Top 10 similar words or synonyms for ଅଣସରର

ଅଧରପଣ    0.867391

ବଦଳନ    0.865219

ଫଳଭ    0.858625

ୟଦଳନ    0.852987

vimana    0.850949

ଜଳଶ    0.850515

tarakeshwara    0.846609

carvings    0.842653

mukteshwar    0.835994

ଣପଣ    0.832224

Top 30 analogous words or synonyms for ଅଣସରର

Article Example
ଚକା ଅସରପ ଚକା ଅସରପ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନ । ନୂଆକନା ଓ ତୁଳାରେ ଦରଜୀମାନଙ୍କ ଦ୍ବାରା ତିଆରି ଏହି ଗୋଲ ତକିଆକୁ ଅସରପ କୁହାଯାଏ । ଅଣସର ସମୟରେ ଏହାକୁ ବିଗ୍ରହଙ୍କୁ ଲାଗି କରାଯାଏ ଏହାକୁ ଚକା ଅସରପ ନୀତି କୁହାଯାଏ । ଏହା ହିଁ ଅଣସରର ଶେଷ ନୀତି । ଏହି ସେବା କରୁଥିବା ସେବକ ହେଉଛନ୍ତି ଚକା ଅପସରା ସେବକ
ଚକା ଅସରପ ଚକା ଅସରପ ଏକ ତାନ୍ତ୍ରିକ ମହାପୂଜାକାଳୀନ ଶବ୍ଦ । ଅସରପ ହେଉଛି ଓଡ଼ିଆ ଜନପଦୀୟ ତନ୍ତ୍ରର ଏକ ଯନ୍ତ୍ର ବିଶେଷ । ଗଜପତିଙ୍କ ପରମ୍ପରାରେ ଏହାକୁ ତୁଳୀତଳ୍ପ କୁହାଯାଏ । ଶାବରତନ୍ତ୍ରରେ ନିତେଇ ଧୋବଣୀ ମଧ୍ୟ ଅସରପ ଯନ୍ତ୍ର ଉପରେ ପୂଜା କରୁଥଲେ । ଚୂଡ଼ଙ୍ଗ ପୋଖରୀର ଅଣତୁଠରେ ଦକ୍ଷିଣ ଦିଗକୁ ମୁହଁ କରି ନିତେଇ ଧୋବଣୀ ନୀଳଚକ୍ରକୁ ଏକ ଲୟରେ ଚାହିଁ ରହି ଅସରପ ଉପରକୁ ମହାପ୍ରଭୁଙ୍କୁ ଫୁଲ ମାଧମରେ ବାଳଗୋପାଳ (ଗୋପୀଜନ) ରୂପରେ ଆବାହନ କରୁଥଲେ । ନବଜାତକଙ୍କୁ ତୁଳୀ ତଳ୍ପ ଉପରେ ବସାଇବାର ପରମ୍ପରା ହେଉଛି ଅଣସରର ଅସରପ ପରମ୍ପରା । ଏହା ଶ୍ରୀମନ୍ଦିର ସ୍ଵତ୍ଵଲିପି ଲେଖାହେବା ପରେ ଅସରପ ଶବ୍ଦଟି ଅପସର ଭାବେ ବ୍ୟବହାର ହେଇଆସୁଛି । ଦଇତାପତି ସେବକମାନେ ତାଙ୍କ ପରମ୍ପରାର ସେବାରେ ସାବଧାନତାର ସହ ମହାପ୍ରଭୁଙ୍କୁ ତାହା ଉପରେ ବିଜେ କରାଇଥାନ୍ତି ।
ଅଲାରନାଥ ମନ୍ଦିର ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ପୁରୀର ପବିତ୍ର ନରେନ୍ଦ୍ର ପୁଷ୍କରିଣୀଠାରୁ ବାମପାର୍ଶ୍ଵ ପୁରୀ-ସାତପଡ଼ା ରାସ୍ତାରେଜାତୀୟ ରାଜପଥ-୨୦୩(କ)ରେ ୨୦ କି.ମି ଗଲେ ବ୍ରହ୍ମଗିରି । ପାଞ୍ଚ ଏକର ପରିମିତ ଜାଗାରେ କେତକୀ, ବଉଳ ଓ ନାରିକେଳ ଜଙ୍ଗଲ ପରିବେଶ ମଧ୍ୟରେ ୫୦ଫୁଟ ୫ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀଅଲାରନାଥଙ୍କ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ଚତୁଃପାର୍ଶ୍ଵରେ ଶ୍ରୀଚୈତନ୍ୟ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଠାକୁରାଣୀଙ୍କ ମନ୍ଦିର, ନବଗ୍ରହ ପ୍ରସ୍ତର, ନାଟମନ୍ଦିର, ପ୍ରାର୍ଥନା ଗୃହ, ଭୋଗମଣ୍ଡପ, ମୁଖଶାଳା, ତଥା ଯଜ୍ଞ ମଣ୍ଡପ ଅବସ୍ଥିତ । ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ଏହି ମହାସ୍ନାନ ପରେ ଶ୍ରୀଜୀଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୁଶ୍ରୁଷା କରନ୍ତି । ସେହି ସମୟରେ ଭକ୍ତମାନେ ଦୀର୍ଘ ୧୫ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ । ତେଣୁ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ତେଣୁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗିରହିଥାଏ । ଏହା କୌଣସି ପର୍ଯ୍ୟଟନସ୍ଥଳୀ ନହେଲେ ବି କୃଷ୍ଣଭକ୍ତମାନଙ୍କ ପାଇଁ ଏକ ପ୍ରସିଦ୍ଧ ସ୍ଥାନ । କାରଣ ଭଗବାନ ଅଲାରନାଥ ହେଉଛନ୍ତି ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ।