Top 10 similar words or synonyms for ଅଜୟ

ବଗନ    0.866498

ସମଥ    0.801270

ନବଜନ    0.790704

ଅମଡ    0.783810

ଗଫ    0.768297

ଜୟଶ    0.754441

ଘନଶ    0.735505

ହରନ    0.730078

ତମନ    0.727652

ହରଭଜନ    0.721331

Top 30 analogous words or synonyms for ଅଜୟ

Article Example
ଅଜୟ ଶର୍ମା ରଣଜୀ ଟ୍ରଫିରେ ଶର୍ମା 31ଟି ଶତକ କରିଥିଲେ ।  ତାଙ୍କର ବେଟିଙ୍ଗ ହାର 80 ଥିଲା । . Iସେ ଦୁଲିପ ଟ୍ରଫି ମଧ୍ୟ ଖେଳିଥିଲେ । 
ଅଜୟ ଶର୍ମା ଅଜୟ ଶର୍ମା ଭାରତ ପାଇଁ ମାତ୍ର ଗୋଟିଏ ଟେଷ୍ଟ ୱେଷ୍ଟ ଇଣ୍ଡିଜ ବିରୁଦ୍ଧରେ ଖେଳିବାର ସୁଯୋଗ ପାଇଥିଲେ । . ସେ 1988ରୁ 1993 ମଧ୍ୟରେ 31ଟି ଏକଦିବାସୀୟ ଖେଳିଥିଲେ । 
ଅଜୟ ଶର୍ମା 2000 ମସିହାରେ ଅଜୟ ଶର୍ମାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରେ ଆଜୀବନ ପାଇଁ ସମସ୍ତ ପ୍ରକାର କ୍ରିକେଟରୁ ବାସନ୍ଦ କରାଗଲା । 
ଅଜୟ ଶର୍ମା 2014ରେ ଦିଲ୍ଲୀ କୋର୍ଟଦ୍ଵାରା ତାଙ୍କୁ ମେଚ ଫିକସିଙ୍ଗ ଅଭିଯୋଗରୁ ମୁକ୍ତ କରାଗଲା ଓ ତାଙ୍କୁ ସମସ୍ତ ସୁବିଧା ଦେବା ପାଇଁ ଆଦେଶ କରାଗଲା ।
ଅଜୟ ଶର୍ମା ଅଜୟ କୁମାର ଶର୍ମା   (ଜନ୍ମ 3 ଏପ୍ରିଲ , 1964) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି । ସେ ଦିଲ୍ଲୀଠାରେ ଜନ୍ମ ଗ୍ରହଣ କରି ଦିଲ୍ଲୀ ପାଇଁ ଘରେଇ କ୍ରିକେଟ ଖେଳୁଥିଲେ । 
ଅଜୟ ଶର୍ମା ଘରେଇ ରଣଜୀ ଓ ଅନନ୍ୟ ପ୍ରଥମଶ୍ରେଣୀ ମେଚରେ ଅଜୟ 10,000 ରନ କରିଥିଲେ ଓ ତାଙ୍କର ହାର 67.46 ଥିଲା । . ବିଶ୍ଵର ମାତ୍ର 3 ଜଣ କ୍ରିକେଟର ତାଙ୍କଠୁ ଅଧିକ ହାରରେ ରନ କରିଥିଲେ । .
ଅଜୟ ଶର୍ମା 1988ରେ ସେ ନିଉଜିଲାଣ୍ଡ ବିରୁଦ୍ଧରେ 2ଟି ଅରଧ ଶତକ କରିଥିଲେ ମଧ୍ୟ ପୁଣି 1993ରେ ଜିମ୍ବାବ୍ୱେ ବିରୂଢରେ 59 କରିବା ଯାଇ ଆଉ ଭଲ କରିପାରିନଥିଲେ । . ସେ 1989ରେ ଅଷ୍ଟ୍ରେଲିଆ ସହ ଖେଳି 424 ରନ ସହ 15ଟି ୱିକେଟ ନେଇଥିଲେ । 
ଅଜୟ କୁମାର ପରିଡ଼ା ଜଳବାୟୁ ପରିବର୍ତ୍ତନ, ବର୍ଦ୍ଧିଷ୍ଣୁ ସମୁଦ୍ର ପତନ ଯୋଗୁ କୃଷି ଉତ୍ପାଦନ କମିବାକୁ ଲକ୍ଷ ରଖି ସେ ମୁଖ୍ୟ ଅସୁବିଧାକୁ ଦୂର କରିବାକୁ ଅନେକ ବୈଜ୍ଞାନିକ ଦାନ ଦେଇଛନ୍ତି । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଛନ୍ତି ।
ଅଜୟ କୁମାର ପରିଡ଼ା ଆମ୍ବତୋଟା ଓ ଜଙ୍ଗଲିଆ ସେରିଆଲ ଓ ଲେଗ୍ୟୁମ ଓ ଅନ୍ୟ ଫସଲ ଜାତି ମଧ୍ୟରେ ସମ୍ବନ୍ଧ ଓ ଜେନେଟିକ ଆର୍କିଟେକଚର ବିଷୟରେ ମୌଳିକ ଚିନ୍ତାଧାରା ଉପରେ ଗବେଷଣା କରିଥିଲେ । ପ୍ରାୟ ୨୦ ଜଣ ପିଏଚଡି ଡିଗ୍ରୀ ନିମନ୍ତେ ପଢୁଥିବା ଛାତ୍ରଙ୍କର ବିଭିନ୍ନ ଆନ୍ତର୍ଜାତିକ ଜର୍ନାଲରେ ଛପା ହେବାକୁ ଯାଉଥିବା ସନ୍ଦର୍ଭକୁ ପର୍ଯ୍ୟବେକ୍ଷଣ କରିଥିଲେ ଯାହା ଜେନେଟିକ ରିସୋର୍ସର ପ୍ରକ୍ରିୟା ଓ କାର୍ଯ୍ୟକାରୀତାକୁ ବୁଝିବାରେ ସ‌ହାୟକ ହୋଇଥିଲା ।
ଅଜୟ କୁମାର ପରିଡ଼ା ଡ. ଅଜୟ କୁମାର ପରିଡ଼ା ଜଣେ ଭାରତୀୟ ଜୀବବିଜ୍ଞାନୀ ଯିଏ କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜି ବିଷୟମାନଙ୍କରେ ତାଙ୍କର ଦାନ ନିମନ୍ତେ ଜଣାଶୁଣା ଅଛନ୍ତି । ସନ ୨୦୧୪ରେ ପରିଡ଼ାଙ୍କୁ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ ଯାହା ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଦାନ ନିମନ୍ତେ ଉଦ୍ଦିଷ୍ଟ ଥିଲା ।