Top 10 similar words or synonyms for ଉଦରର

counts    0.868095

clots    0.851042

ଧରଣତ    0.849367

constipation    0.842314

ଇଓସ    0.834708

ହଦନ    0.833890

ଆବରଣକ    0.830670

abdominal    0.830668

breakdown    0.830100

nausea    0.825239

Top 30 analogous words or synonyms for ଉଦରର

Article Example
ସିଜରିଆନ ସେକସନ ପ୍ରାୟ ୪୫ ମିନିଟ ସମୟରେ ସି-ସେକସନ ସମାପ୍ତ ହୁଏ । ସର୍ବାଙ୍ଗିକ ନିଶ୍ଚେତନ () ବା ସୁଷୁମ୍ନା ନିଶ୍ଚେତନ () ଦେଇ ଏହି ଅପରେଶନ କରାଯାଏ । ମୂତ୍ର ନିସ୍କାଷନ ନିମନ୍ତେ ମୂତ୍ରାଶୟରେ () ମୂତ୍ରୀୟ କାଥେଟର ( ଭର୍ତ୍ତି କରିଦିଆଯାଏ ଓ ତା'ପରେ ଉଦରର ଚର୍ମକୁ ବିଶୋଧନ () କରାଯାଏ । ତା'ପରେ ଉଦରର ନିମ୍ନ ଅଂଶରେ ଏକ ୧୫ସେମି ବା ୬ ଇଞ୍ଚ ଲମ୍ବର ଇନସିସନ () ଦିଆଯାଏ । ଜରାୟୁରେ ଏକ ଦ୍ୱିତୀୟ ଇନସିସନ ଦେଇ ଶିଶୁକୁ ବାହାର କରାଯାଏ । ତା'ପରେ ଇନସିସନମାନଙ୍କୁ ସିଲେଇ କରିଦିଆଯାଏ । ଅପରେଶନ ରୁମରୁ ବାହାରି ଚେତା ଆସିବା ସଙ୍ଗେ ସଙ୍ଗେ ମାଆ ଶିଶୁକୁ ସ୍ତନ୍ୟପାନ ଆରମ୍ଭ କରାଏ । ଅଧିକାଂଶ ସମୟରେ ଆରୋଗ୍ୟ ହେବା ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ଘରକୁ ଯାଇହୁଏ ।
ଅଗ୍ନ୍ୟାଶୟ ଅକ୍ଷମତା ଉଦରର ପାର୍ଶ୍ଵରେ ମୋଡିହେଲା ଭଳିଆ ପୀଡା ହୋଇଥାଏ । ପିଠିରେ ମଧ୍ୟ ପୀଡା ହୋଇପାରେ ।ଏହା ଅତି ତୀବ୍ର ହୋଇଯାଇ ଥାଏ , କିଛି ଖାଇବା ପରେ କିମ୍ବା କିଛି ତରଳ ପିଇବାପରେ ।ଏହି ବ୍ୟଥା ଓ ପୀଡା ସଂପୂର୍ଣ୍ଣ ଭାବେ ଅନୁପସ୍ଥିତ ହୋଇଥାଏ , ଯେତେବେଳେ ଅଗ୍ନ୍ୟାଶୟରୁ ସଂପୂର୍ଣ୍ଣ ଭାବେ ପାଚକ ରସର କ୍ଷରଣ ବନ୍ଦ ହୋଇଯାଇଥାଏ ।
ପିତ୍ତାସ୍ମରୀ ପିତ୍ତାସ୍ମରୀ (ଇଂରାଜୀ ଭାଷାରେ ଗଲ୍‌ସ୍ଟୋନ/ gallstone) ଦେହରେ ଥିବା ପିତ୍ତକୋଷରୁ ନିର୍ଗତ ପିତ୍ତରୁ ତିଆରି ଏକ ପ୍ରକାର ପଥରକୁ କୁହାଯାଏ । ପିତ୍ତକୋଷରେ ପିତ୍ତାସ୍ମରୀ ରହିଥିବା ଯୋଗୁ ବା ପିତ୍ତାସ୍ମରୀ ଥିବା ଯୋଗୁ ହେଉଥିବା ବେମାରୀକୁ କୋଲିଲିଥିଆସିସ () ରୋଗ କୁହାଯାଏ । ପିତ୍ତାସ୍ମରୀ ଥିଲେ ମଧ୍ୟ ପ୍ରାୟ ୮୦% ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ । ପିତ୍ତାସ୍ମରୀ ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ଉଦରର ଉପର ପାର୍ଶ୍ୱରେ ପ୍ରତିବର୍ଷ କ୍ରାମ୍ପ ଧରଣର ଯନ୍ତ୍ରଣା ହୁଏ ଯାହାକୁ ବିଲିଆରି କଲିକ କୁହାଯାଏ । ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ () ହୋଇପାରେ । ଜଟିଳ ରୋଗ ହେବାର ଲକ୍ଷଣ: ୫ ଘଣ୍ଟାରୁ ଅଧିକ ସମୟର ଯନ୍ତ୍ରଣା, ଜ୍ୱର, କାମଳ, ବାନ୍ତି ଓ ଚା' ରଙ୍ଗର ପରିସ୍ରା ହୁଏ ।
ପିତ୍ତକୋଷ ପ୍ରଦାହ ପିତ୍ତକୋଷ ପ୍ରଦାହ (ଇଂରାଜୀରେ କୋଲିସିସ୍ଟାଇଟିସ/ Cholecystitis) ରୋଗ ଦେହରେ ଥିବା ପିତ୍ତକୋଷର ପ୍ରଦାହକୁ ବୁଝାଏ । ଏହାର ଲକ୍ଷଣ: ଉଦରର ଉପର ଡାହାଣ ଏକ ଚତୁର୍ଥାଂଶରେ ଯନ୍ତ୍ରଣା, ଓକାଳ, ବାନ୍ତି ଓ ବେଳେବେଳେ ଜ୍ୱର ହୁଏ । ଅନେକ ସମୟରେ ଆକ୍ୟୁଟ ପିତ୍ତକୋଷ ପ୍ରଦାହ ଆରମ୍ଭ ହେବା ପୂର୍ବରୁ ପିତ୍ତକୋଷ ଯନ୍ତ୍ରଣା ହୁଏ । ପ୍ରଦାହ ହେଲେ ଅଧିକ ସମୟ ଧରି ଯନ୍ତ୍ରଣା ହୁଏ । ଉପ‌ଯୁକ୍ତ ଚିକିତ୍ସା ନ ପାଇଲେ ଏହି ପ୍ରଦାହ ପୁନଃପୁନଃ ହୁଏ । ପିତ୍ତକୋଷ ପ୍ରଦାହ ରୋଗ ଜଟିଳ ହେଲେ ପତ୍ତାସ୍ମରି (ପିତ୍ତକୋଷ ପଥର) ଅଗ୍ନାଶୟ ପ୍ରଦାହ (), ସାଧାରଣ ପିତ୍ତନଳୀ ପଥର () ଓ କୋଲାଞ୍ଜାଇଟିସ ବା ସାଧାରଣ ପିତ୍ତନଳୀ ପ୍ରଦାହ () ରୋଗମାନ ହୋଇପାରେ ।
ହାର୍ନିଆ ହାର୍ନିଆ ନାମ ଦିଆଯାଏ ଯେତେବେଳେ କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନ‌ଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ । ବିଭିନ୍ନ ପ୍ରକାର ହାର୍ନିଆ ଦେହରେ ହୁଏ । ସାଧାରଣତଃ ଏହା ଗ୍ରଏନ (groin) ବା ଉଦରର ଉରୁମୂଳରେ ହୁଏ । ଉରୁମୂଳରେ ଦୁଇପ୍ରକାର ହାର୍ନିଆ ହୋଇପାରେ ଯଥା ଇଙ୍ଗୁଇନାଲ ହାର୍ନିଆ, ଯାହା ଅଧିକ ଅଧିକ ଦେଖାଯାଏ ଓ ଫିମୋରାଲ ହାର୍ନିଆ । ଅନ୍ୟ କେତେକ ହାର୍ନିଆମାନଙ୍କର ନାମ: ହିଆଟସ ହାର୍ନିଆ, ଇନସିସନାଲ ହାର୍ନିଆ ଓ ଅମ୍ବିଲିକାଲ ହାର୍ନିଆ । ଗ୍ରଏନ ହାର୍ନିଆରେ ୬୬% ଲୋକଙ୍କର ଲକ୍ଷଣ ବାହାରେ । ଏହାର ଲକ୍ଷଣ ମଧ୍ୟରେ କାଶ, ବ୍ୟାୟାମ ଓ ମଳତ୍ୟାଗ ବେଳେ ହାର୍ନିଆ ଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ଅଧିକାଂଶ ସମୟରେ ଦିନସାରା କଷ୍ଟ ହୁଏ ଓ ତଳେ ଗଡ଼ିପଡ଼ିଲେ କମିଯାଏ । ହାର୍ନିଆ ସ୍ଥାନରେ ଫୁଲା ଦେଖାଯାଏ ଯାହା ଯୋରରେ କୁନ୍ଥେଇଲେ ବଢ଼ିଯାଏ । ବାମ ପାଖ ଅପେକ୍ଷା ଡାହାଣ ପାଖରେ ବେଶୀ ଗ୍ରଏନ ହାର୍ନିଆ ହୁଏ । ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ସ୍ଟ୍ରାଙ୍ଗୁଲେସନ; ଯେଉଁଥିରେ ଅଙ୍ଗର କିଛି ଅଂଶ ଚିପି ହୋଇଯାଏ ଓ ସେଥିଯୋଗୁ ରକ୍ତନଳୀ ଚିପି ହୋଇ ସେହି ଅଙ୍ଗକୁ ରକ୍ତ ସରବରାହ ହୋଇ ପାରେନାହିଁ । ସ୍ଟ୍ରାଙ୍ଗୁଲେସନ ହେଲେ ପ୍ରବଳ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ । ହିଆଟସ ହାର୍ନିଆ ରୋଗ ହେଲେ ଛାତି ଜଳାପୋଡ଼ା ହୁଏ, ଛାତି ଯନ୍ତ୍ରଣା ହୁଏ ବା ଖାଇବା ବେଳେ କଷ୍ଟ ହୁଏ ।