Top 10 similar words or synonyms for ଅଚଳର

vns    0.859466

idr    0.853844

gondia    0.853709

ଅଜୟଗଡ    0.852571

cjb    0.851751

dilwara    0.850667

ixu    0.849254

loom    0.848222

amd    0.847170

ixb    0.845086

Top 30 analogous words or synonyms for ଅଚଳର

Article Example
ପାଟଣା ମିଉଜିଅମ ପାଟଣା ମିଉଜିଅମ, ଭାରତୀୟ ରାଜ୍ୟ ବିହାରର ପାଟଣାଠାରେ ଅବସ୍ଥିତ । ଏହା 1917 ମସିହାରେ ବ୍ରିଟିଶ ରାଜ ସମୟରେ ବିହାର ଅଚଳର ପ୍ରାଚୀନ ଏଇତିହାସିକ ବସ୍ତୁ ସବୁକୁ ସଂଗ୍ରହ ଓ ପ୍ରଦର୍ଶନ ପାଇଁ ସ୍ଥାପିତ ହେଇଥିଲା। ଏହି ମିଉଜିଅମ ମୋଗଲ ଓ ରାଜପୁତ ଶୈଳୀରେ ନିର୍ମିତ ହେଇଥିଲା ଓ ପ୍ରଥମେ ଏହାକୁ ସ୍ଥାନୀୟ ଲୋକେ "ଜାଦୁଘର" କହୁଥିଲେ । 
କର୍ଲାପାଟ ଅଭୟାରଣ୍ୟ ଅଭୟାରଣ୍ୟଟି ୨୫୫ ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ । ପୂର୍ବୀୟ ମାଳଭୂମି ଅଚଳର ନିଘଞ୍ଚ ଅରଣ୍ୟ ଏହି ଇଲାକାରେ ରହିଥାଏ । ବିଭିନ୍ନ ମୂଲ୍ଯବାନ ବୃକ୍ଷ ରାଜି ସହ ଜାଳେଣୀ କଥା ମଧ୍ୟ ପ୍ରଚୁର ପରିମାଣରେ ଏହି ଅରଣ୍ୟରେ ଉପଲବ୍ଧ ହୁଏ । ଏହାର ଅରଣ୍ୟାଞ୍ଚଳରେ ବାଘ , ଚିତା ବାଘ , ହରିଣ, ସଂଭର ନୀଳ ଗାଈ , ଓ ବହୁ ପ୍ରକାର ପକ୍ଷୀ , ସରୀସୃପ ବସାବାସ କରିଥାଆନ୍ତି ।  
ପାଟଣା ମିଉଜିଅମ ବ୍ରିଟିଶ ରାଜ ସମୟରେ ବିହାର ଅଚଳର ପ୍ରାଚୀନ ଏଇତିହାସିକ ବସ୍ତୁ ସବୁକୁ ସଂଗ୍ରହ ଓ ପ୍ରଦର୍ଶନ ପାଇଁ ସ୍ଥାପିତ ହେଇଥିଲା । 1912 ମସିହାରେ ବିହାର ଓ ବଙ୍ଗ ଭଙ୍ଗ ହେଲା ସମୟରେ ଏହାର ପରିକଳ୍ପନା କରାଯାଇଥିଲା । 1915 ମସିହାରେ ଏହାର କାର୍ଯ୍ୟାରମ୍ଭ ହେଇଥିଲା । ପ୍ରଥମେ ଏହା A . N . ସିହ୍ନା ପ୍ରତିଷ୍ଠାନ ପରିସରରେ ଥିବା କମିଶନର ଭବନରେ ଆରମ୍ଭ ହେଇଥିଲା । 
ଜସ୍ଵାନ ରାଜ୍ୟ  1815 ମସିହାରେ ଶିଖ ମହାରାଜା ରଣଜୀତ ସିଂହ ତାଙ୍କର ସମସ୍ତ ସୈନ୍ୟ ବଳ ସହ ନିକଟସ୍ଥ ସମସ୍ତ ଅଧୀନ ରାଜ୍ୟର ରାଜା ମାନଙ୍କୁ ତାଙ୍କର ସେନାକୁ ସିଆଲକୋଟରେ ପହଞ୍ଚିବାକୁ ଆଦେଶ ଦେଲେ । ଜସ୍ଵାନର ରାଜା ସେହି ଆଦେସ୍ୱ୍ହ ପାଳନ କରି ପାରିଲେ ନାହିଁ । ଫଳସ୍ଵରୂପ ତାଙ୍କୁ ରାଜ୍ୟ ହରେଇବାକୁ ହେଲା । ଶିଖ ସମ୍ରାଟ ତାଙ୍କୁ 21ଟି ଗ୍ରାମର ଜାଗିର ଓ 12,000 ଟଙ୍କା ବର୍ଷକ ଦେଇ ଥଇଥାନ କରିଥିଲେ । ସେ 1848 ମସିହାରେ ଶିଖ ମାନଙ୍କ ସହ ମିଶି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ , କିନ୍ତୁ ତାହା ଶାସଫଳ ରହିଲା । ତାଙ୍କର ମହଲକୁ ବ୍ରିଟିଶ ମାନେ ଧ୍ଵଂଶ କରିବା ସହ ତାଙ୍କର ଜାଗିରକୁ ଅଧିକାର କାଲେ । ତାଙ୍କୁ ଅଲମୋରା ନାମକ ସ୍ଥାନକୁ ସ୍ଥାନାନ୍ତର କରାଗଲା । ସେ ସେଠାରେ ପ୍ରାଣତ୍ୟାଗ କାଲେ ।0 1877 ମସିହାରେ ଜସ୍ଵାନ ଜାଗିର ସହରାଜପୁରା ଓ ଆମ୍ବ ଅଚଳର କିଛି ଗ୍ରାମ ମିଶେଇ ଉମମେଦ ସିଂହଙ୍କ ପୌତ୍ର ରାନ ସିଂହଙ୍କୁ ବ୍ରିଟିଶ ମାନେ ପ୍ରଦାନ କଲେ । ସେ ମହାରାଜା ଗୁଲବ ସିଂହଙ୍କ ପୌତ୍ରୀଙ୍କୁ ବିବାହ କରି ଜମ୍ମୁଠାରେ ଥିବା ରାମକୋଟ ରାଜ୍ୟ ମଧ୍ୟ ପାଇଲେ ।