Top 10 similar words or synonyms for ଅଦଳବଦଳ

raymond    0.837075

jhumuka    0.824678

sandwich    0.818752

mukteswar    0.810957

ishwar    0.809526

belize    0.808514

portals    0.807570

ଦଳଙ    0.805628

suriname    0.803876

siddheshwar    0.802459

Top 30 analogous words or synonyms for ଅଦଳବଦଳ

Article Example
କମ୍ପ୍ୟୁଟର କିବୋର୍ଡ଼ QWERTZ କିବୋର୍ଡ ଜର୍ମାନୀ ତଥା କେନ୍ଦ୍ରୀୟ ଇଉରୋପରେ ବହୁଳ ଭାବେ ବ୍ୟବହାର କରାଗଲା । QWERTY ଓ QWERTZ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏଥିରେ Z ଓ Yର ସ୍ଥାନକୁ ଅଦଳବଦଳ କରଯାଇଥିଲା ଓ ବନ୍ଧନୀ ଭଳିଆ ସ୍ଵତନ୍ତ୍ର ପ୍ରତୀକ ଗୁଡ଼ିକୁ Diaktrial ପ୍ରତୀକଦ୍ଵାରା ଅଦଳବଦଳ କରଯାଇଥିଲା।
ଓଡ଼ିଶାର ମନ୍ତ୍ରୀମଣ୍ଡଳ ୭ ମଇ ୨୦୧୭ର ଅଦଳବଦଳ ପରେ ପୁନର୍ଗଠିତ ମନ୍ତ୍ରୀମଣ୍ଡଳ ଓ ସେମାନେ ଦାୟିତ୍ଵ ଗ୍ରହଣ କରିଥିବା ବିଭିନ୍ନ ବିଭାଗ ।
ବଳିଆ କୁକୁର ବଳିଆ କୁକୁର ଦଳ ଏସୀୟ କଳାଭାଲୁ ଓ ସ୍ଲଥ୍ ଭାଲୁ ଆଦିଙ୍କୁ ଆକ୍ରମଣ କରିବା ମଧ୍ୟ ଦେଖାଯାଇଛି । ଗୋଟିଏ ବା ଦୁଇଟି କୁକୁର ସମ୍ମୁଖ ପଟୁ ଶିକାରକୁ ଆକ୍ରମଣ କରି ତାହାର ଧ୍ୟାନ ଆକର୍ଷଣ କରି ରଖନ୍ତି ଓ ଆଉ ଦୁଇଟି ଜୀବ ପଛପଟୁ ଆକ୍ରମଣ କରନ୍ତି । ଶିକାର ବୁଲି ପଡ଼ିଲେ ଜୀବମାନଙ୍କ ଦାୟିତ୍ଵ ଅଦଳବଦଳ ହୋଇଯାଏ । ତେଣୁ ଖୋଲା ଯାଗାରେ ଶିକାର କରିବାର ସୁବିଧା ଯୋଗୁଁ ଭାଲୁଙ୍କୁ ଆକ୍ରମଣ ବା ଶିକାର କରିବା ବେଳେ ଭାଲୁକୁ କୌଣସି ଗୁମ୍ଫା ମଧ୍ୟକୁ ପଶିଯିବାରୁ ଅଟକାଇବାକୁ ଚେଷ୍ଟା କରନ୍ତି । 
କଳାବାଘ ଚିଡ଼ିଆଘରେ ଥିବା ଅଣ୍ଡିରା ବା ମାଈ କଳାବାଘଠାରୁ କଳାବାଘଛୁଆ ଜନ୍ମ ହେବାର ସମ୍ଭାବନା ଅଧିକ । ତେଣୁ ଚିଡ଼ିଆଖାନାରେ ଥିବା କଳାବାଘମାନଙ୍କୁ ଅନେକ ବର୍ଷରୁ କଳାବାଘଛୁଆ ଜନ୍ମ କରିବା ପାଇଁ ବ୍ୟବହାର କରାଯାଇଆସୁଛି । ଏକ ବିରଳ ପ୍ରଜାତି ଭାବେ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ଏମାନଙ୍କ ବ୍ୟବସାୟ ବା ଅଦଳବଦଳ ମଧ୍ୟ ହୋଇଆସିଛି । ଫଙ୍କ୍ ଓ ୱାଗ୍ନାଲଙ୍କ ବନ୍ୟଜନ୍ତୁ ଜ୍ଞାନକୋଶ ଅନୁସାରେ ଚିଡ଼ିଆଘରର କଳାବାଘଙ୍କ ପ୍ରଜନନ କ୍ଷମତା ବଣର କଳାବାଘଙ୍କଠାରୁ କମ୍ । ନିଜ ଜୀବନକାଳରେ ଚିଡ଼ିଆଘରର କଳା ମା’ ବାଘ ହାରାହାରି ୧.୮ ଛୁଆ ଜନ୍ମ କରୁଥିବା ବେଳେ ବଣରେ ଥିବା କଳା ମା’ ବାଘ ହାରାହାରି ୨.୧ ଛୁଆ ଜନ୍ମ କରିଥାଏ । ସଜାତି ପ୍ରଜନନ ଏହାର ମୁଖ୍ୟ କାରଣ । 
କମ୍ପ୍ୟୁଟର କିବୋର୍ଡ଼ ଇଂରାଜୀ ଭାଷାର ଲିପି ସହ ସ୍ପେନୀୟ ଫ୍ରେଞ୍ଚ ଇତ୍ୟାଦି ଭାଷାର ଲିପି ସହ କିଛିଟା ଅସାମଞ୍ଜସ୍ୟ ରହୁଥିବାରୁ ସେହି ଭାଷା ପାଇଁ ମଧ୍ୟ ସ୍ଵତନ୍ତ୍ର କିବୋର୍ଡ ନିର୍ମାଣ କରଯାଇଥିଲା । ଉଦାହରଣ ସ୍ୱରୂପ ସ୍ପେନୀୟ ଭାଷାରେ Ñ ñ ପାଇଁ ସ୍ଵତନ୍ତ୍ର "କି" ରହିଲା ସେହିପରି ଫ୍ରେଞ୍ଚ ତଥା ଅନ୍ୟ ଇଉରୋପୀୟ ଭାଷା ପାଇଁ Ç ç ପାଇଁ "କି" ରହିଲା । AZERTY କିବୋର୍ଡ ଫ୍ରାନ୍ସ, ବେଲଜିଅମ ତଥା ସେମାନଙ୍କ ପଡୋଶୀ ଦେଶରେ ବ୍ୟବହାର କରାଗଲା । ଏଥିରେ Q ଓ A, Z ଓ Wର ସ୍ଥାନକୁ ଅଦଳବଦଳ କରଯାଇଥିଲା । M N ବଦଳରେ Lର ଡାହାଣ ପଟକୁ ଚାଲିଆସିଥିଲା(US କିବୋର୍ଡରେ ଯେଉଁଠି ; : ଚିହ୍ନ ଅଛି) । 0-9 ସଂଖ୍ୟା ଅକ୍ଷରର ବିକଳ୍ପ ଭାବେ ଥିଲା ତାକୁ ଟାଇପ କରିବାପାଇଁ SHIFT ମାରିବାକୁ ପଡୁଥିଲା।