Top 10 similar words or synonyms for ଋଗ

ଋକବ    0.809777

ପଦଳନ    0.788461

ଋକ    0.761007

ଉଳଧ    0.755912

ଭଗନ    0.748307

ମଣବ    0.729303

ଶନଶ    0.726112

ଶନକ    0.725898

ବଦଳନ    0.724285

ଶନକର    0.724114

Top 30 analogous words or synonyms for ଋଗ

Article Example
ଭାରତୀୟ ମହିଳା ପ୍ରାଚୀନ ବେଦିକ କାଳରେ ଭାରତୀୟ ମହିଳା ମାନେ ପୁରୁଷ ମାନଙ୍କ ସହ ସମସ୍ତ କ୍ଷେତ୍ରରେ ଅଧିକାର ପ୍ରାପ୍ତ ହଉଥିବା କଥା ଭାରତୀୟ ବେଦରୁ ପ୍ରମାଣ ମିଳେ ।   ପତଞ୍ଜଳି ଓ କାତ୍ୟାୟନଙ୍କ ପରି ପ୍ରାଚୀନ ବ୍ୟାକରଣ ବିଷାରଦଙ୍କ ଲେଖାରୁ ଜଣାପଡେ ଯେ ବେଦିକ ସମୟରେ ମହିଳା ମାନେ ମଧ୍ୟ ପୁରୁଷ ମାନଙ୍କ ପରି ବିଦ୍ୟା ଲାଭ କରୁଥିଲେ ।  ଋଗ ବେଦର ଶ୍ଳୋକରୁ ଏହା ମଧ୍ୟ ପ୍ରମାଣ ହୁଏ ଯେ ସେ କାଳରେ ମହିଳା ମାନେ ଉପଯୁକ୍ତ ବୟସରେ ବିବାହ କରୁଥିଲେ ଓ ନିଜ ପସନ୍ଦର ପଟି ପାଉଥିଲେ । ସେ କାଳରେ ସ୍ଵୟଂବର ପ୍ରଥାଦ୍ଵାରା ମହିଳା ମାନେ ନିଜ ପସନ୍ଦର ବର ଚୟନ କରିବା ବିଧି ରହିଥିଲା । ଏହାକୁ " ଗନ୍ଧର୍ବ " ବିବାହ କୁହାଯାଉଥିଲା । . ଋଗ ବେଦ ଓ  ଉପନିଷଦ ମାନଙ୍କରେ ପ୍ରାଚୀନ କାଳରେ " ଗାର୍ଗୀ ଓ " ମୈତ୍ରେଇ "ଙ୍କ ପରି ଅନେକ ସାଧ୍ଵୀ ତଥା ବିଦ୍ଵାନ ମହିଲା ଥିବା କଥା ଉଲ୍ଲେଖ ରହିଛି । ,  
ନାଲାୟିରା ଦିବ୍ୟ ପ୍ରବନ୍ଧମ ଏହି ପଦ୍ୟାବଳିରେ ଭଗବାନ ବିଷ୍ଣୁଙ୍କ ନାରାୟଣ ଓ ଅନ୍ୟ ଅବତାରର ପ୍ରଶଂଷା ଓ ଆରାଧନା ମୂଳକ ଭାଷାରେ ରଚିତ । ଏହା ଅଲଭର୍ସ ମାନେ ବିଭିନ୍ନ  ପବିତ୍ର ଆସ୍ଥାନ ମାନଙ୍କୁ ଗାୟନ କରୁଥିଲେ । ତାମିଲ ବୈଷ୍ଣବ ମାନେ ଉଭୟ ବେଦାନ୍ତୀ ଥିଲେ ଓ ସେମାନେ ଋଗ ବେଦ , ଯଜୁୟବେଦ , ସାମବେଦ ଅଥର୍ବବେଦ ସହିତ ତାମିଲ ଭାଷାରେ ବେଦର ମାନନ୍ୟତା ଦିଆ ଯାଉଥିବା ତିରୁଭୟମୋଲି ,କୁ ବିଭିନ୍ନ ମନ୍ଦିର ଯଥା , ଶ୍ରୀରଙ୍ଗମଠାରେ ଗାୟନ କରୁଥିଲେ । ଦିବ୍ୟ ପ୍ରବନ୍ଧମ ଦୈନିକ ଉପାସନାର ଏକ ଅଭିନ୍ନ ଅଙ୍ଗ ହେଇ ଏବେ ସୁଦ୍ଧା ପ୍ରଚଲିତ । 
ସ୍ଥାନେଶ୍ବର ମହାଦେବ ମନ୍ଦିର କିମ୍ବଦନ୍ତୀ ଅଛି , ଏଠାରେ ଥିବା ଜଳାଶୟର ଜଳ ଅତ୍ୟନ୍ତ ପବିତ୍ର । ଏହାର କିଛି ବୁନ୍ଦା ଜଳ ରାଜା ବନଙ୍କ କୁଷ୍ଠ ଋଗ ଭଲ କରିଦେଇଥିଲା । କୁରୁକ୍ଷେତ୍ର ତୀର୍ଥ ଯାତ୍ରା ଏହି ମ୍ମନ୍ଦିର ଦର୍ଶନା ବିନା ଅସମ୍ପୂର୍ଣ ରହିଥାଏ । କୁହାଯାଇ ଭଗବାନ ଶିବଙ୍କୁ ଲିଙ୍ଗା ଆକାରରେ ଏଠାରେ ପ୍ରଥମେ ଉପାସନା କରାଯାଇଥିଲା । ମହାଭାରତର କୁରୁ ରାଜା ଏଠାରେ ଯମୁନା ନଦୀ କୁଳରେ ତପସ୍ୟା କରିଥିଲେ ଓ ମହାବୀର ପରଶୁରାମ ଏଠାରେ ଅନେକ  କ୍ଷ୍ଯାତ୍ରିୟଙ୍କୁ ବଧ କରିଥିଲେ ।