Top 10 similar words or synonyms for ଉପସମ

ଏନଏସଆଇଡ    0.851636

nausea    0.825125

levels    0.820603

pressure    0.814264

seizures    0.813184

lung    0.812022

hormone    0.811005

examination    0.809939

vomiting    0.807061

counts    0.807061

Top 30 analogous words or synonyms for ଉପସମ

Article Example
ଶର୍ଦ୍ଦି ଲକ୍ଷଣ ଉପସମ ନିମନ୍ତେ ଆଇବୁପ୍ରୋଫେନ ଓ ପାରାସେଟାମଲ୍ ଭଳି ଔଷଧ ଦେଲେ ଯନ୍ତ୍ରଣା ଲାଘବ ହୁଏ । କାଶ ଔଷଧଦ୍ଵାରା ଯନ୍ତ୍ରଣା ଉପସମକାରୀ ଔଷଧ ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ତଥ୍ୟ ନାହିଁ ବରଂ ପିଲାମାନଙ୍କର ହାନିକାରକ ହେବା ପ୍ରମାଣ ଅଛି । ବୟସ୍କମାନଙ୍କୁ ନାକରେ ପକେଇବା ଔଷଧ ଦିଆଯାଇ ପାରେ ।
ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲ ଏଥିନିଲଏସ୍ଟ୍ରାଡିଅଲ/ଲେଭୋନରଜେସ୍ଟ୍ରେଲ (ଇଂରାଜୀ ଭାଷାରେ Ethinylestradiol/levonorgestrel) ଏକ ମିଶ୍ରିତ ଜନ୍ମ ନିରୋଧକ ବଟିକା () ଯେଉଁଥିରେ ଏଥିନିଲଏସ୍ଟ୍ରାଡିଅଲ () ଯାହା ଏକ ଏସ୍ଟ୍ରୋଜେନ () ଓ ଲେଭୋନରଜେସ୍ଟ୍ରେଲ ଯାହା ଏକ ପ୍ରୋଜେସ୍ଟିନ (progestin) ଥାଏ । ଜନ୍ମ ନିରୋଧ, ଋତୁସ୍ରାବ ଲକ୍ଷଣ ଉପସମ, ଏଣ୍ଡୋମେଟ୍ରିଓସିସ ଓ ଆଶୁ ଜନ୍ମ ନିରୋଧ () ନିମନ୍ତେ ବ୍ୟବ‌ହାର କରାଯାଏ । ଏହା ପାଟିରେ ଦିଆଯାଏ ।
ଅସ୍ଥି ଭଗ୍ନ ଅସ୍ଥି ଭଗ୍ନର ଚିକିତ୍ସା ମୂଖ୍ୟତଃ ଦୁଇ ଭାଗରେ ବିଭକ୍ତ ଯଥା ରକ୍ଷଣଶୀଳ(Conservative or closed) ଓ ଅପରେଶନ(Open) । ଯନ୍ତ୍ରଣା ଉପସମ,ଅଚଳନ(Immobilisation), ଏବଂ ଅନ୍ୟାନ୍ୟ ବିନା ଅପରେଶନ ଚିକିତ୍ସା; ଏହି ତିନି ପ୍ରକାର ଚିକିତ୍ସା ରକ୍ଷଣଶୀଳ ଚିକିତ୍ସା ଅନ୍ତର୍ଭୁକ୍ତ ।
କ୍ରନ୍ ରୋଗ କ୍ରନ ରୋଗକୁ ଆରୋଗ୍ୟ କରିବା ନିମନ୍ତେ କୌଣସି ଔଷଧ ବା ଅପରେଶନ ନାହିଁ । ରୋଗ ଲକ୍ଷଣ ଦୂର କରିବା, ଉପସମ କରିବା ଓ ପୁନଶ୍ଚ ନ ହେବା ନିମନ୍ତେ ଏହାର ଚିକିତ୍ସା କରାଯାଏ । ନୂତନ ରୋଗ ନିର୍ଣ୍ଣୟ ହୋଇଥିଲେ ଶୀଘ୍ର ଉପସମ ନିମନ୍ତେ ସ୍ଟିରଏଡ ଦିଆଯାଏ ଓ ତାହା ଆଉଥରେ ନ ହେବା ନିମନ୍ତେ ମେଥିଟ୍ରେକ୍ସେଟ କିମ୍ବା ଥାୟୋପ୍ୟୁରିନ ଦିଆଯାଏ । ଧୁମ୍ରପାୟୀଙ୍କର ଧୁମ୍ରପାନ ତ୍ୟାଗ କରିବା ଏକ ଅତ୍ୟାବଶ୍ୟକ ଉପଦେଶ । ପ୍ରତି ପାଞ୍ଚ ଜଣରେ ଜଣେ ପ୍ରତି ବର୍ଷ ଡାକ୍ତରଖାନାରେ ଆଡମିଶନ ହୁଅନ୍ତି ଓ ସେଥିରୁ ଅଧା ଲୋକଙ୍କର ଦଶ ବର୍ଷ ମଧ୍ୟରେ କେତେବେଳେ ହେଲେ ଅପରେଶନ ଆବଶ୍ୟକ ହୁଏ । ଏହି ରୋଗରେ ପୂଜ କାଢ଼ିବା, ଖାଦ୍ୟନଳୀ ଅବରୋଧ ଦୂରକରିବା ଓ କର୍କଟ ରୋଗ ନିମନ୍ତେ ସାମାନ୍ୟ ଅପରେଶନ ଆବଶ୍ୟକ ହୋଇପାରେ । ରୋଗ ଆରମ୍ଭ ହେବାର ଆଠ ବର୍ଷ ପରେ ଓ କିଛି ବର୍ଷ ଅନ୍ତରରେ ବାରମ୍ବାର କର୍କଟ ରୋଗ ନିମନ୍ତେ କୋଲୋନୋସ୍କୋପି କରିବା ଉଚିତ୍ ।
କାର୍ବିଡୋପା/ଲେଭୋଡୋପା କାର୍ବିଡୋପା/ଲେଭୋଡୋପା, ଅନ୍ୟ ପରିଚିତ ନାମ ଲେଭୋକାର୍ବ ଓ କୋକେୟାରଡୋପା, ଦୁଇଟି ଔଷଧ କାର୍ବିଡୋପା ଓ ଲେଭୋଡୋପାର ମିଶ୍ରଣରେ ତିଆରି । ଏହା ପ୍ରାଥମିକ ଭାବରେ ପାର୍କିନସନ ରୋଗ ରୋଗର ଲକ୍ଷଣ ଉପସମ ନିମନ୍ତେ ବ୍ୟବ‌ହାର କରାଯାଏ, କିନ୍ତୁ ରୋଗର ଧାରା ବଦଳେନାହିଁ । ଏହା ପାଟି ମାଧ୍ୟମରେ ଦିଆଯାଏ ।ଏହାର ପ୍ରଭାବ ଆରମ୍ଭ ହେବା ନିମନ୍ତେ ୨ରୁ ୩ ସପ୍ତାହ ଲାଗେ । ପ୍ରତ୍ୟେକ ଡୋଜର ପ୍ରଭାବ ଦଶ ମିନିଟ ମଧ୍ୟରେ ପ୍ରକାଶ ପାଏ ଓ ୫ ଘଣ୍ଟା ପର୍ଯ୍ୟନ୍ତ ରହେ ।