Top 10 similar words or synonyms for ଅଲ

ରଫ    0.714260

ଦଳକ    0.711477

ଡସ    0.706327

ପଦକ    0.695501

ଲର    0.671707

ରଣଜ    0.670630

ସଲ    0.667618

ଇଭ    0.666251

ସଫଳତ    0.665647

ଲଣ    0.662223

Top 30 analogous words or synonyms for ଅଲ

Article Example
ନାବିଲ ଅଲ-ଗର୍ବି ନାବିଲ ମହମ୍ମଦ ସାଘିର ଅଲ-ଗର୍ବି(ଜନ୍ମ 3 ନଭେମ୍ବର 1993 ) ହେଉଛନ୍ତି ଜଣେ ଅବସରପ୍ରାପ୍ତ ୟେମେନି ମଧ୍ୟ-ଦୂର ଦୌଡାଳୀ । ସେ ୨୦୦୯ ବିଶ୍ୱ ଯୁବ ଚାମ୍ପିଅନସିପରେ ୩୦୦୦ ମିଟର ଦୌଡରେ ଦ୍ୱାଦଶ ସ୍ଥାନରେ ରହିଥିଲେ। ଏବଂ ସେ ମଧ୍ୟ ୨୦୧୦ ଏସିୟ କ୍ରୀଡ଼ାରେ ୩୦୦୦ ମିଟତ ଦୌଡରେ ଏକାଦଶ ସ୍ଥାନ ପାଇଥିଲେ।
ଅଲ ଚିକି ଲିପି ଇଉନିକୋଡ଼ ମାନକରେ ଅଲ ଚିକି ଏପ୍ରିଲ, ୨୦୦୮ରେ ଯୋଡ଼ାଯାଇଥିଲା ଯାହା ୫.୧ ସଙ୍କଳନରେ ଆସିଅଛି ।
ଅଲ ଚିକି ଲିପି ଅଲ ଚିକି ଲିପି ଏକ ଲେଖିବା ପ୍ରଣାଳୀ ଯାହାକୁ ସାନ୍ତାଳୀ ଭାଷା ଲେଖିବା ପାଇଁ ବ୍ୟବହାର କରାଯାଏ । ଅଲ ଚିକି ବହୁବିଧ ନାମ ଯଥା ଅଲ ସେମେଟ ("ପ୍ରଣାଳୀ"), ଅଲ ସିକି, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା । ଏହି ଲିପି ପଣ୍ଡିତ ରଘୁନାଥ ମୁର୍ମୁଙ୍କଦ୍ଵାରା ୧୯୨୫ ମସିହାରେ ବିକଶିତ ହୋଇଥିଲା ।
ଅଲ ଚିକି ଲିପି ସାନ୍ତାଳୀ ଭାଷା
ଅଲ ଚିକି ଲିପି ପୂର୍ବରୁ ସାନ୍ତାଳୀ ଭାଷାକୁ ଲାଟିନ ଲିପିରେ ଲେଖାଯାଉ ଥିଲା । କିନ୍ତୁ ସାନ୍ତାଳୀ ଭାଷା ଅନ୍ୟ ଆର୍ଯ୍ୟ-ଭାରତୀୟ ଭାଷା ପରି ହୋଇନଥିବାରୁ, ଏହାର ପ୍ରତି ଧ୍ଵନିକୁ ପ୍ରଚଳିତ ଆର୍ଯୀୟ ଲିପିରେ ଲେଖିବା ସମ୍ଭବ ହେଉ ନଥିଲା । ସାନ୍ତାଳୀ ଭାଷାର ପ୍ରତି ଧ୍ଵନି, ବିଶେଷ କରି ଏହାର ସ୍ଵର ବର୍ଣ୍ଣ ଓ କେତେକ ବ୍ୟଞ୍ଜନ ବର୍ଣ୍ଣ ପାଇଁ ଭାରତୀୟ ଲିପି ମାନଙ୍କରେ ଅକ୍ଷର ନଥିଲା । ବ୍ରାହ୍ମୀ ଲିପିରୁ ଆସିଥିବା ଅନ୍ୟାନ୍ୟ ଭାରତୀୟ ଭାଷାର ଲିପି ପରି ଅଲ ଚିକିରେ ମାତ୍ରାର ବ୍ୟବହାର ହୁଏ ନାହିଁ ଏବଂ ବ୍ୟଞ୍ଜନ ବର୍ଣ୍ଣ ଓ ସ୍ଵର ବର୍ଣ୍ଣର ସମାନ ଗୁରୁତ୍ତ୍ଵ ରହିଥାଏ । ପ୍ରଥମେ ଜଣେ ନରବେର ପାଦ୍ରୀ ପଲ ଅଲାଫ ବୋଡ଼ିଙ୍ଗ ଲାଟିନ ଅକ୍ଷରରେ ସାନ୍ତାଳି ଲେଖିବା ଆରମ୍ଭ କରିଥିଲେ । ଅଲ ଚିକିର ଆରମ୍ଭ ପରେ ଏଥିରେ ଲେଖାଲେଖି ଅଧିକ ସହଜ ହୋଇ ପାରିଛି । ଅଲ ଚିକି ଏକ ସଳଖ ଅକ୍ଷର, ଏହା ଯୁକ୍ତାକ୍ଷର ରହିତ ଓ ସ୍ଵର ବର୍ଣ୍ଣ ଓ ବ୍ୟଞ୍ଜନ ବର୍ଣ୍ଣ ସମାନ ଭାବରେ ବ୍ୟବହାର ହୋଇଥାନ୍ତି । ଆହୁରି ମଧ୍ୟ ଏହା ଧ୍ଵନିକୁ ନେଇ କେବଳ ଏହି ଭାଷା ପାଇଁ ତିଆରି କରାଯାଇଥିବାରୁ ଖୁବ ସହଜରେ ସାନ୍ତାଳି ଭାଷାର ଉଚ୍ଚାରଣ ସବୁ ଏଥିରେ ପ୍ରକାଶ କରିହୁଏ । ଅଲ ଚିକିରେ ସମୁଦାୟ ୩୦ଟି ବର୍ଣ୍ଣ ରହିଛି ଓ ଏହାକୁ ବାମରୁ ଡାହାଣକୁ ଲେଖାଯାଏ ।