Top 10 similar words or synonyms for ଆସନ

ସନକ    0.725663

ପହଞ    0.688239

ପହ    0.682973

ଆଗର    0.682020

ରହର    0.681817

ଗଜପତ    0.678491

ରହ    0.662763

ମବ    0.662262

ଵୟ    0.661726

କରନ    0.660480

Top 30 analogous words or synonyms for ଆସନ

Article Example
ଆସନ ଆସନ (ହିନ୍ଦି - आसन - "āsana")ର ଅର୍ଥ ହେଲା ବସିବା। ) ଯୋଗରେ ଏହା ଶରୀରର ଏକ ସ୍ୱତନ୍ତ୍ର ବସିବା ମୁଦ୍ରା। . ଯୋଗ ଅଭ୍ୟାସ ଦିଗରୁ ଦେଖିଲେ ଆସନର ଦୁଇଟି ଅର୍ଥ ରହିଛି, ଅଭ୍ୟାସୀ ଯେଉଠି ବସେ ଓ ଅଭ୍ୟାସୀ ଯେଉଁପରି ବସେ। ପତଞ୍ଜଳୀଙ୍କ ଯୋଗସୂତ୍ର ଅନୁସାରେ ସ୍ଥିର ସୁଖଂ ଆସନଂ, ଅର୍ଥାତ ଏମିତି ଏକ ବସିବାର ଶୈଳୀ ଯେଉଁଥିରେ ଅଧିକ କାଳ ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ସ୍ଥିର ଓ ନିରୁଦ୍ବିଗ୍ନ ଭାବେ ବସିହୁଏ।
ଆସନ ପତଞ୍ଜଳୀଙ୍କ ଯୋଗସୂତ୍ରରେ ବର୍ଣ୍ଣିତ ଆସନମାନଙ୍କ ଭିତରୁ ‘ମେରୁଦଣ୍ଡକୁ ସିଧାକରି ବସି ରହିବାର ସ୍ଥିତି’ ହେଉଛି ମୌଳିକ ଆସନ। ତାଙ୍କ ଅନୁସାରେ ସ୍ଥିର ଭାବରେ ଏକ ସ୍ଥିତିରେ ସହଜତାର ସହିତ ବସି ରହିବା ହିଁ ଆସନ। ଏପରି ବସି ରହି ଧ୍ୟାନ କରିବାଦ୍ୱାରା ଆତ୍ମ ସାକ୍ଷାତକାର ବା ସମାଧି ପ୍ରାପ୍ତ ହୁଏ। ଆସନ ଓ ପ୍ରାଣାୟାମକୁ ମିଶାଇ ପରବର୍ତ୍ତି କାଳରେ ହଠଯୋଗ ନାମକ ଶାରୀରିକ ଉତ୍କର୍ଷ ଲାଭ କରିବାର ପ୍ରଣାଳୀ ମଧ୍ୟ ବିକଶିତ ହୋଇଛି। କିନ୍ତୁ ପ୍ରକୃତ ପକ୍ଷେ ପତଞ୍ଜଳୀ ଋଷିଙ୍କ ପ୍ରଣିତ ରାଜଯୋଗର ଅଷ୍ଟାଙ୍ଗ ଚରଣ ଭିତରୁ ଆସନ ହେଉଛି ସମାଧି ଲାଭ କରିବାର ପ୍ରଥମ ପଦକ୍ଷେପ।
ଆସନ ଏହି ସ୍ଥିତି ଗୁଡ଼ିକର ନାମ ଅନେକ ସ୍ଥଳରେ କୌଣସି ପ୍ରାଣୀର ଆକାର ଦୃଷ୍ଟିରୁ ତା’ର ନାମ ଅନୁସାରେ ନାମିତ ହୋଇଛି - ଯଥା ମଣ୍ଡୁକାସନ (ଏକ ବେଙ୍ଗ ପରି ଶାରୀରିକ ସ୍ଥିତି)। ପ୍ରତିଟି ଆସନ ଶରୀରର ନିର୍ଦ୍ଦିଷ୍ଟ ଅଙ୍ଗ ଉପରେ ଚାପ ପକାଇଥାଏ ଓ ସେହି ଅଙ୍ଗକୁ ରକ୍ତ ସଞ୍ଚାଳନ ସୁଗମ କରାଇ ତତ୍ ସମ୍ପର୍କିତ ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ନମନୀୟତା ଓ ପ୍ରାଣଶକ୍ତିକୁ ବଢାଏ। ତେଣୁ ଯଦିଓ ଆସନର ଆବିଷ୍କାର ଏକ ସ୍ଥିତିରେ ଅଧିକକାଳ ବସି ରହିବାର କ୍ଷମତାକୁ ବିକାଶ କରିବା ପାଇଁ ହୋଇଥିଲା, ପରବର୍ତ୍ତୀ କାଳରେ ଶାରୀରିକ କସରତ ହିସାବରେ ଏହାର ବହୁଳ ପ୍ରସାର ହୋଇଛି। ଆଜିକାଲି ଆସନ ବା ଯୋଗାସନ କହିଲେ ଲୋକେ ଶାରୀରର ବିଭିନ୍ନ ସ୍ଥିତିକୁହିଁ ବୁଝିଥାନ୍ତି।
ଆସନ ଅଷ୍ଟାଙ୍ଗ ଯୋଗର ଅନ୍ୟାନ୍ୟ ଅଙ୍ଗ ଗୁଡ଼ିକ ହେଲା ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଆଉ ସମାଧି।
ଆସନ ଅନୁଶାସନ ମାଧ୍ୟମରେ ଶରୀର ଉପରେ ନିୟନ୍ତ୍ରଣ ଲାଭ କରି ପାରିଲେ ଯୋଗୀ ବା ଯୋଗିନୀ ( ପୁରୁଷ ବା ସ୍ତ୍ରୀ ଅଭ୍ୟାସକାରୀ/ଅଭ୍ୟାସ କାରିଣୀ) ଥଣ୍ଡା-ଗରମ, ସୁଖ-ଦୁଃଖ ଆଦି ଦ୍ୱୈତତାରୁ ମୁକ୍ତି ପାଆନ୍ତି। ଏହା ଅଦ୍ୱୈତବାଦ ଓ ଏହା ସାଂଖ୍ୟବାଦୀ ହିମାଳୟର ସିଦ୍ଧମାନଙ୍କ ଠାରୁ ବିକଶିତ ହୋଇଛି।
ଆସନ ଅଧୁନା ଯୋଗକୁ କେବଳ ଶାରୀରିକ କସରତ ହିସାବରେ ପରିଗଣିତ କରା ଯାଏ। ଶବାସନରେ ନିର୍ଜୀବବତ୍ ପଡ଼ି ରହିବାଠାରୁ ଶୀର୍ଷାସନରେ ମୁଣ୍ଡ ତଳକୁ କରି ଗୋଡ଼କୁ ଉପରକୁ କରିବାର ବିପରୀତ ମୁଦ୍ରା ପର୍ଯ୍ୟନ୍ତ ଶରୀରର ବିବିଧ ସ୍ଥିତିକୁ ନେଇ ଅନେକ ଗୁଡ଼ିଏ ଆସନ ବିକଶିତ ହୋଇଛି। କିନ୍ତୁ ଏକ ସ୍ଥିତିରେ ଅଧିକ କାଳ ବସିରହିବା ହେଉଛି ପୁରାତନ ରାଜ ଯୋଗର ଅଷ୍ଟାଙ୍ଗ ଚରଣ ଅନ୍ତର୍ଗତ ତୃତୀୟ ଚରଣ।
ଆସନ ଆସନ କରିବା ଆଗରୁ ନିମ୍ନଲିଖିତ ପୂର୍ବ ପ୍ରସ୍ତୁତି ଆବଶ୍ୟକ:
ଆସନ ତାଲିକା ତଳେ କେତୋଟି ଆସନର ତାଲିକା ଦିଆ ଯାଇଛି। ବିଭିନ୍ନ ସମ୍ପ୍ରଦାୟ ଓ ଯୋଗଗୁରୁଙ୍କ ହିସାବରେ ଏଠାରେ ପ୍ରଦତ୍ତ ଆସନ ଗୁଡ଼ିକର ଅଲଗା ନାମ ରହିପାରେ।
ବିଧାନ ସଭା ସଭ୍ୟ ଓଡ଼ିଶା ବିଧାନ ସଭାରେ ସଭ୍ୟସଂଖ୍ୟା ୧୪୭, ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।
ବିଶ୍ୱନାଥ ପ୍ରତାପ ସିଂହ ୧୯୮୯ ମସିହା ଭାରତୀୟ ନିର୍ବାଚ୍ଚନରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ରାଷ୍ଟ୍ରୀୟ ମୋର୍ଚ୍ଚା ୧୪୬ଟି ଆସନ ପ୍ରାପ୍ତ କରିଥିଲେ। ଭାଜପାର ୮୬ଟି ଆସନ ଓ ବାମ ଦଳର ୫୨ଟି ଆସନର ସାହାୟତାରେ ଭି।ପି। ସିଂହ ପ୍ରଧାନମନ୍ତ୍ରୀ ହେଇଥିଲେ। ସେ ପ୍ରଧାନମନ୍ତ୍ରୀ ହେଲା ପରେ ମଣ୍ଡଳ କମିସନ ଆନ୍ଦୋଳନ ଯୋଗୁ ଚର୍ଚ୍ଚାରେ ଆସିଥିଲେ।