Top 10 similar words or synonyms for ଅବଶ

ସରଟ    0.692661

ବଟ    0.656126

ଇଉର    0.635272

ଆଫ    0.593047

ଏସ    0.566675

ତମ    0.548156

ଆମ    0.546477

ଇନ    0.535698

ଉପବର    0.532832

ଆରବ    0.527658

Top 30 analogous words or synonyms for ଅବଶ

Article Example
ମ୍ୟାଲେରିଆ ମ୍ୟାଲେରିଆର ସର୍ବାଧିକ ଦେଖାଯାଇଥିବା ଲକ୍ଷଣଟି ହେଲା - ପ୍ରତି ଦୁଇ ଘଣ୍ଟାରେ ପ୍ରବଳ ଶୀତ ଲାଗିବା ପରେ ଦେହ ଅବଶ ହୋଇଯାଇ ଜ୍ୱର ଆସିବା ଓ ପରେ ପରେ ବହୁ ଝାଳ ବାହାରିବା । "ପି. ଭିଭାକ୍ସ" ଓ "ପି. ଓଭାଲ" ଜୀବାଣୁ ଜନିତ ସଂକ୍ରମଣରେ ଏହା ପ୍ରତି ଦୁଇ ଦିନରେ ଥରେ ଏବଂ "ପି. ମ୍ୟାଲେରିଏ" ଓ "ପି. ଫାଲସିପାରମ" ଜନିତ ସଂକ୍ରମଣରେ ଏହା ପ୍ରତି ତିନି ଦିନରେ ହୋଇପାରେ ତଥା ୩୬-୪୮ ଘଣ୍ଟା ମଧ୍ୟରେ ବାରମ୍ବାର ଜ୍ଵର ଆସିଥାଏ । ବୋଧହୁଏ ଭୁଲ କାରଣ ବଶତଃ ବା ମସ୍ତିଷ୍କ ମଧ୍ୟରେ ଚାପ ଯୋଗୁଁ ସମ୍ବନ୍ଧିତ ହୋଇଥିବାରୁ; ମ୍ୟାଲେରିଆ ପିଡୀତ ଛୋଟ ଶିଶୁ ନାନା ଅସ୍ଵାଭାବିକ ଅବସ୍ଥା ପ୍ରଦର୍ଶିତ କଲେ ଧରିନିଆଯାଏ ଯେ ଭୟଙ୍କର ମସ୍ତିଷ୍କ ବିକୃତି ଘଟିଛି । ସେରେବ୍ରାଲ ମ୍ୟାଲେରିଆ ହେବା ଫଳରେ ଦୃଷ୍ଟିପଟଳ ଧଳା ପଡ଼ିଯାଉଥିବାରୁ ଏହାକୁ ଚିକିତ୍ସା ସମୟରେ ସାଧାରଣ ମ୍ୟାଲେରିଆ ଠାରୁ ବାରି ହୋଇଯାଏ।
ଗ୍ରାମଦେବତୀ ଏକଦା ପାତାଳପୁରରେ ରାଜୁତି କରୁଥିବା ଅନ୍ଧକାସୁର, ତାରକାସୁରର ନିଧନ ସମ୍ବାଦ ଶୁଣି ଅସୁରସେନା ଧରି ମନ୍ଦର ପର୍ବତକୁ ଅବରୋଧ କଲା । ହଠାତ୍ ତା’ ଆଖିରେ ପଡ଼ିଲେ ଗିରିନନ୍ଦିନୀ ଗିରିଜା । ତାଙ୍କ ରୂପଲାବଣ୍ୟ ଦେଖି ତାଙ୍କୁ ଲାଭ କରିବାକୁ ଆଗ୍ରହୀ ହେଲା ଅନ୍ଧକ I ଗିରିବାଳାଙ୍କୁ ଧରିବା ଲାଗି ସେ ନିଜ ସେନାଙ୍କୁ ନିର୍ଦ୍ଦେଶ ଦେଲା । ତେବେ ସେଠାରେ ଉପସ୍ଥିତ ନନ୍ଦୀଶ୍ୱରଙ୍କ ପରାକ୍ରମ ଆଗରେ ତିଷ୍ଠି ନ ପରି ସେମାନେ ଛତ୍ରଭଙ୍ଗ ଦେଲେ । ତାହା ପରେ ଅନ୍ଧକ ଏବଂ ନନ୍ଦୀଶ୍ୱରଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଲା । ଅନ୍ଧକର ଲୌହମୁଖ ମୁଦ୍‌ଗର ପ୍ରହାରରେ ନନ୍ଦୀଶ୍ୱର ଅଚେତ ହୋଇଗଲେ । କାମନ୍ଧ ଅନ୍ଧକ ନିଜେ ଗିରିବାଳାଙ୍କୁ ଧରିବା ଲାଗି ଧାଇଁଲା । ତାହା ଦେଖି ଦେବୀ ଶତରୂପ ଧାରଣ କଲେ । ଏକା ଭଳି ଦିଶୁଥିବା ଶହେ ଦେବୀଙ୍କ ମଧ୍ୟରେ ଗିରିବାଳା କିଏ ଅନ୍ଧକ ଜାଣିପାରିଲାନାହିଁ । ତେବେ ବହୁ ଚେଷ୍ଟା କରି ଜଣେ ହେଲେ ଦେବୀଙ୍କୁ ଧରିପାରିଲାନାହିଁ I କାମାନଳରେ ଦଗ୍‌ଧ ଅନ୍ଧକ ଦଉଡ଼ିଦଉଡ଼ି ଅବଶ ହୋଇଗଲା । ଗିରିବାଳା ଦିବ୍ୟାସ୍ତ୍ର ପ୍ରୟୋଗ କରି ତାକୁ ଧରାଶୟୀ କରିବା ପରେ ଗଣେଶ ପହଞ୍ଚି ସମସ୍ତ ଅସୁରଙ୍କୁ ସେଠାରୁ ଘଉଡାଇଦେଲେ I ପୁତ୍ରର ବିକ୍ରମରେ ସନ୍ତୁଷ୍ଟ ହୋଇ ତାଙ୍କୁ ଆଶୀର୍ବାଦ କଲେ ମାତା ଗିରିବାଳା । ଆଉ ଶତରୂପା ଦେବୀଗଣଙ୍କୁ ଚତୁର୍ଦିଗରେ ଥିବା ଜନବସତିରେ ରହିବାକୁ ପଠାଇଦେଲେ I ସେହି ଶତରୂପା ଦେବୀଗଣ ‘ଗ୍ରାମଦେବତୀ’ ଭାବେ ପୂଜିତ ହେଉଛନ୍ତି I ନୃସିଂହ ପୁରାଣର ବର୍ଣ୍ଣନା ଅନୁଯାୟୀ ବରୁଣଙ୍କର ତିନୋଟି ଝିଅ ଥିଲେ, ଅଲକ୍ଷ୍ମୀ, ଲକ୍ଷ୍ମୀ ଓ ଈଳା I ଅଲକ୍ଷ୍ମୀ ଅସୁନ୍ଦରୀ ଥିବାରୁ ସାନ ଦୁଇଭଉଣୀଙ୍କର ବିବାହ ଆଗ ହୋଇଯାଇଥିଲା । ଋଷି ଉଦ୍ଦାଳକଙ୍କ ସହିତ ଅଲକ୍ଷ୍ମୀଙ୍କର ବିବାହ ପରେ ହୋଇଥିଲା । ସେ ଷୀତଳାଈ ଠାକୁରାଣୀ, ବୁଢୀ ଠାକୁରାଣୀ ରୂପେ ପୂଜା ପାଆନ୍ତି । ତାଙ୍କ ସହିତ ସର୍ବଦା ଚୌଷଠି ଯୋଗିନୀ ବାସ କରନ୍ତି । ସୃଷ୍ଟି ସମୟରେ ଯେତେସବୁ ଖରାପ ଗୁଣ ଓ ଖରାପ ପଦାର୍ଥ ପଙ୍କ ହୋଇ ରହିଲା I ସେହି ପଙ୍କରୁ ଅଲକ୍ଷ୍ମୀଙ୍କର ଜନ୍ମ । ସେ ପିପ୍‌ପଳୀ ଓ ଅସ୍ତଗଛରେ ରହନ୍ତି । ସେ ସମସ୍ତ ଅମଙ୍ଗଳ ପଦାର୍ଥର ଅଧିକାରିଣୀ ଅଟନ୍ତି I ତାଙ୍କୁ ପୂଜାକରିବାଦ୍ୱାରା ତାଙ୍କ ପାଖରେ ଥିବା ଅନିଷ୍ଟକାରିଣୀ ଯୋଗିନୀ ଅମଙ୍ଗଳ କରନ୍ତିନାହିଁ । ଗ୍ରାମମାନଙ୍କରେ କୌଣସି ଅନିଷ୍ଟ ପ୍ରବେଶ ନ କରିବା ପାଇଁ ଅଲକ୍ଷ୍ମୀଙ୍କୁ ମଙ୍ଗଳା ବା ଗ୍ରାମଦେବତୀ ରୂପେ ଲୋକମାନେ ପୂଜା କରନ୍ତି ।