୟ ପରେ ଆଣି ତାକୁ ବ୍ୟବହାର କରନ୍ତୁ।ଏଥର ମୂଳା ରାଇତା ପ୍ରସ୍ତୁତ ହୋଇଗଲା।
ମହାପ୍ରସାଦ ଏହି ଧୁଆ ଭାତରେ ଦରକାର ଅନୁସାରେ ପାଣି ରଖିବେ।ଏହାପରେ ଦହି ମିଶାଇବେ।ଅଦାକୁ ସଫା କରି ଛେଚି ସେହି ଭାତରେ ପକାଇବେ।ଆବଶ୍ୟକ ଅନୁଯାୟୀ ଲୁଣ ମିଶାଇବେ ଯେପରି ଲୁଣିଆ ନ ହୋଇଯାଏ।ଜିରାକୁ କରେଇରେ ଅଳ୍ପ ଭାଜି ଥଣ୍ଡା କରି ଏହି ଭାତରେ ମିଶାଇବେ।ସବୁ ମିଶି ସାରିବା ପରେ ଭାତକୁ ଭଲକରି ଗୋଳାଇ ଦେବେ।ଏଥର ଦହି ପଖାଳ ପ୍ରସ୍ତୁତ ହୋଇଗଲା।
ଖୁଦି ନଡ଼ିଆ ପ୍ରଥମେ ଶୁଖିଲା ନଡ଼ିଆରୁ ଛୋଟ ଛୋଟ,ସରୁ ସରୁ ନଡ଼ିଆ ବାହାର କରି ଅଲଗା ରଖନ୍ତୁ।ଚୁଲିରେ ପାତ୍ର ବସେଇ କରେଇକୁ ଗରମ କରି ଚିନି ପକାଇ ଘାଣ୍ଟନ୍ତୁ।ଚିନି ଅଠାଳିଆ ହୋଇ ଆସିଲେ ଏହି ଚିନିରେ ପ୍ରସ୍ତୁତ ହୋଇ ରହିଥିବା ନଡ଼ିଆ ପାତିକୁ ପକାଇ ଭଲକରି ଘାଣ୍ଟନ୍ତୁ।ନଡ଼ିଆ ପାତି ଚିନି ସିରାରେ ଲାଗି ମେଞ୍ଚି ମେଞ୍ଚି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ତଳେ ରଖିବେ।ଥଣ୍ଡା ହୋଇଗଲେ ବ୍ୟବହାର କରିପାରିବେ।ଏଥର ନଡ଼ିଆ ପାତି ବା ଖୁଦି ନଡ଼ିଆ ପ୍ରସ୍ତୁତ ହୋଇଗଲା।
ଖଟା ଗରମ ଘିଅ ପାତ୍ରରେ ଜିରା ଫୁଟାନ୍ତୁ ଓ ସେଥିରେ କୋରା ନଡ଼ିଆ ଓ ତେନ୍ତୁଳି ରସ ଦେଇ ଭାଜନ୍ତୁ।ଏହା ଭଲରେ ଭଜା ସରିବା ପରେ ଏଥିରେ ପ୍ରସ୍ତୁତ ସେଓକୁ ପକାନ୍ତୁ।ଏହାକୁ ଭଲକରି ଗୋଳାନ୍ତୁ ଓ ତା' ଉପରେ ମଧୁରି ଏବଂ ଗୁଣ୍ଡ ସୋରିଷ ପକାଇ ତାକୁ ଗୋଳାନ୍ତୁ।ଏମିତି ଗୋଳାଇ ଚାଲନ୍ତୁ ଯେପର୍ଯ୍ୟନ୍ତ ସେଓ ଖଟା ପ୍ରସ୍ତୁତ ହୋଇନାହିଁ।ସେଓ ଖଟା ପ୍ରସ୍ତୁତ ହୋଇଗଲେ ଏହାକୁ ଚୁଲ୍ଳିରୁ ତଳକୁ ଓହ୍ଲାଇ ଦିଅନ୍ତୁ।ଏଥର ସେଓ ଖଟା ପ୍ରସ୍ତୁତ ହୋଇଗଲା।