Top 10 similar words or synonyms for ଆପଦ

earlier    0.898071

bounded    0.897056

torvosaurus    0.895501

pareira    0.895326

vessel    0.892978

अग    0.891635

saurolophus    0.890725

limit    0.888682

stream    0.888672

luxembourg    0.886570

Top 30 analogous words or synonyms for ଆପଦ

Article Example
ଚାରଣଗୋଷ୍ଠୀ (କ) ଆପଦ ବିପଦ ସମୟରେ ସମସ୍ତଙ୍କୁ ସାହାଯ୍ୟ କରିବା ।
ଆଘାତୋତ୍ତର ଚାପ ବେମାରୀ ଆଘାତଗ୍ରସ୍ତ ଅଧିକାଂଶ ଲୋକଙ୍କର ଏହି ରୋଗ ହୁଏ ନାହିଁ । ବାଳ ଶୋଷଣ ଓ ଧର୍ଷଣ ଭଳି ପାରଷ୍ପରିକ ଆଘାତ ପାଇଥିବା ଲୋକର ଦୁର୍ଘଟଣା ବା ପ୍ରାକୃତିକ ଆପଦ ପିଡ଼ିତ ଲୋକଙ୍କ ଅପେକ୍ଷା ଏହି ରୋଗ ହେବା ସମ୍ଭାବନା ଅଧିକ ରହେ । ଧର୍ଷଣ ପରେ ପ୍ରାୟ ଅର୍ଦ୍ଧେକ ଲୋକଙ୍କୁ ଏହି ରୋଗ ହୁଏ । ଦଶ ବର୍ଷରୁ କମ୍ ବୟସର ପିଲାଙ୍କୁ ଏହି ରୋଗ ହେବା ସମ୍ଭାବନା କମ୍ । ଆଘାତ ଘଟଣା ସ‌ହିତ ନିର୍ଦ୍ଦିଷ୍ଟ ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।
ରାବଡୋମାୟୋଲାଇସିସ ପ୍ରତି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୨୬,୦୦୦ ଲୋକଙ୍କୁ ରାବଡୋମାୟୋଲାଇସିସ ରୋଗ ହୁଏ । ଏହି ରୋଗ ବିଷୟରେ ଇତିହାସରେ ଲେଖା ଥିଲେ ମଧ୍ୟ ଆଧୁନିକ ବର୍ଣ୍ଣନା ପ୍ରଥମର ସନ ୧୯୦୮ର ଭୂମିକମ୍ପ ପରେ ଲେଖାଯାଇଥିଲା । ସନ ୧୯୪୧ର ବ୍ଲିଜ ପରେ ଏହି ରୋଗର କାର୍ଯ୍ୟବିଧି ସମ୍ପର୍କରେ ଆବିଷ୍କୃତ ହୋଇଥିଲା । ଭୂମିକମ୍ପ ପରେ ଏହି ରୋଗ ସଙ୍କଟ ଏକ ଉଲ୍ଲେଖନୀୟ ସମସ୍ୟା ସୃଷ୍ଟି କରେ, ଏଣୁ ଏ ଆପଦ ସମୟରେ ରିଲିଫ ସ‌ହିତ ଏହି ରୋଗ ବିଷୟରେ ସବିଶେଷ ଜ୍ଞାନ ଥିବା ଚିକିତ୍ସକଙ୍କୁ ଉପ‌ଯୁକ୍ତ ଉପକରଣ ସ‌ହିତ ଚିକିତ୍ସା କରିବା ନିମନ୍ତେ ପଠାଇବା ଆବଶ୍ୟକ ହୁଏ ।
କପିଳେନ୍ଦ୍ର ଦେବ ""କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡ଼ିଲାକୁ ନାଗସାପ ଫଣା ଟେକିଅଛି । ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ । ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ । ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ । ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି । ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ । କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ । ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ । ଏଥକୁ କପିଳ ରାଉତ ଚାକର ରହିଲେ । ଥୋକାଏ ଦିନ ଉତ୍ତାରୁ ପରମେଶ୍ଵର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।""