Top 10 similar words or synonyms for ଆବରଣ

ନରମ    0.794996

ଚମଡ    0.791491

ପତଳ    0.787979

ତଣ    0.769867

ଖପ    0.759416

ହଜର    0.718220

ଥଣ    0.715626

ଘଷ    0.714265

ଭଲଭ    0.714171

ମଲମ    0.711383

Top 30 analogous words or synonyms for ଆବରଣ

Article Example
ମେନିଞ୍ଜାଇଟିସ୍ ମସ୍ତିଷ୍କ ଓ ମେରୁଦଣ୍ଡକୁ ଘୋଡେଇ ରଖିଥିବା ଆବରଣ ମେନିଞ୍ଜେସ୍‌ର ତିନୋଟି ସ୍ତର ଅଛି; ବାହାର ଆବରଣ ଡୁରା ମାଟରଟି ମୋଟା ଓ ଶକ୍ତ । ଏହା ବହିସ୍ଥଃ ଖପୁରି ଓ ଅନ୍ତସ୍ଥ ଆରାକ୍‌ନଏଡ୍ ସ୍ତର ସହ ଲାଗି ରହିଥାଏ । ଭିତର ଆବରଣ ପିଆ ମାଟରଟି ଅତି ସୂକ୍ଷ୍ମ, ମସ୍ତିଷ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ଓ ଅଭେଦ୍ୟ(Impermeable) । ଆରାକ୍‌ନଏଡ୍ ମାଟରଟି ଉପର ଲିଖିତ ଦୁଇ ସ୍ତର ମଝିରେ ଥାଏ । ପିଆ ଓ ଆରାକ୍‌ନଏଡ୍ ସ୍ତର ମଧ୍ୟସ୍ଥ ସ୍ଥାନକୁ ସବାଆରାକ୍‌ନଏଡ୍ ସ୍ପେସ୍ କହନ୍ତି ଓ ମସ୍ତିଷ୍କ ସୁଷୁମ୍ନା ରସ(Cerebrospinal fluid or in CSF) ଏହି ସ୍ଥାନରେ ପ୍ରବାହିତ ହୁଏ ।
କଙ୍କାଳ ବହିଃ କଙ୍କାଳ ଶରୀରର ଆବରଣ ରୁପେ ଥାଏ । ଅନେକ ଅମେରୁଦଣ୍ଡୀ ପ୍ରାଣୀମାନଙ୍କ ଦେହରେ ଥାଏ । ଏହା ଦେହର କୋମଳ ତନ୍ତୁ ଓ ଅଙ୍ଗମାନଙ୍କୁ ଘୋଡେଇ ରକ୍ଷା କରେ । ଏହି ବହିଃ କଙ୍କାଳକୁ ସମୟ କ୍ରମେ ଦେହ ବହିଷ୍କାର କରେ ଓ ତାହା ବଦଳରେ ନୂଆ ବହିଃ କଙ୍କାଳ ସୃଷ୍ଟି ହୁଏ । ଆର୍ଥୋପୋଡ ଜାତିର ବିଭିନ୍ନ ପୋକଙ୍କ ଦେହରେ ଏହା ଥାଏ । ଚିଟିନ(chitin ), କ୍ୟାଲସିୟମ ଓ ସିଲିକେଟଦ୍ଵାରା ଏହି ଆବରଣ ତିଆରି ହୋଇଥାଏ ।
ମୁଣ୍ଡ ବିନ୍ଧା "ମସ୍ତିଷ୍କରେ ଯନ୍ତ୍ରଣା ବୋଧ କରିବା ସ୍ନାୟୁ ନାହିଁ" । ଖପୁରୀ ଭିତରେ ଥିବା ମସ୍ତିଷ୍କ ଆବରଣ ଓ ଖପୁରୀ ବାହାରେ ଥିବା ଅନ୍ୟ ସଂରଚନା ଗୁଡିକରେ ଏହି ସ୍ନାୟୁ ଥିବା ଯୋଗୁ କଷ୍ଟ ଅନୁଭବ କରିହୁଏ ।
ଶଙ୍ଖ ଶଙ୍ଖ ଏକ ଗେଣ୍ତାଜାତୀୟ, କିନ୍ତୁ ଅପେକ୍ଷାକୃତ ବଡ଼ ସାମୁଦ୍ରିକ ପ୍ରାଣୀର କଠିନ ଶୁକ୍ଳବର୍ଣ୍ଣ ଆବରଣ ବା ଖୋଳ । ଶଙ୍ଖର ବର୍ଣ୍ଣ ଧଳା । ହିନ୍ଦୁ ଧର୍ମ ଅନୁସାରେ ଏହା ଅତି ଶୁଭଦାୟକ ଓ ଧନବର୍ଦ୍ଧକ ବୋଲି ବିବେଚିତ ।
ବେଲ ଏହା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ଭାରତର ପ୍ରାୟ ସବୁ ଅଞ୍ଚଳରେ ଏହା ଦେଖାଯାଏ। ଗଛଟି କଣ୍ଟାଯୁକ୍ତ ହୋଇଥାଏ। ଫଳର ବାହାର ଆବରଣ ଶକ୍ତ ହୋଇଥାଏ। ପତ୍ର ତିନିଟି ଶାଖାଯୁକ୍ତ ହୋଇଥାଏ।