Top 10 similar words or synonyms for ଆମଳକ

gayatri    0.889355

papaya    0.885164

asymptotic    0.883047

apply    0.881417

initially    0.880885

taught    0.880675

appeared    0.880003

badami    0.879361

provided    0.879339

reads    0.877772

Top 30 analogous words or synonyms for ଆମଳକ

Article Example
ଅଅଁଳା ସଂସ୍କୃତରେ ଧାତ୍ରୀ, ଆମଳକୀ, ଅମୃତ ଆମଳକ ଓ ତିଷ୍ୟଫଳା ଆଦି କୁହାଯାଏ।
ତ୍ରିଲୋଚନେଶ୍ଵର ମନ୍ଦିର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କଦ୍ୱାରା ଭାରତର ଶିବଲିଙ୍ଗଗୁଡ଼ିକ ମଧ୍ୟରୁ ୬୯ଟି ସ୍ୱୟମ୍ଭୁ ଶିବଲିଙ୍ଗଭାବେ ସମ୍ମାନ ଲାଭ କରିଥିଲା । ଏହା ମଧ୍ୟରେ ତ୍ରିଲୋଚନେଶ୍ୱରଙ୍କ ସ୍ଥାନ ୪୩ । ମନ୍ଦିରଟିର ଉଚ୍ଚତା ୬୬ଫୁଟ । ନବରଥ ଶୈଳୀରେ ନିର୍ମିତ ମୁଖଶାଳାରେ ଲଗାଯାଇଥିବା ପାର୍ବତୀ, କାର୍ତ୍ତିକେୟ, ଗଣେଶ, ବୈତାଳିକ, ଶିବତାଣ୍ଡବ, ଭୈରବ ଇତ୍ୟାଦି ମୂର୍ତ୍ତି ପରବର୍ତ୍ତୀ କାଳରେ ଏଠାରେ ଲଗାଯାଇଛି । ଏଗୁଡ଼ିକ ଷଷ୍ଠ ଶତାବ୍ଦୀରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୌଣସି ଏକ ମନ୍ଦିର ଅଂଶବିଶେଷ ବୋଲି ବିଶ୍ୱାସ କରାଯାଏ । ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ ପ୍ରସିଦ୍ଧ ନାଥଗୁରୁ ଗୋରେଖନାଥଙ୍କ ଶିଷ୍ୟ ବିରୁପାକ୍ଷନାଥ ଏଠାରେ କିଛିଦିନ ଅବସ୍ଥାନ କରିଥିଲେ । ମନ୍ଦିର ପରିସର ମଧ୍ୟରେ ଭୌମକର ରାଣୀ ଦଣ୍ଡୀ ମହାଦେବୀଙ୍କଦ୍ୱାରା ନିର୍ମିତ ଦଣ୍ଡିଶ୍ୱର ମନ୍ଦିର ସମ୍ପ୍ରତି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ମରାମତି ସମୟରେ ଏଠାରୁ ସୂର୍ଯ୍ୟମୂର୍ତ୍ତି, ଚାରିଭୂଜା ମହିଷାମର୍ଦ୍ଦିନୀ, ଅଷ୍ଟଭୂଜା ଚାମୁଣ୍ଡା, ଚାରିଭୂଜା ଚାମୁଣ୍ଡା ପାର୍ବତୀମୂର୍ତ୍ତି, ଗଣେଶମୂର୍ତ୍ତି, ପ୍ରାଚୀନ ମନ୍ଦିରର ବଜ୍ରମସ୍ତକ, ଆମଳକ ଶିଳା, ଅନେକ ପ୍ରାଚୀନ ସ୍ତମ୍ଭର ଉପରିଭାଗ, ମିଥୁନମୂର୍ତ୍ତି, କ୍ଷୁଦ୍ରକ୍ଷୁଦ୍ର ବୌଦ୍ଧ ସ୍ତୂପ ଭଳି ପଥରଖଣ୍ଡ ଯେଉଁଥିରେ କି ପୂଜକ ଶିବଲିଙ୍ଗକୁ ପୂଜା କରୁଥିବାର ଦୃଶ୍ୟ ଖୋଦିତ ହୋଇଛି, ତାନ୍ତ୍ରିକ ମନ୍ଦିରର ଉପରିଭାଗ ଆଦି ମିଳିଛି ।