Top 10 similar words or synonyms for ଆଉ

ଏତ    0.784191

ଆଗର    0.782076

ଯଦ    0.777024

ଏପର    0.770070

ପଛର    0.753702

ପଚ    0.744257

ଘଟଣ    0.732084

ବଦଳ    0.726036

ଇନଥ    0.722211

ନଥ    0.721375

Top 30 analogous words or synonyms for ଆଉ

Article Example
ତୁ ଆଉ ମୁଁ ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜେନ୍ଦ୍ର କୁମାର ମିଶ୍ର ଏବଂ ବନ୍ଦନା ପ୍ରଣାମିକ । ନାୟକ, ନାୟିକା ଉଭୟ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ମିହିର ଦାସ, ଅପରାଜିତା ମହାନ୍ତି, କୁନା ତ୍ରିପାଠୀ, ସଲିଲ୍ ମିତ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ତୁ ଆଉ ମୁଁ ତୁ ଆଉ ମୁଁ, ୨୦୧୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୋମ୍ୟ ରଞ୍ଜନ ପଟ୍ଟନାୟକ । ଏହି ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ ତ୍ରିଲୋଚନ ତାରାଇ ଏବଂ ସଂଳାପ ଲେଖିଥିଲେ ଦୀପକ ଜେନା । ନିଶିକାନ୍ତ ଦଳ ବେହେରା ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ଦେବୀତୋଷ ଆଚାର୍ଯ୍ୟ ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଏହି କଥାଚିତ୍ର ଜରିଆରେ ଦେବୀତୋଷ ପ୍ରଥମ କରି ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ତୁ ଆଉ ମୁଁ ୧୨ ଡିସେମ୍ବର ୨୦୧୩ରେ ହୋଟେଲ ସୂର୍ୟାଂଶରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା । ଏହି କାର୍ଯ୍ୟକ୍ରମରେ ସୋମ୍ୟରଞ୍ଜନ ପଟ୍ଟନାୟକ, ଅମୀୟ ପଟ୍ଟନାୟକ, ଦେବୀତୋଷ ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଆଦି ଯୋଗ ଦେଇଥିଲେ ।
ସଞ୍ଜୁ ଆଉ ସଞ୍ଜନା ପର୍ଶୁରାମ ପାଇକରାଏ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଇଛା ଯେ ତାଙ୍କ ଦୁଇ ଝିଅ ଅଞ୍ଜନା ଓ ସଞ୍ଜନାର ବାହାଘର ତାଙ୍କ ପସନ୍ଦରେ ହେବ। ଅଞ୍ଜନା ଅମରକୁ ଭଲ ପାଇ ଘର ଛାଡି ପଳାଉଛି। ପର୍ଶୁରାମ ଅଞ୍ଜନା ବିଷୟରେ ଜାଣିବା ପାଇଁ ଅମରର ସାଙ୍ଗମାନଙ୍କୁ ଅପହରଣ କରୁଛି। ସଞ୍ଜୟ ସେମାନଙ୍କ ମଧ୍ୟରୁ ଜଣେ। ସଞ୍ଜୁ ସଞ୍ଜନାକୁ ଭଲ ପାଇ ବସୁଛି ଓ ସେମାନେ ଘର ଛାଡି ପଳାଉଛନ୍ତି। ପର୍ଶୁରାମ ସଞ୍ଜୁକୁ ମାରି ସଞ୍ଜନାକୁ ଉଦ୍ଧାର କରିବା ପାଇଁ ଗୁଣ୍ଡା ପଠାଉଛି। ସଞ୍ଜୁ ବଞ୍ଚି ଯାଉଛି ଏବଂ ଶେଷରେ ସଞ୍ଜନାକୁ ବିବାହ କରୁଛି।
ସଞ୍ଜୁ ଆଉ ସଞ୍ଜନା ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ସଞ୍ଜୁ ଆଉ ସଞ୍ଜନା "୨୦୧୦" ମସିହାରେ ମୁକ୍ତିଲାଭ କରିଥିଲା । ଏହା ଆଲୁ ଅର୍ଜୁନ ଓ ଶୀଲା ଅଭିନୀତ ତେଲୁଗୁ ଚଳଚ୍ଚିତ୍ର ପାରୁଗୁର ରିମେକ୍।
ସଞ୍ଜୁ ଆଉ ସଞ୍ଜନା ଚଳଚ୍ଚିତ୍ରର ସଂଗୀତ ଗୁଡିକ ହେଉଛି:
ତୁ ଆଉ ମୁଁ ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବୀତୋଷ ଆଚାର୍ଯ୍ୟ । ଚିନ୍ମୟ ଆଚାର୍ଯ୍ୟ, ମାନସ ସାମଲ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଦେବୀତୋଷ ଆଚାର୍ଯ୍ୟ, କୁମାର ବାପି, ଶୈଳଭାମା ମହାପାତ୍ର, ମାଧବ, ବିଷ୍ଣୁମୋହନ କବି ମାମା ଦାସ, ମାନସ ପ୍ରୀତମ ଆଦି କଣ୍ଠଶିଳ୍ପୀମାନେ ଚଳଚ୍ଚିତ୍ରଟିରେ ଗୀତଗୁଡ଼ିକ ଗାଇଥିଲେ ।
ହାଡ଼ ହେଲେ ହାଡ ଆଉ କାମ କରି ପାରେ ନା । ଗଣ୍ଠିମାନେ ଆଉ ଚଳନ୍ତି ନାହିଁ ।
ତୁମ ପରି ଛୋଟ ପିଲାଟିଏ ଉଠିବୁ ଆଉ ତୁ କେତେ ଦିନେ
କାଞ୍ଚି ଅଭିଯାନ ଆଉ ଦିନେ ଅଙ୍ଗଦ ବିନ୍ଧିଲା ଶର