Top 10 similar words or synonyms for ଉବ

jehangir_tomb    0.812622

sitcom    0.811154

olmec    0.809841

jhumuka    0.809800

mauritius    0.809429

decarch    0.809407

portals    0.807622

khiva    0.806705

castella    0.804890

bookstore    0.802097

Top 30 analogous words or synonyms for ଉବ

Article Example
ବିଭୁଦତ୍ତ ମିଶ୍ର ବିଭୁଦତ୍ତ ମିଶ୍ର (୧୯୩୬-୨୦୦୩), (କୁଦିଆରୀ, ଜଟଣୀ, ଖୋର୍ଦ୍ଧା) ଜଣେ ରୋମାଣ୍ଟିକ କବି ଭାବରେ ପାଠକର ଅନେକ ଶ୍ରଦ୍ଧାର ପାତ୍ର । ସେ ପ୍ରେମ-ପ୍ରଣୟକୁ ନେଇ ଏପରି କବିତା ଲେଖିପାରନ୍ତି ଯାହା ତାଙ୍କୁ "ଧୂପ"ର କବି ମାୟଧର ମାନସିଂହଙ୍କ ଯଥାଥ` ଉତ୍ତରସାଧକର ଗୌରବ ଦେଇଛି । "ଉବ`ଶୀର ଚିଠି", "ଶହେଟି ସନେଟ୍", "ସ୍ମୃତି ବିସ୍ମୃତି", "ହେ ସାରଥି ରଥ ରଖ" ପ୍ରଭୃତି ଉଲ୍ଲେଖନୀୟ । ସନେଟ୍ ରଚାନାରେ ସେ ସମସାମୟିକ କବିମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ତାଙ୍କ କବିତାରେ ନାରୀର ପ୍ରେମ-ବିରହ ନେଇ ଆବେଗ-ଉଛ୍ଛ୍ଵାସ ବେଶ୍ ହୃଦ୍ୟ । ଓଡ଼ିଆ କବିତାରେ ଜଣେ ରୋମାଣ୍ଟିକ କବି ଭାବରେ ତାଙ୍କ ଆବେଗଧମି`ତାର ସ୍ଵର ତାଙ୍କ ସ୍ଵାତନ୍ତ୍ର୍ୟ ପ୍ରତିଷ୍ଠା ହୋଇଛି ସହାୟକ । ସେ ଜଟଣୀ ନିକଟବତ୍ତୀ କୁଦିଆରୀ ଗାଁରେ ଜନ୍ମ୍ ଗ୍ରହଣ କରିଥିଲେ । ସେ ବୃତ୍ତିରେ ଅଧ୍ୟାପକ ଥିଲେ ।